Odia News Portal
Browsing Tag

National news

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାଉଥ୍ ଷ୍ଟାର ୟଶ୍ ଓ ଋଷଭ

ସାଉଥ୍ ସୁପରଷ୍ଟାରଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘କେଜିଏଫ୍’ ମାଧ୍ୟମରେ ସାରା ଦେଶରେ ଘରେ ଘରେ ପରିଚିତ ଅଭିନେତା ୟଶ ଓ ଗତ ବର୍ଷ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ଫିଲ୍ମ ‘କାନ୍ତାରା’ର ଅଭିନେତା ଋଷଭ ଶେଟ୍ଟୀ ରବିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ…

ବିବିସି କାର୍ଯ୍ୟାଳୟରେ ଆୟକର ଚଢାଉ, ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ରାଜନୈତିକଦଳ

ଆୟକର ବିଭାଗର, ବିବିସି କାର୍ଯ୍ୟାଳୟରେ ଚଢାଉ । ଗତକାଲି ଆୟକର ବିଭାଗର ଏକ ଟିମ୍ ଭାରତର ବିବିସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସବିଶେଷ ତଥ୍ୟ ଅନୁଯାୟୀ, ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ସର୍ଭେ କାର୍ଯ୍ୟ ଚାଲିଥିଲା। ଚଢଉରେ ଆୟକର ବିଭାଗର ୧୫ଜଣ ଅଧିକାରୀ ସାମିଲ ହୋଇଥିଲେ।…

‘ଥ୍ୟାଙ୍କ ୟୁ ଇଣ୍ଡିଆ’ ; ଟୁଇଟରେ କୃତଜ୍ଞତା ଜଣାଇଲେ ତୁର୍କୀ ରାଷ୍ଟ୍ରଦୂତ ସୁନେଲ

ଭୂମିକମ୍ପ ପ୍ରପୀଡ଼ିତ ତୁର୍କୀ ଦେଶକୁ ରିଲିଫ୍ ସାମଗ୍ରୀ ପଠାଇଥିବାରୁ ଆଜି ଭାରତସ୍ଥିତ ତୁର୍କୀର ରାଷ୍ଟ୍ରଦୂତ ଫିରାତ୍ ସୁନେଲ୍ ଭାରତ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।ସାମାଜିକ ଗଣମାଧ୍ୟମ ‘ଟୁଇଟର୍’ରେ ସୁନେଲ୍ ଲେଖିଛନ୍ତି: ଭାରତବାସୀଙ୍କ ତରଫରୁ ଆଉ ଗୋଟାଏ ବ୍ୟାଚ୍ ଜରୁରୀକାଳୀନ ସହାୟତା…

ତୁର୍କୀର କରାଳ ରୂପ:ବଢିଚାଲିଛି ମୃତ୍ୟୁ ସଂଖ୍ୟା

ତୁର୍କୀ - ସିରିୟା ବିପର୍ଯ୍ୟୟ ସମସ୍ତଙ୍କୁ ସ୍ତମ୍ଭିଭୂତ କରି ରଖି ଦେଇଛି । ମୃତ୍ୟୁର କରାଳ ରୂପ ନେଇ ଆସିଥିବା ଭୂକମ୍ପ ପ୍ରଭାବରେ ହନ୍ତସନ୍ତ ହେଉଛି ପୁରା ତୁର୍କୀ ଯାହାର ଉଦ୍ଧାର କାର୍ଯ୍ୟ ଏବେ ବି ସରିନି, ହେଲେ ସରୁନି ତୁର୍କୀ ବାସୀଙ୍କ ଦୁଃଖ । ରିପୋର୍ଟ ଅନୁଯାୟୀ, ତୁର୍କୀର…

‘ପିଚ୍କୁ ଦୋଷ ନ ଦେଇ ବ୍ୟାଟିଂରେ ଧ୍ୟାନ ଦିଅ’ : ଅଷ୍ଟ୍ରେଲିଆ ଦଳକୁ ଚାପେଲଙ୍କ ପରାମର୍ଶ

ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଇନିଂସ ୧୩୨ରନରେ ଭାରତ ନିକଟରୁ ପରାଜିତ ହୋଇଛି। ସ୍ପିନ ଉପଯୋଗୀ ପିଚରେ ବିଶ୍ବର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାନେ ଧରାଶାୟୀ ହୋଇଥିଲେ। ଭାରତରେ ଅତ୍ୟାଧିକ ସ୍ପିନ ଉପଯୋଗୀ ପିଚ୍…

ଲାଇସେନ୍ସ ନଥାଇ ଅନଲାଇନରେ ଔଷଧ ବିକ୍ରି କରୁଥିବା ଫାର୍ମାସିଙ୍କୁ ନୋଟିସ ଜାରି

ଲାଇସେନ୍ସ ନଥାଇ ଅନଲାଇନ୍‌ରେ ଔଷଧ ବିକ୍ରି କରୁଥିବା ୨୦ଟି ସଂସ୍ଥାକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ନୋଟିସ୍ ଜାରି କରି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। ବିନା ଲାଇସେନ୍ସରେ ଅନଲାଇନ୍‌ ଔଷଧ ବିକ୍ରିକୁ ନିଷିଦ୍ଧ କରିବା ଲାଗି ୨୦୧୮ ଡିସେମ୍ବର ୧୨ରେ ଦିଲ୍ଲୀ…

ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାର ଫୋରେନ୍ସିକ୍ ଅଡିଟ୍ କରିବ ସେବି

ନିବେଶକମାନଙ୍କ ସ୍ବାର୍ଥର ସୁରକ୍ଷା ଲାଗି ଭାରତୀୟ ପ୍ରତିଭୁତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ୪୪ଟି ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାର ଫୋରେନ୍ସିକ୍ ଅଡିଟ୍ କରାଯିବ। ଅତୀତରେ ଫ୍ରାଙ୍କଲିନ୍ ଟେମ୍ପଲଟନ୍ ଏବଂ ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍କୁ ନେଇ ଘଟିଥିବା ଘଟଣା ପରେ ଏହି ଶିଳ୍ପରେ…

କଂଗ୍ରେସ ପାଖରେ ଭିଜନ ନାହିଁ କି ବିକାଶ ପାଇଁ କୌଣସି ଲକ୍ଷ୍ୟ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ଗେହଲଟଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପାଖ୍ୟାନ, ଉଠାଇଲେ ୪୦ ବର୍ଷ ପୁରୁଣା କଥା ।ରାଜସ୍ଥାନରେ ଚଳିତ ବର୍ଷ ଶେଷରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ବିଜେପି କଂଗ୍ରେସକୁ ଘେରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି । ଏହି କାରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଦିନରେ…

ପେଟିଏମ କୁ ବିକିଲା ଆଲିବାବା, ୩.୧୬ ପ୍ରତିଶତ ଅଂଶଧନକୁ ୧୩୬୦୦କୋଟିରେ ବିକିଲା

ପେଟିଏମ୍‌ର ମୂଳ କମ୍ପାନି ୱାନ୯୭ କମୁନିକେସନ୍ସ ଲିମିଟେଡ (ଓସିଏଲ)ରୁ ଚୀନ କମ୍ପାନି ଆଲିବାବା ସଂପୂର୍ଣ୍ଣ ରୂପେ ଓହରି ଯାଇଛି। ପୂର୍ବରୁ କମ୍ପାନି ଜୋମାଟୋ ଏବଂ ବିଗବାସ୍କେଟରୁ ଅଂଶଧନ ବିକ୍ରି କରିଦେଇଥିବାବେଳେ ଏବେ ପେଟିଏମରୁ ମଧ୍ୟ ଅଂଶଧନ ବିକ୍ରି କରିଦେଇଛି।ପେଟିଏମରେ ଥିବା ୩.୧୬…

ତୁର୍କୀ ବିପର୍ଯ୍ୟୟ : ୫ଦିନ ପରେ ଭଗ୍ନାବଶେଷ ତଳୁ ଉଦ୍ଧାର ହେଲା ୨ ମାସର ଶିଶୁ

ତୁର୍କୀ ଓ ସିରିଆରେ ଫେବୃୟାରୀ ୬ରେ ହୋଇଥିବା ଭୟଙ୍କର ଭୂକମ୍ପ ଯୋଗୁଁ ଭୟଙ୍କର ବିନାଶ ଘଟିଛି। କ୍ରମାଗତ ଭାବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି ଜ୍ଝ ଏହି ସମୟରେ ନିରନ୍ତର ରିଲିଫ ଏବଂ ଉଦ୍ଧାର କାର୍ୟ୍ୟ ଚାଲିଛି। ଧ୍ବଂସସ୍ତୂପ ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ…