Odia News Portal
Browsing Tag

nandankanan

ନନ୍ଦନକାନନରେ ଆଖି ବୁଜିଲା ମାଇ ସିଂହୀ ଶ୍ୟାମା

ନନ୍ଦନକାନନରେ ମାଇ ସିଂହୀ ଶ୍ୟାମାର ଆଜି ମୃତ୍ଯୁ ହୋଇଛି। ଏହାର ମୃତ୍ଯୁ ପରେ ଏମାନଙ୍କ ସଂଖ୍ୟା ୧୬କୁ ହ୍ରାସ ପାଇଛି। ଗତ ତିନି ବର୍ଷ ହେଲା ସିଂହୀ ଶ୍ୟାମା ଅସୁସ୍ଥ ଥିଲା । ତାର କାନ ପାଖରେ ଏକ ଟ୍ୟୁମର ହୋଇଥିଲା ତାକୁ ଅପରେସନ କରାଯାଇଥିଲା । ଏହା ପରେ ତାର ମଳଦ୍ବାର ନିକଟରେ ଏକ ଟ୍ୟୁମର ହୋଇ…

ନନ୍ଦନକାନନରେ ପୁଣି ଆଉ ଏକ ବାଘ ଛୁଆର ମୃତ୍ୟୁ

ନନ୍ଦନକାନନରେ ପୁଣି ଏକ ବାଘ ଛୁଆ ବିବେକର ମୃତ୍ୟୁ । ଧଳା ବାଘୁଣୀ ରୂପାର , ଆଉ ଏକ ନାଲି ମାଇ ଛୁଆ ଆଖି ବୁଜିଛି। ମୃତ ଛୁଆଟି ଜନ୍ମ ହେବା ଦିନଠାରୁ ତାକୁ ମାଆ ଠାରୁ ଅଲଗା ରଖାଯାଇଥିଲା। କର୍ତ୍ତୁପକ୍ଷ ଛୁଆକୁ ଭେଟେନାରୀରେ ରଖି ନିଜ ହେପାଜତରେ ପାଳନ କରୁଥିଲେ। ତେବେ କେଉଁ କାରଣରୁ ତାର…

ନନ୍ଦନକାନନ ପାଇଁ ଖୁସି ଖବର: ତୃତୀୟଥର ପାଇଁ ଶାବକ ଜନ୍ମ ଦେଲା ସିଂହୀ ବିଜଲୀ

ନନ୍ଦନକାନନ ପାଇଁ ଖୁସି ଖବର ଆଣିଲା ସିଂହୀ ବିଜଲୀ । ତୃତୀୟ ଥର ପାଇଁ ମା ହେଲା ସିଂହୀ ବିଜଲୀ ।ଆଜି ଭୋର ରୁ ୨ ଟା ୧୫ ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ପ୍ରସବ ପ୍ରକ୍ରିୟା ଜାରି ରହିଛି । ପୂର୍ବରୁ ଦୁଇ ଥରରେ ୪ ଟି ଶାବକ ଜନ୍ମ ଦେଇଥିଲା ,ସେମାନଙ୍କ ମଧ୍ୟରୁ ୨ ଟି ମୃତୁ ଘଟିଥିବା ବେଳେ…

ନନ୍ଦନକାନନରେ ପଶିଲେ ୨ଟି ଜଙ୍ଗଲୀ ହାତୀ,ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା

ନନ୍ଦନକାନନରେ ପଶିଲେ ୨ଟି ଜଙ୍ଗଲୀ ହାତୀ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସାମୟିକ ଭାବେ ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯାଇଛି। ଖବର ଅନୁଯାୟୀ, ଗତକାଲି ରାତିରେ ଦୁଇଟି ଜଙ୍ଗଲୀ ହାତୀ ନନ୍ଦନକାନନ ଭିତରେ ପଶିଛନ୍ତି । ହାତୀ ଦୁଇଟି ନନ୍ଦନକାନନରେ ଥିବା ଜିରାଫ ଖୁଆଡ଼ ପଛପାଖେ ଲୁଚିଥିବା…

ନନ୍ଦନକାନନ ରେ ଥିବା ବାଘୁଣୀର ଛୁଆ ଗୁରୁତର

ରକି ଗୁରୁତର। ନନ୍ଦନକାନନରେ ଥିବା ଧଳା ବାଘୁଣୀ ବିଜୟାର ୧୦ମାସର ଛୁଆ ରକି ଗୁରୁତର। OUAT ବିଶେଷଜ୍ଞ ଡାକ୍ତର ନିରଞ୍ଜନ ସାହୁଙ୍କ ନେତୃତ୍ୱରେ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ତାର ଚିକିତ୍ସା କରାଯାଉଛି। ଗତ ୪ ଦିନ ହେଲା ରକିକୁ ତରଳ ଝାଡା ହେବା ସହ ଜ୍ୱର ହେଉଛି। ତାକୁ ସାଲାଇନ୍…

ନନ୍ଦନକାନନରେ ଭୋଜିକୁ ମିଳିଲା ଅନୁମତି

ଆଗକୁ ଆସୁଛି ନୂଆ ବର୍ଷ । ବିଭିନ୍ନ ସ୍ଥାନରେ ଭୋଜି ଭାତର ଆସର ଜମିବା ଆରମ୍ଭ ହୋଇଗଲାଣି । କିନ୍ତୁ କରୋନା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିଛି । ଡିସେମ୍ବର ୧ ରୁ ନନ୍ଦନକାନନରେ ଭୋଜି ଭାତ ପାଇଁ ଅନୁମତି ମିଳିଛି । କରୋନା କଟକଣା ମାନି ଭୋଜିଭାତ କରିବା ପାଇଁ ନନ୍ଦନକାନନ…

ଆଜିଠୁ ନନ୍ଦନକାନନରେ ଚାଲିବ ଟୟ ଟ୍ରେନ୍

ଭୁବନେଶ୍ୱର : କିଛି ଦିନ ତଳେ ନନ୍ଦନକାନନରେ ଟୟ ଟ୍ରେନ୍ ଗଡ଼ିଥିଲା ମାତ୍ର ଏହି ଟ୍ରେନ୍ ଗଡ଼ୁଥିବା ବେଳେ ଘଟିଥିଲା ଅଘଟଣ । ସର୍ଟସର୍କିଟ ଇଞ୍ଜିନରେ ଯୋଗୁଁ ନିଆଁ ଲାଗି ଅଚଳ ହୋଇଯାଇଥିଲା ଏହି ଟୟ ଟ୍ରେନ୍ । ତେବେ ଏହି ଟ୍ରେନ୍ରେ ଅଘଟଣ ଘଟିବା ଯୋଗୁଁ ୬୦ ରୁ ଅଧିକ ଯାତ୍ରୀ କ୍ଷତିଗ୍ରସ୍ତ…

ଆଜିଠୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ପୁଣି ଥରେ ନନ୍ଦନକାନନରେ ଟଏ ଟ୍ରେନରେ ବସି ଚିଡିଆଖାନା ବୁଲିବାର ମଜା ନେଇପାରିବେ ପର୍ଯ୍ୟଟକ । ୭ ବର୍ଷ ପରେ ଟ୍ରାକରେ ଗଡ଼ିବ ଟଏ ଟ୍ରେନ୍। ୭୬-ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହ ଅବସରରେ ଆଜି ଉଦଘାଟିତ ହେବ ଟଏଟ୍ରେନ ।…

ଆଜି ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ଭୁବନେଶ୍ୱର । ବର୍ଷା ଛାଡ଼ିବାର ନାଁ ଧରୁନି । ସବୁଠି ଖାଲି ପାଣି ପାଣି । ପ୍ରାଣୀ ଉଦ୍ୟାନ ନ୍ଦନକାନନରେ ପାଣି ଭରି ରହିଛି । ନନ୍ଦନକାନନର ୪ଟି ସଫାରୀ ସମେତ ବୋଟିଂକୁ ବି ବନ୍ଦ କରିଦିଆଯାଇଛି ।ପର୍ୟ୍ୟଟକ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆଜି ଏହାକୁ ବନ୍ଦ…

ନନ୍ଦନକାନନରେ ମହାବଳ ବାଘ ଆତଙ୍କ !

ଭୁବନେଶ୍ୱର: ନନ୍ଦନକାନନରେ ମହାବଳ ବାଘ ଆତଙ୍କ। ବାଘ ସଫାରୀର ପାଚେରୀ ଡେଇଁ ବାହାରିଗଲା ମହାବଳ ବାଘ ରାଜେଶ। ଏହି ଖବର ପ୍ରଚାରିତ ହେବା ପରେ ପର୍ୟ୍ୟଟଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା ତେବେ ସଫାରୀର କର୍ମଚାରୀଙ୍କ ଉଦ୍ୟମ ଫଳରେ ଧରାପଡିଥିଲା ମହାବଳ ରାଜେଶ। ସୂଚନା ମୁତାବିକ, ଆଜି ସକାଳେ…