Odia News Portal
Browsing Tag

lifistyle

ଜାଣନ୍ତୁ କଞ୍ଚାଲଙ୍କା ଖାଇଲେ କଣ ଫାଇଦା ମିଳେ

ଭୁବନେଶ୍ୱର: ପର ରୁଚି ଫେସନ, ଆପେ ରୁଚି ଭୋଜନ । ସମସ୍ତଙ୍କୁ ସବୁ ଜିନିଷ ଭଲ ଲାଗେନି । ରାଗ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି ନାହିଁ । ତଥାପି ଅନେକ ଲୋକ ଖାଦ୍ୟରେ କଞ୍ଚାଲଙ୍କା ବ୍ୟବହାର କରିଥାନ୍ତି । କଞ୍ଚାଲଙ୍କାରେ ବିଭିନ୍ନ ପ୍ରକାରର ପୋଷକ ତତ୍ୱ ଯଥା ଭିଟାମିନ୍ ଏ, ବି୬, ସି,…