Odia News Portal
Browsing Tag

mahanadi

ଗାଧୋଇବା ବେଳେ ମହାନଦୀରେ ଭାସିଗଲେ ୩ ଯୁବକ

ମହାନଦୀରେ ବୁଡ଼ିଗଲେ ୩ ଯୁବକ । ଗାଧୋଇବା ବେଳେ ତିନି ଯୁବକ ଭାସିଯାଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିସାରିଥିବା ବେଳେ ୨ ଜଣ ବର୍ତ୍ତମାନ ନିଖୋଜ ରହିଛନ୍ତି । ମିଳିଥିବା ସୂଚନା ମୁତାବକ ଜୋବ୍ରା ବ୍ୟାରେଜକୁ ଗାଧୋଇବା ପାଇଁ ଯାଇଥିଲେ ତିନି ଯୁବକ । ଏବଂ…

ଦୁଇବର୍ଷ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲ ଅବଧି ଦୁଇବର୍ଷ ବୃଦ୍ଧି କଲେ କେନ୍ଦ୍ର ସରକାର । ୨୦୨୩ ମାର୍ଚ୍ଚ ଯାଏଁ ଟ୍ରିବ୍ୟୁନାଲ ଅବଧି ବଢ଼ିଲା । ଅବଧି ବୃଦ୍ଧି ପାଇବା ନେଇ ଜନଶକ୍ତି ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା ।…

ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ୱର() ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି  । ସାରା ଓଡ଼ିଶାରେ ବର୍ଷା ହୋଇଥିବା ବେଳେ ଉତ୍ତର ଓ ପଶ୍ଚିମ ସୀମାନ୍ତ ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ରହିଛି  । ଫଳରେ ମହାନଦୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆଶଙ୍କା ଦେଖାଯାଇଛି  ।…

ଅଗଷ୍ଟ ୮ରେ ମହାନଦୀ ଶୁଣାଣି

ଭୁବନେଶ୍ୱର() ଆସନ୍ତା ଅଗଷ୍ଟ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବାକୁ ଦିନ ଧାର୍ୟ୍ୟ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମହାନଦୀ ଟ୍ରିବୁ୍ୟନାଲରେ ମାମଲାର ଶୁଣାଣି କରାଯାଇଥିଲା । ତେବେ ଏହି ଅବସରରେ ମହାନଦୀ ଜଳ ବିବାଦ ନେଇ…