Odia News Portal
Browsing Tag

mao

ରେଳ ଧାରଣା ଉଡ଼ାଇଦେଲେ ମାଓବାଦୀ

ରାଉରକେଲା: ଦକ୍ଷିଣପୂର୍ବ ରେଳପଥର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ନକ୍ସଲମାନେ ରେଳଧାରଣାରେ ମାଇନ୍ସ ଲଗାଇ ଉଡ଼ାଇ ଦେଇଛନ୍ତି । ଫଳରେ ହାୱଡା – ମୁମ୍ବାଇ  ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳବାଇ ପକ୍ଷରୁ ଟ୍ରାକ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତରେ…

ମାଓ ଦମ୍ପତି ଗିରଫ

ଭୁବନେଶ୍ବର: ଗିରଫ ହେଲେ ଟପ ମାଓ ଦମ୍ପତି। ଗତ କିଛି ଦିନ ହେଲା ଏମାନଙ୍କୁ ଖୋଜା ଚାଲିଥିବା ବେଳେ ଆଜି ଦୁହିଁଙ୍କୁ ଗିରଫ କରିଛି ପୁଲିସ। ଝାଡ଼ଖଣ୍ଡରୁ ଦୁହିଁଙ୍କୁ ଗିରଫ କରାଯାଇଛି। ଗିରଫ ମାଓ ନେତା ପ୍ରଶାନ୍ତ ବୋସ୍ ଓରଫ କିଶନ ଦା ଓ ତାଙ୍କ ପତ୍ନୀ ଶିଲା ମାରାଣ୍ଡିଙ୍କୁ ଗିରଫ କରିଛି ପୁଲିସ।…

ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ମୂଷାକୀ

ଫୁଲବାଣୀ : ନକ୍ସଲ ରାହୁଲ ମୂଷାକୀ ଓରଫ ପିଣ୍ଟୁ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲା ଏସପି ବିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମୂଷାକୀ । ଛତିଶଗଡ ସୁକମା ଜିଲ୍ଲାରେ ମୂଷାକୀଙ୍କ ଘର । ମୂଷାକୀ ୨୦୧୫ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ । ସେ ବଂଶଧାରା ଘୁମୁସର…

ଶ୍ରୀନଗରର ଏକ ସ୍କୁଲରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼, ପ୍ରିନ୍ସପାଲ ଓ ଶିକ୍ଷକ ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀର ଶ୍ରୀନଗରର ସଫାକଡାଲ ଅଞ୍ଚଳରେ ଥିବା ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତଙ୍କୀ ହମଲା। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସ୍କୁଲ ପ୍ରିନ୍ସପାଲ ଓ ଶିକ୍ଷକ ନିହତ ହୋଇଛନ୍ତି। ସୂଚନାଅନୁସାରେ ଆତଙ୍କବାଦୀମାନେ ସ୍କୁଲରେ ପଶି ଆଖିବୁଜା ଗୁଳିମାଡ କରିଥିଲେ।…

ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

କୋରାପୁଟ: ଛାଡ଼ିଲେ ମାଓ ଶିବିର । ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି କଲେ ଆତ୍ମସମର୍ପଣ । ଡିଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ୨ ହାର୍ଡକୋର ମହିଳା ମାଓବାଦୀ । ରାଜ୍ୟରେ ଏବଂ ବାହାରେ ଘଟିଥିବା ବହୁ ମାଓ ଅଘଟଣରେ ଉଭୟ ସମ୍ପୃକ୍ତ ଥିଲେ । ତେବେ ଡିଜିପି ଅଭୟଙ୍କ କୋରାପୁଟ ଗସ୍ତ…

ମାଲକାନଗିରି ଜିଲ୍ଲାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ପୋଲିସକୁ ବଡ଼ ସଫଳତା । ମାଲକାନଗିରିରେ ମାଓବାଦୀ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏସ.ଓ .ଜି, ଡି.ଭି.ଏଫ ଓ ବି.ଏସ .ଏଫ ବାହିନିର ମିଳିତ କମ୍ବିଂ ଅପରେସନ ବେଳେ ମାଓ ଶିବିର ଠାବ ହୋଇଛି।ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହଡ ଉପରେ ଥିବା…

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି : ବବଳିପାହାଡ଼ ଏବଂ କୁଂଖରୀ ଜଙ୍ଗଲରେ ମାଓ ପୋଲିସ ମୁହାଁମୁହିଁ। ମାଓ କ୍ୟାମ୍ପ ଥିବା ଖବର ପାଇ ଚଢ଼ାଉ ବେଳେ ମାଓ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟରେ ଟପ ମାଓ ନେତା ସୁରେଶ ଓ ଅନ୍ୟ ସଦସ୍ୟମାନେ ଛତ୍ରଭଙ୍ଗ ଦେଇଛନ୍ତି। ପୋଲିସ ଘଟଣାସ୍ଥଳରୁ ବିପୁଳ…

ଦୁର୍ଦ୍ଧାନ୍ତ ମାଓନେତା ଶଙ୍କର ଗିରଫ

ଭୁବନେଶ୍ୱର: ଓଡ଼ିଶା ପୋଲିସର ବଡ଼ ସଫଳତା । ଧରାହେଲା ଦୁର୍ଦ୍ଧାନ୍ତ ମାଓନେତା ଦୁର୍ବାସି ଶଙ୍କର । ତାକୁ କୋରାପୁଟ ପୋଲିସ, ଏସଓଜି ଓ ବିଏସଏଫ ମିଳିତ ଭାବେ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ମାଓ ନେତା ଦୁବାସିଙ୍କୁ ଧରିଛନ୍ତି ।ତାଙ୍କଠାରୁ ଗୋଟିଏ ଇନସାସ୍ ରାଇଫଲ ସହ ଅନ୍ୟ ସାମଗ୍ରୀ ଜବତ…

ମାଓ ହମଲା: ୨ ଯବାନ ସହିଦ

ରାଇପୁର: ପୁଣି ଆତଙ୍କ ଖେଳାଇଲେ ମାଓବାଦୀ । ମାଓ ହମଲାରେ ୨ ଯବାନ ସହିଦ । ଛତିଶଗଡ଼ ନାରାୟଣପୁର ଜିଲ୍ଲା କାଡେମେଟାରେ ଘଟିଛି ଏହି ଗୁଳିକାଣ୍ଡ । ଯବାନଙ୍କଠାରୁ ଗୁଳି, ବନ୍ଧୁକ ଛଡାଇ ନେଇଥିବା ସୂଚନା ମିଳିଛି ।

୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬ ଜଣ ହାର୍ଡକୋର ମାଓବାଦୀ। ଆଦିବାସୀ ଲୋକ ମାଓବାଦୀଙ୍କୁ ସମର୍ଥନ କରୁନଥିବା ବେଳେ ସୁରକ୍ଷା କର୍ମୀଙ୍କ କବଳରୁ ବର୍ତ୍ତିବା ମାଓବାଦୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଜୀବନ ବଞ୍ଚାଇବା ଲାଗି ଏମାନେ…