Odia News Portal
Browsing Tag

mao

ଆତ୍ମସମର୍ପଣ କଲେ ମହିଳା କ୍ୟାଡର ମାଓବାଦୀ

ବଲାଙ୍ଗୀର: ଆତ୍ମସମର୍ପଣ କଲେ ମହିଳା କ୍ୟାଡର ମାଓବାଦୀ। କନ୍ଧମାଳ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମହିଳା ମାଓବାଦୀ କାନ୍ତି ମଲିକ। ଅନେକ ମାଓ କାର‌୍ୟ୍ୟକଳାପରେ ସେ ଦୀର୍ଘ ଦିନ ଧରି ସଂପୃକ୍ତ ଥିଲେ। ସୂଚନାନୁଯାୟୀ, କନ୍ଧମାଳ ଏସପିଙ୍କ ନିକଟରେ ମହିଳା କ୍ୟାଡର ମାଓବାଦୀ କାନ୍ତି…

ପୁଣି ମାଓବାଦୀଙ୍କ ଆତଙ୍କ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ ଲ୍ୟାଣ୍ଡ ମାଇନର ଶିକାର ହୋଇଛି ଏକ ଯାତ୍ରୀବାହୀ ବୋଲେରୋ। ଆଜି ସକାଳେ ଏହି ଯାତ୍ରୀବାହୀ ବସଟି ଯାଉଥିବା ସମୟରେ ବସ୍ତର ଜିଲ୍ଲା ମାଲବାହୀ ଥାନା ଅନ୍ତର୍ଗତ ବୋଡ଼ଲି ନିକଟରେ ଘଟିଥିଲା ଏଭଳି ଘଟଣା। ଏହି ବିସ୍ଫୋରଣରେ ଦୁଇ ଜଣ…

କ୍ୟାଡର ମାଓବାଦୀ ଅଟକ

ଭୁବନେଶ୍ୱର: ବଲାଙ୍ଗୀର ପୋଲିସ ହେପାଜତରେ କ୍ୟାଡର ମାଓବାଦୀ । କ୍ୟାଡର ମାଓବାଦୀ ସହ ତାର ଜଣେ ସହଯୋଗୀଙ୍କୁ ମଧ୍ୟ ଧରାଯାଇଛି । କୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡ଼ଭେଲାରୁ ଏହି ଦୁଇଜଣଙ୍କୁ ଧରି ଅଟକ ରଖାଯାଇଛି । ଅଟକ କ୍ୟାଡର ମାଓବାଦୀ ଦୁଇଜଣ କେକେବିଏନ କ୍ୟାରର ବୋଲି ଜଣାପଡ଼ିଛି । ସେମାନଙ୍କୁ…

ପୋଲିସ ଡିଜପିିଙ୍କ ଉପସ୍ଥିତିରେ ୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ ମାଲକାନଗିରି ଗସ୍ତରେ ଯାଇଛନ୍ତି। ମାଓବାଦୀଙ୍କ ସ୍ଥିତି ସମୀକ୍ଷା ନେଇ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସହ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରି ଥାନା ଅନ୍ତର୍ଗତ ଟେମୃପାଲିରେ ପହଞ୍ଚି ସାରିଛନ୍ତି। ଏହାସହ ପୁଲିସ ଡିଜିଙ୍କ ଉପସ୍ଥିତିରେ…

ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର

ଭୁବନେଶ୍ୱର: କୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୨ଜଣ ଯବାନ ଗୁରୁତର ହୋଇଥିବା ସୂଚନା । ଯବାନଙ୍କୁ ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି । ଏବେ ମଧ୍ୟ କମ୍ବିଂ ଅପରେସନ ଜାରି ରହିଛି । ଦୀର୍ଘ ୮…

ଟିଫିନ୍ ବୋମା ଜବତ

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଓ ଏସଓଜିର ମିଳିତ ତଲାସି ଅଭିଯାନରେ ୨ଟି ଟିଫିନ ବୋମା ସହ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ନେଇ ଆଜି ଖବର ମିଳିଛି। ସ୍ୱାଭିମାନ ଅଞ୍ଚଳର କେନ୍ଦୁଗୁଡ଼ା ଗାଁ ନିକଟରୁ ଏହି ଟିଫିନ ବୋମା ଜବତ କରାଯାଇଛି। ଯବାନମାନେ କୁମ୍ବିଂ ଅପରେସନ…

ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ନିହତ

ଭୁବନେଶ୍ୱର: ପୋଲିସ- ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ସର୍ଚ୍ଚ ଅପରେସନ କରିଛନ୍ତି ଯବାନ । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନାରାୟଣପୁରରେ ଏହି ଗୁଳି ବିନିମୟ ହୋଇଛି । ଏଥିରେ ଦୁଇଜଣ ମାଓ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଙ୍ଗଲରୁ ରାଇଫଲ, ପିସ୍ତଲ ସହିତ ବିପୁଳ ପରିମାଣର ଅଫୁଟା…

ପୋଲିସ- ମାଓବାଦୀ ଗୁଳି ବିନିମୟ ଜାରି

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ନେଇ ବୁଧବାର ଖବର ମିଳିଛି। କୁଲାବେଡା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା ପାଇ ଅପରେସନ ଲଞ୍ଚ କରାଯାଇଥିଲା। ଏସଓଜି ଓ ଡିଭିଏଫ(SOG ଓ DVF) ବାହିନୀ…

କମ୍ବିଂ ଅପରେସନ ସମୟରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି() ଏସଓଜି ଓ ଡିଏଫଓ ଯବାନମାନଙ୍କ ମିଳିତ କମ୍ବିଂ ଅପରେସନ ସମୟରେ ମାଲକାନଗିରିର ଯନ୍ତ୍ରୀ ଜଙ୍ଗଲରୁ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଧରାପଡ଼ିଥିବା ନେଇ ଜିଲ୍ଲା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରୁ ଯବାନମାନେ ଯେଉଁ ମାଓବାଦୀକୁ ଧରିଛନ୍ତି,…

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି() ସ୍ୱାଭିମାନ ଅଞ୍ଚଳରେ ଡ଼ିଭିଏଫ ଓ ଏସଓଜି ଯବାନଙ୍କ ମିଳିତ ଉଦ୍ୟମରେ ମାଓ ଶିବିର ଉପରେ ଚଢ଼ାଉ ହୋଇଛି । ଏହାସହ ଆନ୍ଧ୍ର ଓଡ଼ିଶା ସୀମା ମୁଚିମପୁଟ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଉଲ୍ଲେଖଯୋଗ୍ୟ ଯେ ସକାଳୁ ସ୍ୱାଭିମାନ ଅଞ୍ଚଳରେ ଅପରେସନ ଆରମ୍ଭ ହୋଇଥିଲା…