Odia News Portal
Browsing Tag

nationalnews

୨୦ ହାଇକୋର୍ଟ ବିଚାରପତିଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ନାମ ସୁପାରିସ କଲା କଲେଜିୟମ

ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟ କଲେଜିୟମ ଆଜି ୨୦ ଜଣ ଅତିରିକ୍ତ ହାଇକୋର୍ଟ ବିଚାରପତିଙ୍କୁ ସ୍ଥାୟୀ ବିଚାରପତି ନିଯୁକ୍ତ କରିବାପାଇଁ କେନ୍ଦ୍ର ସରକାରଙ୍କୁ ନାମ ସୁପାରିସ କରିଛନ୍ତି। ଆହ୍ଲାବାଦ , ବମ୍ବେ, ମାଡ୍ରାସ ଏବଂ ଦିଲ୍ଲୀ ହାଇକୋର୍ଟରେ ସ୍ଥାୟୀ…

ନୂତନ ଉପସେନାମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏମ୍‌ଭି ଶୁଚୀନ୍ଦ୍ର କୁମାର

ଭାରତୀୟ ସେନାର ଉପସେନାମୁଖ୍ୟଙ୍କୁ ଦକ୍ଷିଣପଶ୍ଚିମ କମାଣ୍ଡ୍‌ର ଆର୍ମି କମାଣ୍ଡର ଭାବେ ବଦଳି କରାଯିବା ପରେ ଲେଫ୍ଟନାଣ୍ଟ ଜେନେରାଲ ଏମ୍‌ଭି ଶୁଚୀନ୍ଦ୍ରଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ଉପସେନାମୁଖ୍ୟ ଭାବେ ପଦୋନ୍ନତି ପାଇବା ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ ଶୁଚୀନ୍ଦ୍ର ଆର୍ମି…

କାନରେ ଫୁଲଖୋସି ବିଧାନସଭା ଆସିଲେ କର୍ଣ୍ଣାଟକ କଂଗ୍ରେସ ନେତା

ଆଜି କର୍ଣ୍ଣାଟକ ବଜେଟ ଉପସ୍ଥାପନା ବେଳେ ଶାସକ ‘ବିଜେପି’ ବିରୋଧରେ ବିରୋଧୀ ଦଳ ନେତା ସିଦ୍ଧରମୈୟା ଏବଂ ଅନ୍ୟ କଂଗ୍ରେସ ନେତାମାନେ କାନରେ ଫୁଲ ଖୋସି ବିଧାନସଭାକୁ ଆସିଛନ୍ତି। ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ, ଗତ ବଜେଟ୍‌ରେ ଏବଂ ୨୦୧୮ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି…

ଭାରତରେ ପ୍ରତିରକ୍ଷା ଶକ୍ତି ବୃଦ୍ଧି; ଗଠନ ହେବ ୭ ନୂଆ ଆଇଟିବିପି ବାଟାଲିୟନ

ଚୀନ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ଏହାର ପ୍ରତିରକ୍ଷା ଶକ୍ତି ବୃଦ୍ଧି କରିଚାଲିଛି । ଏହି କ୍ରମରେ ଚୀନ ସଂଲଗ୍ନ ସୀମା ସୁରକ୍ଷାକୁ ସୁଦୃଢ କରିବା ଲାଗି ସରକାର ଆଉ ୭ଟି ନୂଆ ଆଇଟିବିପି ବାଟାଲିୟନ ଗଠନ କରିବାକୁ ନିଷ୍ପତ୍ତି…

ଭାରତର ବିଭିନ୍ନତା ଓ ବିଶାଳତା ଏକୀଭୂତ ହୋଇ ସଗର୍ବେ ମଥା ଟେକିଛି; ପ୍ରଧାନମନ୍ତ୍ରୀ ମୋଦୀ

ଭାରତର ବିବିଧତା ଓ ବିଶାଳତା ଏକୀଭୂତ ହୋଇ ଆଜି ମଥା ଟେକି ଠିଆ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ‘ମେଜର୍‌ ଧ୍ୟାନ ଚାନ୍ଦ ନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌’ରେ ଦିଲ୍ଲୀର ବୃହତ୍ତମ ଜନଜାତି ଉତ୍ସବ ‘ଆଦି ମହୋତ୍ସବ’ ଉଦ୍ଘାଟନ କରି କହିଛନ୍ତି।ସେଠାରେ ସେ ସ୍ବାଧୀନତା ସଂଗ୍ରାମୀ…

ବିଏସ୍ଏନ୍ଏଲ୍-ଏମ୍‌ଟିଏନ୍‌ଏଲ୍‌ ମିଶ୍ରଣ ଉଦ୍ୟମ ଜାରି

ଦୁଇ ସରକାରୀ ଟେଲିକମ୍ କଂପାନି ବିଏସ୍ଏନ୍ଏଲ ଓ ଏମ୍‌ଟିଏନ୍‌ଏଲ୍‌ ମଧ୍ୟରେ ମିଶ୍ରଣ ଲାଗି କେନ୍ଦ୍ର ସରକାର ପୁଣି ଥରେ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଅଡିଟ୍ ଓ କନ୍‌ସଲ୍‌ଟିଂ ସଂସ୍ଥା ଡେଲଏଟ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ଏହି ଦୁଇ ସଂସ୍ଥା ମଧ୍ୟରେ ମିଶ୍ରଣ ଲାଗି ପୂର୍ବରୁ…

ଏୟାର ଇଣ୍ଡିଆ ବିମାନ କିଣା ଲାଗି ଐତିହାସିକ ଘୋଷଣା

ସରକାରଙ୍କ ହାତରୁ ଆସି ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ବିମାନ କଂପାନି ଏୟାର ଇଣ୍ଡିଆ ୪୭୦ ବିମାନ କିଣିବା ଲାଗି ଗତକାଲି ଐତିହାସିକ ଘୋଷଣା କରିଥିଲା। ଏହାପୂର୍ବରୁ କୌଣସି ଭାରତୀୟ ଏୟାରଲାଇନ୍ସ ଏଭଳି ବିମାନ କିଣା ଡିଲ୍‌ କରିନଥିଲେ। କୁହାଯାଉଛି ଯେ ଏହି ଡିଲ୍‌ ପାଇଁ ବର୍ଷକ…

ହାର୍ଦ୍ଦିକଙ୍କ କ୍ୟାରିୟର ସଫଳତାରେ ହ୍ୟାଟ୍ରିକ

ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାଲେଣ୍ଟାଇନ୍ସ ଡେ ଅବସରରେ ପୁଣି ଥରେ ନିଜ ପତ୍ନୀ ନତାଶାଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି। ଲୋକ ଥରେ ବିବାହ କରିବାକୁ ଡରୁଥିବା ବେଳେ ହାର୍ଦ୍ଦିକ ଖୁସି ମନାଇବାକୁ ଦୁଇ ଥର ବିବାହ କରିବା କଥାରୁ ଆପଣ ତାଙ୍କର ଆର୍ଥିକ…

ପଶ୍ଚିମବଙ୍ଗ ରାଜ୍ୟପାଳ କାର୍ଯ୍ୟାଳୟରୁ ବିଦା ହେଲେ ବିଜେପି ଦ୍ୱାରା ଟାର୍ଗେଟରେ ଥିବା ଆଇଏଏସ ଅଫିସର

ଥରକୁ ଥର ‘ବିଜେପି’ ଆକ୍ରୋଶର ସରବ୍ୟ ହେଉଥିବା ଆଇ.ଏ.ଏସ୍‌. ଅଫିସର୍‌ ନନ୍ଦିନୀ ଚକ୍ରବର୍ତ୍ତୀଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ପଦବୀରୁ ହଟାଇ ପର୍ଯ୍ୟଟନ ବିଭାଗକୁ ବଦଳି କରାଯାଇଛି। ରବିବାର ଦିନ ରାଜଭବନ ତାଙ୍କ ବଦଳି ପାଇଁ ଅନୁରୋଧ କରିବା ସହିତ ତାଙ୍କୁ ତାଙ୍କ କାର୍ଯ୍ୟରୁ ଅବ୍ୟାହତି…

ଋତୁସ୍ରାବ ଯନ୍ତ୍ରଣା ଆବେଦନ:ଆସନ୍ତା ୨୪ରେ ହେବ ସୁପ୍ରିମକୋର୍ଟ ଶୁଣାଣି

ଛାତ୍ରୀ ଏବଂ ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ନିଜ ନିଜ କାର୍ଯ୍ୟସ୍ଥଳରେ ଋତୁସ୍ରାବ ଯନ୍ତ୍ରଣା ପାଇଁ ଛୁଟି ମିଳିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆସନ୍ତା ଫେବ୍ରୁଆରି ୨୪ରେ ଏକ ଆବେଦନର ଶୁଣାଣି କରିବେ। ମହିଳା ଛାତ୍ରୀ ଏବଂ ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଯନ୍ତ୍ରଣା ପାଇଁ ଛୁଟି ଦେବାକୁ…