Odia News Portal
Browsing Tag

naveen patnaik

୨୨ଟି ପ୍ରକଳ୍ପର ଶୁଭାରମ୍ଭ ଓ ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ 27ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ସେ ମଧ୍ୟରୁ 5ଟି ପ୍ରକଳ୍ପର ଉଦଘାଟନ କରାଯାଇଥିଲା ବେଳେ 22ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଚନ୍ତି । ଏହିସବୁ ପ୍ରକଳ୍ପରେ 8938 କୋଟି 81 ଲକ୍ଷ ଟଙ୍କାର…

ସଦସ୍ୟତା ସଂଗ୍ରହ ଅଭିଯାନରେ ଆଧାର ଲିଙ୍କ କରାଯିବ

ଭୁବନେଶ୍ବର()  ଆଜି ଇଡ଼୍କଲ ଅଡିଟୋରିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ଦ୍ଧିତ କାର୍ୟ୍ୟକାରିଣୀ ବୈଠକ ବସିଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ଅବସରରେ ନବୀନ କହିଛନ୍ତି- ସାଧାରଣଲୋକ ଆମ ସବୁ କାର୍ୟ୍ୟକ୍ରମର କେନ୍ଦ୍ରବିନ୍ଦୁ । ସାଧାରଣ ଲୋକଙ୍କୁ…

ଦିଲ୍ଲୀରେ ଜେଟଲିଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କଲେ ନବୀନ

ନୂଆଦିଲ୍ଲୀ() ପୁର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଁ ଜେଟଲିଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି । ପୂର୍ବରୁ ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଥିଲେ ଜେଟଲି ଜଣେ ଦକ୍ଷ ପାର୍ଲାମେଣ୍ଟେରିଆନ ଓ…

ମିଶନ ଶକ୍ତି ମହିଳାଙ୍କୁ ମିଳିବ ସରକାରୀ କାମ

ଭୁବନେଶ୍ବର()  ପ୍ରତିଶୃତି ରକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ୨୦୧୯ ନିର୍ବାଚନ ବେଳେ ନବୀନ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିବା ପାର୍ଯ୍ୟ ଆରମ୍ଭ କରିସାରିଲେଣି ନବୀନ । ଏସଏସଜି ମହିଳାଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ହେଉଥିବା କାମ ପ୍ରଦାନ କରିବାକୁ ସମସ୍ତ…

ରାଜନୀତିକୁ ଆସିବେ ନାହିଁ ଅରୁଣ ପଟ୍ଟନାୟକ

ଭୁବନେଶ୍ବର()  ଆସନ୍ତାକାଲି ୫ଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ସେଥିପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡିଆଠାରେ ବ୍ୟାପକ ଆୟୋଜନ ହୋଇଛି । ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ଏତେସବୁ ଭିତରେ…

୨୯ରେ ଶପଥ ନେବେ ନବୀନ

ଭୁବନେଶ୍ବର()   ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୨୯ ତାରିଖ ବୁଧବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଚଳିତ ଥରକୁ ମିଶାଇଲେ ସେ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶପଥ…

ମାଆମାନେ ହେଉଛନ୍ତି ବିକାଶର ଡବଲ୍‌ ଇଞ୍ଜିନ୍‌: ନବୀନ

ଆଜି ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ପ୍ରଚାର । ମୟୂରଭଞ୍ଜର ଜିଲ୍ଲାର ଠାକୁରମୁଣ୍ଡା ଠାରେ ଆୟୋଜିତ ସଭାରେ ଯୋଗଦେଇଛନ୍ତି ନବୀନ । ନିର୍ବାଚନୀ ପ୍ରଚାର ସଭାରେ ଜନତାଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ…