Odia News Portal
Browsing Tag

Loot

ଲକ୍‌ଡାଉନରେ ମାତିଛନ୍ତି ଲୁଟେରା

ବାଲେଶ୍ୱର: ଲକ୍‌ଡାଉନରେ ଚାଲିଛି ଲୁଟେରାଙ୍କ ରାଜ୍ । ଭୁବନେଶ୍ୱରରୁ ଆରମ୍ଭ କରି ବାଲେଶ୍ୱର ସବୁଠି ଦେଖୁିବାକୁ ମିଳୁଛି ଲୁଟେରାଙ୍କ ଲୁଟ୍‌ପାତ । ଲକ୍‌ଡାଉନରେ ରୋଜଗାର ନଥିବାରୁ ଲୁଟ୍ ଅଧ୍ଚଳ ବଢ଼ିବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମଙ୍ଗଳବାର ବିଳମ୍ବିତ ରାତିରେ ବାଲେଶ୍ୱର…

ପୁଣି ୧୨ କୋଟି ଟଙ୍କାର ଡକାୟତି

କଟକ() କଟକରେ ଏକ ବ୍ୟାଙ୍କରୁ ୧୨ କୋଟି ଟଙ୍କାର ଡକାୟତି । ନୟାସଡକ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କରୁ  ଆଜି ସକାଳେ ଡକାୟତି ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି କଟକ ଡିସିପି ପ୍ରତୀକ ସିଂ । ସିସିଟିଭି ଫୁଟେ ଆଧାରାରେ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି ।

ଋଣ ପାଇଁ ବ୍ୟାଙ୍କ ଲୁଟ

ଭୁବନେଶ୍ୱର() ଭୁବନେଶ୍ୱରରେ ୨ଟି ବ୍ୟାଙ୍କ ଲୁଟ ଘଟଣାର ଫର୍ଦ୍ଦାଫାସ ହୋଇଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ସେ କହିଛନ୍ତି ଯେ, ‘ ୨୫ ବର୍ଷୀୟ ସୌମ୍ୟ ରଞ୍ଜନ ଜେନାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କଠାରୁ ୧୦ ଲକ୍ଷ…