Odia News Portal
Browsing Tag

nationalnews

କଂଗ୍ରେସରୁ ଇସ୍ତାଫା ଦେଲେ ସି. ଆର କେଶବନ

ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ କାଳ ଦଳ ପାଇଁ କାର୍ଯ୍ୟ କରି ଆଜି ଭାରତର ପ୍ରଥମ ଗଭର୍ଣ୍ଣର୍‌ ଜେନେରାଲ୍‌ ସି. ରାଜଗୋପାଳଚାରୀଙ୍କ ନାତି ସି. ଆର୍‌. କେଶବନ୍‌ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ୨୦୦୧ରେ ବିଦେଶରେ ଭଲ କ୍ୟାରିୟର୍‌ ଛାଡ଼ି ସେ କେମିତି କଂଗ୍ରେସରେ ଯୋଗ ଦେଇଥିଲେ ସେକଥା ଦଳର…

ନିକ୍କି ହତ୍ୟା ମାମଲା : ସାହିଲର ବାପା ପୂର୍ବରୁ ହତ୍ୟା ମାମଲାରେ ଯାଇଛନ୍ତି ଜେଲ

ନିକ୍କି ହତ୍ୟା ମାମଲାକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ସାହିଲର ବାପା ୨୫ ବର୍ଷ ପୂର୍ବେ ଏକ ହତ୍ୟା ମାମଲାରେ ଜେଲ ଯାଇଥିବା ଜଣାପଡ଼ିଛି। ସାହିଲର ବାପା ବିରେନ୍ଦ୍ରଙ୍କ ବିରୋଧରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। କୁହାଯାଉଛି ଯେ ସେ ୧୯୯୭ ମସିହାରେ ଏହି ଘଟଣାଇ ଥିଲେ।…

ଦିଲ୍ଲୀ ରାସ୍ତାରେ ବାଇକ ଟ୍ୟାକ୍ସି ସେବା ଉପରେ ନିଷେଧାଦେଶ ଜାରି କଲା ଦିଲ୍ଲୀ ସରକାର

ଭଡ଼ା ବା ଅର୍ଥ ଗ୍ରହଣ କରି ବାଇକ୍‌ରେ ଯାତ୍ରୀ ପରିବହନ କରିବା ‘ମୋଟର୍‌ ଭେଇକ୍ଲ୍‌ ଆକ୍ଟ୍‌ ୧୯୮୮’ର ଉଲ୍ଲଂଘନ ବୋଲି ଦର୍ଶାଇ ଦିଲ୍ଲୀ ରାସ୍ତାରେ ପରିବହନ ବିଭାଗ ବ୍ୟାବସାୟିକ ବାଇକ୍‌ ଟ୍ୟାକ୍ସି ସେବା ଉପରେ ନିଷେଧାଦେଶ ଜାରି କରିଛି ବୋଲି ‘ଜି ନିଉଜ୍‌’ ରିପୋର୍ଟ କରିଛି। ଏହି ଆଇନ…

ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ; ଗାଈଗୋରୁ, ବାସଗୃହ ପୋତି ହେବା ସହ ରାସ୍ତା ଅବରୋଧ

ରବିବାର ବିଳମ୍ବିତ ସନ୍ଧ୍ୟା ବେଳେ କେନ୍ଦ୍ରୀୟ କଶ୍ମୀରର ଗାନ୍ଦର୍‌ବଲ ଜିଲ୍ଲା ରେଜିନ୍‌ ଅନ୍ତର୍ଗତ ଗୁଣ୍ଡ୍‌ ଅଞ୍ଚଳରେ ଭୂସ୍ଖଳନ ଘଟି କେତେକ ଗାଈଗୋରୁ ଓ ବାସଗୃହ ପୋତି ହୋଇ ପଡ଼ିବା ସହିତ ଶ୍ରୀନଗର-ସୋନାମାର୍ଗ ରାଜପଥ ଅବରୁଦ୍ଧ ହୋଇଛି। ସଂଗୃହୀତ ସୂଚନା ଅନୁସାରେ, ଘୋଡ଼ା, ଗାଈ ଓ…

ମହାଜାଗର ଉତ୍ସବରେ ୧୮ ଲକ୍ଷ ଦୀପ ଜାଳି ଗିନିଜ୍ ୱାଲ୍ଡ ରେକର୍ଡ ସୃଷ୍ଟି କରିଛି ଉଜ୍ଜୟନୀ

ଶନିବାର ଦିନ ମହା ଶିବରାତ୍ରୀ ଅବସରରେ ମଧ୍ୟପ୍ରଦେଶର ଉଜ୍ଜୟିନୀ ୧୮.୮୨ ଲକ୍ଷ ମାଟିଦୀପ ଜାଳି ନୂଆ ‘ଗିନିଜ୍‌’ ବିଶ୍ବ ରେକର୍ଡ ସୃଷ୍ଟି କରିଛି। ଏହାପୂର୍ବରୁ, ଗତବର୍ଷ ଦୀପାବଳିରେ ସର୍ବାଧିକ ଦୀପ ପ୍ରଜ୍ଜ୍ବଳନ କରି ଉତ୍ତର ପ୍ରଦେଶର ଅଯୋଧ୍ୟା ‘ଗିନିଜ୍‌’ ରେକର୍ଡ କରିଥିଲା। ସେଦିନ…

୫ ବର୍ଷର ପୂର୍ଣ୍ଣ ଜିଏସଟି କ୍ଷତିପୂରଣ ରାଜ୍ୟମାନଙ୍କୁ ଦିଆଯିବ; ନିର୍ମଳା ସୀତାରମଣ

ଦ୍ରବ୍ୟ ଏବଂ ସେବା କର ବା ଜିଏସଟିର ୪୯ତମ ବୈଠକରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି | କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆପିଲେଟ ଟ୍ରିବ୍ୟୁନାଲ ଗଠନ ବ୍ୟତୀତ କିଛି ସାମଗ୍ରୀ ଉପରେ ଟିକସ ହାର କମାଇବା ନେଇ ମଧ୍ୟ ଆଲୋଚନା…

ଆୟକର ବିଭାଗର ବଡ ଅଭିଯୋଗ; ଟିକସ ପୈଠ କରିନି ବିବିସି

ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟ ଉପରେ ତିନିଦିନ ଧରି ସର୍ଭେ ଗତକାଲି ଶେଷ ହେବା ପରେ ଆୟକର ବିଭାଗ ପକ୍ଷରୁ ଆଜି ଏହା ବିରୋଧରେ ବଡ଼ ଅଭିଯୋଗ ଅଣାଯାଇଛି। ଭାରତରେ ବିବିସିର ପରିଚାଳନା ଯେଉଁ ସ୍ତରରେ ରହିଛି ସେହି ଅନୁପାତରେ ଆୟ କିମ୍ବା ଲାଭ ଏହି ସଂସ୍ଥା ଦର୍ଶାଉନାହିଁ। ଇଂରାଜୀ…

ନିକି ହତ୍ୟା ମାମଲା; ଗିରଫ ହେଲେ ସାହିଲଙ୍କ ବାପା ସମେତ ୫ ଅଭିଯୁକ୍ତ

ନିକ୍କି ଯାଦବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାହିଲ୍‌ ଗେହ୍‌ଲଟ୍‌ଙ୍କ ବାପାଙ୍କ ସମେତ ୫ଜଣଙ୍କୁ କ୍ରାଇମ୍‌ ବ୍ରାଞ୍ଚ୍‌ ଗିରଫ କରିଥିବା କଥା ଆଜି ଦିଲ୍ଲୀ ପୁଲିସ କହିଛି। ପୁଅକୁ ଷଡ଼ଯନ୍ତ୍ରରେ ସହାୟତା କରିଥିବା ଅଭିଯୋଗରେ ସାହିଲ୍‌ଙ୍କ ବାପାଙ୍କୁ ଗିରଫ କରାଯାଇଛି। ସମ୍ବାଦ ସରବରାହ…

‘ଡିଫେନ୍ସ କରିଡର’ର ପ୍ରଶଂସା କଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ

ଉତ୍ତର ପ୍ରଦେଶରେ ନିର୍ମିତ ତୋପ ଗର୍ଜିଲେ ଦୁନିଆରୁ ପାକିସ୍ତାନ ଆପଣାଛାଏଁ ନିଶ୍ଚିହ୍ନ ହୋଇଯିବ ବୋଲି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ହେବାକୁ ଥିବା ‘ଡିଫେନ୍‌ସ୍‌ କରିଡର୍‌’ର ପ୍ରଶଂସା କରି କହିଛନ୍ତି। ବୁନ୍ଦେଲ୍‌ଖଣ୍ଡ ଅଞ୍ଚଳର ବାନ୍ଦା ନଗରୀରେ ଆୟୋଜିତ…

ଗ୍ୱାଲିୟରରେ ପହଞ୍ଚିଲେ ୧୨ ଚିତା

ଆଜି ଦକ୍ଷିଣଆଫ୍ରିକାରୁ ଏକ ସ୍ୱତନ୍ତ୍ର ବିମାନ ଦ୍ୱାରା ଗ୍ୱାଲିୟରରେ ଆସି ପହଞ୍ଚିଛନ୍ତି ଆଉ ନୂତନ ୧୨ ଆଫ୍ରିକୀୟ ଚିତା । ସେମାନଙ୍କୁ ବାୟୁସେନା ସି-୧୭ ଗ୍ଲୋବ ମାଷ୍ଟର ବିମାନରେ ଦ୍ୱାରା ଭାରତକୁ ଅଣାଯାଇଛି । ପ୍ରଥମେ ଏହି ବିମାନ ଗ୍ୱାଲିୟର ବାୟୁସେନା ଘାଟିରେ ପହଞ୍ଚିଛି, ପରେ ସେଠାରୁ ଏକ…