ସହକାରୀ ଯନ୍ତ୍ରୀ ଅଶୋକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ମାମଲା: ମିଳିଲାଣି ୨୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି
ଭୁବନେଶ୍ବର: ପୂର୍ତ୍ତ ବିଭାଗର ଡିଭିଜନ୍-୩ର ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମ୍ପତ୍ତି ତାଲିକା ଲମ୍ବିବାରେ ଲାଗିଛି। ଭିଜିଲାନ୍ସ ବିଭାଗ ଯେତେ ଚଢ଼ଉ କରୁଛି ଶ୍ରୀ ପଣ୍ଡାଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି ତାଲିକା ସେତିକି ବଢ଼ିବଢ଼ି ଚାଲିଛି। ରାଜଧାନୀର ଏମିତି କୌଣସି ପ୍ରତିଷ୍ଠିତ…