Odia News Portal
Browsing Tag

National news

ବଜେଟ ୨୦୨୩: ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ

ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେଡି ପକ୍ଷରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ,ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗ…

ନିର୍ବାଚନ କମିଶନ ଆଦେଶକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିଛି ‘ଉଦ୍ଧବ ଠାକରେ ଶିବସେନା’

ଦଳର ନାଁ ‘ଶିବସେନା’ ଓ ସଙ୍କେତ ‘ଧନୁଶର’କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସେନା ଗୋଷ୍ଠୀକୁ ଦେବା ଲାଗି ନିର୍ବାଚନ କମିସନ୍‌ ଦେଇଥିବା ଆଦେଶକୁ ଆଜି ‘ଉଦ୍ଧବ ଠାକ୍‌ରେ ଶିବସେନା’ (ୟୁବିଟି) ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କରିଛି। ଉଦ୍ଧବ ଗୋଷ୍ଠୀ ଏହି…

ସୋମନାଥ ମନ୍ଦିର ଟ୍ରଷ୍ଟକୁ ୧.୫୧ କୋଟି ଦାନ କଲେ ମୁକେଶ ଅମ୍ବାନୀ

ଶନିବାର ମହାଶିବରାତ୍ରିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବଂ ତାଙ୍କ ପୁଅ ତଥା ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି ଗୁଜରାଟର ସୋମନାଥ ମନ୍ଦିର ଗସ୍ତ କରିଥିଲେ। ମନ୍ଦିର ଟ୍ରଷ୍ଟକୁ ଏହି ଅବସରରେ ମୁକେଶ ୧.୫୧ କୋଟି ଟଙ୍କା ଦାନ କରିଛନ୍ତି। ସେଠାରେ…

ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ

ଅରୁଣାଚଳ ପ୍ରଦେଶରେ ୩.୮ତୀବ୍ରତାର ଭୂକମ୍ପ ଅନୁଭୂତ। ରବିବାର ଅପରାହ୍ନରେ ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ୩.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ପିଟିଆଇ ରିପୋର୍ଟ କରିଛି। ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୁହାଯାଇଛି ଯେ ମଧ୍ୟାହ୍ନ ୧୨ଟା ୧୨ରେ ଏହି ଭୂକମ୍ପ ହୋଇଥିବା…

ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନାର ସ୍ୱୀକୃତି ଦେବା, ତାହା ‘ବିଚାର’ ନୁହେଁ ‘ବ୍ୟବସାୟ’-ସଞ୍ଜୟ ରାଉତ

‘ଶିବସେନା’ ପାର୍ଟିର ନାମ ଓ ତା’ର ସଙ୍କେତ ‘ଧନୁଶର’ କିଣିବା ଲାଗି ୨୦୦୦ କୋଟି ଟଙ୍କାର ଚୁକ୍ତି ବା ରାଜିନାମା ହୋଇଥିବା କଥା ଆଜି ଉଦ୍ଧବ ବାଲାସାହେବ ଠାକ୍‌ରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ସାମ୍ବାଦିକମାନଙ୍କୁ କହିଛନ୍ତି। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ରାଉତ ଦାବି କରିଛନ୍ତି, ୨୦୦୦…

ବାପାଙ୍କୁ ଯକୃତର କିଛି ଅଂଶ ଦାନ କରି ଝିଅ ବନିଲେ ଦେଶର ସର୍ବକନିଷ୍ଠା ଅଙ୍ଗଦାତ୍ରୀ

ବାପାଙ୍କୁ ଯକୃତ୍‌ର (ଲିଭର୍‌) କିଛି ଅଂଶ ଦେଇ କେରଳର ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ରୀ ଦେଶର ସର୍ବକନିଷ୍ଠା ଅଙ୍ଗଦାତ୍ରୀ ହୋଇଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ନାବାଳକମାନଙ୍କୁ ଅଙ୍ଗଦାନ କରିବାକୁ ଦେଶର ଆଇନ ଅନୁମତି ଦେଉ ନ ଥିବାରୁ ଦେବନନ୍ଦା ନାମ୍ନୀ ସେ ଦ୍ବାଦଶ ଶ୍ରେଣୀର ଛାତ୍ରୀ କେରଳ…

୫୦୦ ବିମାନ କିଣିବାକୁ ଅର୍ଡର ଦେଲା ଇଣ୍ଡିଗୋ

ଏୟାର ଇଣ୍ଡିଆ ପରେ ଇଣ୍ଡିଗୋ ବହୁସଂଖ୍ୟାରେ ବିମାନ କିଣିବ। ୫୦୦ ବିମାନ କିଣିବା ଲାଗି ଅର୍ଡର ଦିଆଯାଇଛି ବୋଲି ଇଣ୍ଡିଗୋର ଇଣ୍ଟରନ୍ୟାସନାଲ ସେଲ୍ସ ମୁଖ୍ୟ ବିନୟ ମାଲହୋତ୍ରା ସୂଚନା ଦେଇଛନ୍ତି। କମ୍ପାନି ତୁର୍କୀସ ଏୟାରଲାଇନ୍ସ ସହଯୋଗରେ ୟୁରୋପର ବିଭିନ୍ନ ସ୍ଥାନକୁ ବିମାଡ଼ ଉଡ଼ାଣ କରିବ। ଉଭୟ…

ଦିଲ୍ଲୀ ମଦ ଦୁର୍ନୀତି : ପୁଣି ମନୀଷ ସିସୋଦିଆଙ୍କୁ ‘ସିବିଆଇ’ର ସମନ୍

ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ ଘଟଣାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ‘ସିବିଆଇ’ ପୁଣି ଥରେ ସମନ୍‌ କରିଥିବା କଥା ଆଜି ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ରବିବାର ଦିନ ‘ସିବିଆଇ’ର ମୁଖ୍ୟାଳୟରେ ତାଙ୍କୁ ହାଜର ହେବା ଲାଗି ନିର୍ଦେଶ ଦିଆଯାଇଛି। ମନୀଷ କହିଛନ୍ତି…

ଲକ୍ଷ୍ନୌ ସରକାରୀ ପରିଚାଳିତ ଶିଶୁ ସଦନରେ ୪ ଶିଶୁଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଏକ ସରକାରୀ ପରିଚାଳିତ ଶିଶୁ ସଦନରେ ୪ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ୫ ଦିନ ମଧ୍ୟରେ ୪ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହେବା ଘଟଣାକୁ ବିରୋଧ କରି ଅସନ୍ତୋଷ ତେଜିଛି। ସମସ୍ତ ମୃତ ଶିଶୁଙ୍କ ବୟସ ଦେଢ଼ ମାସରୁ ୫ ମାସ ମଧ୍ୟରେ। ଉକ୍ତ ଘଟଣାରେ ଏକ…

ବିଶ୍ୱ ଅର୍ଥନୀତିରେ ଭାରତ ପଞ୍ଚମ

ବିଶ୍ୱ ଅର୍ଥନୀତିରେ ଭାରତ ପୁଣିଥରେ ୫ମ ସ୍ଥାନ ଦଖଲ କରିଛି। ଭାରତ ଫ୍ରାନ୍ସକୁ ହଟାଇ ଆଗକୁ ବଢିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଭାରତର ବଜାର ପୁଞ୍ଜି ୩.୧୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଯାହା ଫଳରେ ଫ୍ରାନ୍ସ ତଳକୁ ଖସି ଥିବା ବେଳେ ବ୍ରିଟେନ ପୂର୍ବପରି ସପ୍ତମ ସ୍ଥାନ ବଜାୟ ରଖିଛି।…