Odia News Portal
Browsing Tag

narendra modi

ଆଲିଗଡ଼ରେ ମୋଦୀ

ୟୁପି: ପାଖେଇ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ । ଏହା ପୂର୍ବରୁ ପୁନର୍ବାର କ୍ଷମତା ହାସଲ ଲକ୍ଷ୍ୟରେ ରହିଛି ବିଜେପି । ଏହାରି ଭିତରେ ଆଜି ଉତ୍ତରପ୍ରଦେଶର ଆଲିଗଡ଼ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୟୁପିକୁ ଏକ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିରକ୍ଷା କରିଡର ଉପହାର ଦେବାକୁ

ଅକ୍ଷୟ କୁମାରଙ୍କୁ ଚିଠି ଲେଖିଲେ ମୋଦି

ନୂଆଦିଲ୍ଲୀ: ନିକଟରେ ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚିଠିରେ ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଷୟଙ୍କ ମା'ଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ଏହି ସପ୍ତାହ ପୂର୍ବରୁ ଅକ୍ଷୟଙ୍କ ମା ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଥିଲା।

ନୂଅାଁଖାଇରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ହେଉଛି ପିବତ୍ର ନୂଅାଁଖାଇ ପର୍ବ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେପଟେ ପ୍ରଧାନମନ୍ତ୍ରୀଙ୍କ ସମେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ତେବେ ନଜର ପକାନ୍ତୁ

ତୃତୀୟ ଲହରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କରୋନାର ସମ୍ଭାବିତ ୩ୟ ଲହର ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏହି ବୈଠକ ଅପରାହ୍ନ ୩ଟା ୩୦ରେ ହେବ । ବୈଠକରେ କରୋନାର ବର୍ତ୍ତମାନର ସ୍ଥିତି ଉପରେ ଚର୍ଚ୍ଚା ହେବ । ଏଥି ସହିତ ମହାମାରୀରୁ ବର୍ତ୍ତିବା ପାଇଁ ଏପର୍ଯ୍ୟନ୍ତ ନିଆଯାଇଥିବା ସମସ୍ତ

ଜାତିସଂଘକୁ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରିଷଦ ବୈଠକକୁ ପ୍ରଧାନମନ୍ତ୍ରୀ ନିଜେ ଅଧ୍ୟକ୍ଷତା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କି, ସାମୁଦ୍ରିକ ସୁରକ୍ଷା ସମ୍ପର୍କରେ ଖୋଲା ବିତର୍କରେ ମନ୍ତବ୍ୟ ଦେଇଛନ୍ତି । ‘ଆମ

ଆଜି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକକୁ ସମ୍ବୋଧିତ କରିବେ । ଭାରତ ପାଇଁ ସୁରକ୍ଷା ପରିଷଦର କୌଣସି ବୈଠକର ଅଧ୍ୟକ୍ଷତା କରିବାର ଏହା ହେଉଛି ପ୍ରଥମ ସୁଯୋଗ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ସମୁଦ୍ରୀ ସୁରକ୍ଷା ରେ ଏକ

ନୂଆ ମନ୍ତ୍ରୀଙ୍କୁ ପାଠ ପଢ଼ାଇବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିକଟରେ ଗଠିତ ହୋଇଛି ମୋଦୀଙ୍କ ମନ୍ତ୍ରୀ ମଣ୍ଡଳ । ତେବେ ଏହି ମନ୍ତ୍ରୀଙ୍କୁ ପାଠ ପଢ଼ାଇବେ ପ୍ରଧାନମନ୍ତ୍ରୀ । ଆସନ୍ତା ସପ୍ତାହରେ ନୂଆ ମନ୍ତ୍ରୀଙ୍କୁ ପାଠ ପଢାଇବେ ମୋଦି । ଘଣ୍ଟେ, ଦି ଘଣ୍ଟା କି ଦିନେ ନୁହେଁ, ପୂରା ୩ ଦିନ ଚାଲିବ ବିଚାରବିମର୍ଶ । ଆଉ ଏହି କ୍ଲାସ୍ ଆସନ୍ତା ୧୦

ମହିଳା ହକି ଦଳ ସହ କଥାହେଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଗ୍ରେଟ୍ ବ୍ରିଟେନଠାରୁ ବ୍ରୋଞ୍ଚ ପଦକ ଲାଗି ଲଢ଼ୁଥିବା ବେଳେ ଭାରତୀୟ ମହିଳା ଦଳ ପରାସ୍ତ ହୋଇଛି । ତେବେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣି ନେଇଛି ଦଳ । ଯାହାକୁ ନେଇ ସାରା ଦେଶରୁ ଛୁଟିଛି ପ୍ରଂଶସାର ସୁଅ । ଏହି ଅବସରରେ ମହିଳା ଟିମ୍ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, କରୋନାରେ ଅନାଥ ଶିଶୁଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ବୀମା ରାଶି

ନୂଆଦିଲ୍ଲୀ: କରୋନା ମହାମାରୀ ଅନେକଙ୍କ ଜୀବନରେଖା ବଦଳାଇ ଦେଇଛି । ଅନେକଙ୍କ ବାପାଙ୍କୁ ତାଙ୍କ ଶିଶୁଙ୍କ ଠାରୁ ଛଡ଼ାଇ ନେଇଛି । ତେବେ ଏହି ଅନାଥ ଶିଶୁଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଅନାଥ ପିଲାଙ୍କ ପାଇଁ କରିବେ ୫ଲକ୍ଷ ଟଙ୍କାର ହେଲ୍ଥ ଇନସୁରାନ୍ସ।

ଇସ୍ତଫା ଦେଲେ ମୋଦିଙ୍କ ପରାମର୍ଶଦାତା

ନୂଆଦିଲ୍ଲୀ: ଅମରଜିତ ସିହ୍ନା ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଅମରଜିତ ସିହ୍ନା ଇସ୍ତଫା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ ଅମରଜିତ ହେଉଛନ୍ତି ୧୯୮୩ ବିହାର କାଡରର ଜଣେ ଆଇଏସ ଅପାର। ଗତବର୍ଷ ଫେବୃୟାରୀ ମାସରେ ତାଙ୍କୁ