Odia News Portal
Browsing Tag

Loot

ପରଜଙ୍ଗ ଆକ୍ରମଣ ପରେ ଲୁଟ୍ ଘଟଣା, ବନ୍ଧାହେଲେ ୩ ଅଭିଯୁକ୍ତ

ଅନୁଗୁଳ: ଗତ ୨୪ ତାରିଖରେ ଆକ୍ରମଣ ସହ ଲୁଟର ଶିକାର ହୋଇଥିଲେ ଅଭୟ ବିଶ୍ୱାଳ ଏବଂ ତାଙ୍କ ପୁଅ । ଲୁଟ୍ କରିଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପରଜଙ୍ଗ ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ରଞ୍ଜିତ ନାୟକ, ପ୍ରଭାତ କୁମାର ନାୟକ ଓ ସମୀର ନାୟକ । ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ…

ATM ଲୁଟୁଥିଲେ, ଧରା ପଡିଗଲେ

ଭୁବନେଶ୍ୱର: ଫେଲ୍‌ ମାରିଲା ଲୁଟ୍‌ ଉଦ୍ୟମ। ଧରାପଡିଲେ ATM ଲୁଟେରା। ଭୁବନେଶ୍ୱର ଓଲ୍‌ଡଟାଉନ୍‌ରେ ATM ଭାଙ୍ଗି ଲୁଟ୍‌ କଲାବେଳେ ଲୁଟେରାକୁ ମାଡି ବସିଲେ ସ୍ଥାନୀୟ ଲୋକେ। ଆଜି ଭୋରରୁ ଲୁଟେରାମାନେ ATM ଭାଙ୍ଗି ଲୁଟ୍‌ କରିବାକୁ ଚେଷ୍ଟା କରୁଥିବାବେଳେ ଲୋକମାନେ କାବୁ କରିଥିଲେ।…

ବ୍ରହ୍ମପୁର ଟଙ୍କା ଲୁଟ୍ ଘଟଣାରେ ଡ୍ରାଇଭର ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମପୁର: ଡ୍ରାଇଭର ରଚିଥିଲା ସାଙ୍ଘାତିକ ଷଡଯନ୍ତ୍ର । ଲୁଟ୍ କରିବା ଲାଗି କରିଥିଲା ଭିନୟ । ବଡବଜାର ଆସ୍କା ରୋଡ୍ ସ୍ଥିତ ଏକ ବ୍ୟାଙ୍କ୍ ସାମନାରୁ ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ୍ ଅପହରଣ ଓ ଲୁଟ୍ର ପର୍ଦ୍ଦାଫାସ କରିଛି ପୋଲିସ । ଟଙ୍କା ଲୋଡିଂ ଭ୍ୟାନର ଡ୍ରାଇଭର ଆଶିଷ ଦିଗାଲ ହିଁ ଘଟଣାର…

୨ ମହିଳାଙ୍କଠାରୁ ଚେନ୍ ଲୁଟିନେଲେ ଦୁର୍ବୁତ୍ତ

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ଲୁଟ୍ । ରାଜଧାନୀ ରାଜରାସ୍ତାରେ ଲୁଟ୍ । କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀରେ ଆତଙ୍କ ଖେଳାଇଲେ ଲୁଟେରା। ମାତ୍ର ୧୫ ମିନିଟ୍ ଭିତରେ ୨ ଜଣ ମହିଳାଙ୍କଠାରୁ ଚେନ୍ ଲୁଟି ନେଇଛନ୍ତି। ସେମାନଙ୍କୁ କାବୁ କରିବାକୁ ଯାଇ ୩ ଜଣ ଯୁବକ ଦୁର୍ବୃତ୍ତମାନଙ୍କ ଭୁଜାଲି…

ବୁର୍ଲା ମେଡିକାଲରେ ସିସିଟିଭିରେ କଏଦ ହେଲା ସିକ୍ୟୁରିଟି ଗାର୍ଡ ଗାଡ଼ି ଚୋରି କରୁଥିବାର ଦୃଶ୍ୟ

ସମ୍ବଲପୁର: ବାଡ଼ ଯେତେବେଳେ ଫସଲ ଖାଇବ ସେତେବେଳେ ଫସଲର କିଏ ବା ସାହା ହେବ । ଆଜ୍ଞା ହଁ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ଗାଡ଼ି ଚୋରି କରିଥିବା ଅଭିଯୋଗ ହୋଇଛି । ତେବେ ଚୋରି କରୁଥିବାର ଭିଡିଓ ସିସିଟିଭରେ କଏଦ ହୋଇଛି । ସମ୍ବଲପୁର ବୁର୍ଲା ମେଡିକାଲରେ ଦେଖିବାକୁ ମିଳିଛି ଏଭଳି…

ଆଜବେଷ୍ଟସ ଭାଙ୍ଗି ୪ ଲକ୍ଷ ଟଙ୍କାର ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଲକଡାଉନରେ ମାତିଛନ୍ତି ଲୁଟେରା । ପ୍ରତିଦିନ ଆସୁଛି ଲୁଟ୍ ଖବର । ଉପାନ୍ତରୁ ଉପକୂଳ ସବୁଠି ଚାଲିଛି ଲୁଟ୍ । ତେବେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବଜାରରୁ ଆସିଛି ଏଭଳି ଲୁଟର ଦୃଶ୍ୟ । ଦୋକାନର ଆଜବେଷ୍ଟସ ଭାଙ୍ଗି ୪ ଲକ୍ଷରୁ ଅଧିକ ଟଙ୍କାର ସାମାନ ଚୋରି କରିନେଇଥିବା ଅଭିଯୋଗ…

ଲୁଟିନେଲେ ଲକ୍ଷାଧିକ ଟଙ୍କାର ମୋବାଇଲ

ଭୁବନେଶ୍ୱର: ରାତି ଅଧରେ ଦୋକାନ କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ମୋବାଇଲ । ଭୁବନେଶ୍ୱର ଉପକଣ୍ଠ ବାଳକାଟି ବଜାରରେ ଥିବା ମୋହନ ଆଚାର୍ଯ୍ୟଙ୍କ ଦୋକାନରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଖବର ପାଇ ଛାନଭିନ୍ ଆରମ୍ଭ କରିଛି । ତେବେ ଚୋରୀ କରୁଥିବାର ଭିଡ଼ିଓ ସାମନାରେ ଥିବା…

ମଦ ଦୋକାନ ତାଲା ଭାଙ୍ଗି ଲୁଟିନେଲେ

ବଲାଙ୍ଗୀର: ଲକଡାଉନରେ ମାତିଛନ୍ତି ଲୁଟେରା । କେତେବେଳେ ଲୁଗା ଦୋକାନରୁ ଚୋରି କଲେଣି ତ ଆଉ କେତେବେଳେ ରାସନ ଦୋକାନରୁ । ଆଉ ଏବେ ମଦ ଦୋକାନ ତାଲା ଭାଙ୍ଗି ମଦ ନେଇଯାଇଥିବା ଖବର ଆସିଛି । ବଲାଙ୍ଗୀର ଜିଲ୍ଲା କଦମପଡ଼ାରେ ଥିବା ମଦ ଦେକାନରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ୫ଲକ୍ଷ ଟଙ୍କାରୁ…

ସଟଡାଉନରେ ମାତିଛନ୍ତି ଲୁଟେରା

ଭୁବନେଶ୍ୱର: ଲକଡାଉନ ଓ ସଟାଉନର ସୁଯୋଗ ନେଇ ମାତିଛନ୍ତି ଲୁଟେରା । ବାଲେଶ୍ୱରରୁ ବଲାଙ୍ଗୀର ସବୁଠି ହେଉଛି ଲୁଟ୍ । ପ୍ରତିଦିନ ଏଭଳି ଖବର ଘଟୁଥିବା ଦେଖିବାକୁ ମିଳିଛି । ତେବେ ଲକଡାଉନରେ ଲୁଟେରାମାନେ ଅଧିକ ସକ୍ରିୟ ହୋଇ ଉଠିଥିବା ଶୁଣାଯାଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଲୁଟେରାଙ୍କ…

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟସ୍ଥ ମନ୍ଦିରର ହୁଣ୍ଡିରୁ ଲୁଟ୍‌

ପୁରୀ: ଲକ୍‌ଡାଉନରେ ମାତିଛନ୍ତି ଲୁଟେରା । କରୁଛନ୍ତି ଲୁଟପାତ । କେଉଁଠି ମହିଳାଙ୍କଠାରୁ ଲୁଟିଲେଣି ତ ଆଉ କେଉଁଠି ଘରେ ପଶି କରୁଛନ୍ତି ଲୁଟ୍ । ତେବେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡିଛି ମନ୍ଦିରର ହୁଣ୍ଡି ଉପରେ । ପୁରୀ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଥିବା ବିଶ୍ୱ ଶାନ୍ତି ଅଖଣ୍ଡ…