Odia News Portal
Browsing Tag

naveen patnaik

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୁଜଳ ଯୋଜନା ମାଧ୍ୟମରେ ପୁରୀ ବାସୀଙ୍କୁ ଜଳ ଯୋଗାଇବାକୁ ଯୋଜନା କରିଛନ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ପୁରୀରେ ‘ସୁଜଳ’ ବା ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌’ ମିସନର ଶୁଭାରମ୍ଭ କରିଛନ୍ତି । ଏହା ସହିତ, ପୁରୀ ଆଇଏସ ୧୦୫୦୦ ଭାରତୀୟ ମାନକ ଅନୁସାରେ ସପ୍ତାହର ସମସ୍ତ ଦିନ ଚବିଶ ଘଣ୍ଟିଆ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ’ ମାନର ପାନୀୟ ଜଳ ପାଇବାରେ…

ପୁଣି ନମ୍ବର ୱାନ୍ ହେଲେ ନବୀନ

ଭୁବନେଶ୍ୱର: ନବୀନ ହେଲେ ନମ୍ବର ୱାନ୍ | ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ | ପ୍ରାକୃତିକ ବିପର୍ଯ୍ୟୟ ,କରୋନା ମୁକାବିଲା ଏସବୁ କ୍ଷେତ୍ରରେ ବେଶ୍ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟି ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉ ଏକ ବଡ଼…

ବିଜେଡିର ନୂଆ ମିଡିଆ ଟିମ୍ ଚୟନ: ମୁଖପାତ୍ର ଏବଂ ପ୍ୟାନେଲିଷ୍ଟ ତାଲିକା ଜାରି କଲା ଦଳ

ଶାସକ ବିଜେଡିର ମୁଖପାତ୍ର ଏବଂ ପ୍ୟାନେଲିଷ୍ଟ ତାଲିକା ଜାରି ହୋଇଛି। ୧୬ ଜଣଙ୍କୁ ମୁଖପାତ୍ର ଦାୟିତ୍ବ ଦିଆଯାଇଥିବା ବେଳେ ୧୪ ଜଣଙ୍କୁ ପ୍ୟାନେଲିଷ୍ଟ ଦାୟିତ୍ବ ଦିଆଯାଇଛି। ଜାତୀୟ ସ୍ତରରେ ମୁଖପାତ୍ର ଭାବେ ୬ ଜଣଙ୍କୁ ଦାୟିତ୍ବ ଦିଆଯାଇଛି। ଜାତୀୟ ସ୍ତରରେ ୬ ଜଣ ହେଲେ ପିନାକୀ ମିଶ୍ର, ପ୍ରସନ୍ନ…

ରାଜନୀତିକୁ ଆସିବା ନେଇ ନବୀନଙ୍କ ପୁତୁରା କହିଲେ ଏମିତି କଥା

ନୂଆଦିଲ୍ଲୀ () ଆଜି ଦିଲ୍ଲୀରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁଙ୍କ ବଡ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ସାମିଲ ହୋଇଛନ୍ତି । ଏହା ସହ ନବୀନଙ୍କ ପୁତୁରା ଅରୁଣ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି…

ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ଆମର ଲକ୍ଷ୍ୟ

ଭୁବନେଶ୍ୱର() ରାଜ୍ୟପାଳ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି। ବିପର୍ୟ୍ୟୟ ପରିଚାଳନାରେ ଆମେ ବିଶ୍ୱରେ ନାଁ କମେଇ ପାରିଛୁ। ଚାଷୀ ଆୟ ଦୁଇଗୁଣା କରିବାରେ ଆମେ ଏକମାତ୍ର ରାଜ୍ୟ। କାଳିଆ ଯୋଜନା ସ୍ଵତନ୍ତ୍ର ଯୋଜନା। ଚାଷୀଙ୍କ ଆବଶ୍ୟକତା ପୂରଣ…

ଧର୍ମାନୁଷ୍ଠାନ ବିକାଶ ପାଇଁ ୧୬ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁÂାନ ମାନଙ୍କର ବିକାଶ ପାଇଁ ୧୬ କୋଟି ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ । ଏଥିରେ ନିମ୍ନୋକ୍ତ ଧର୍ମାନୁÂାନ ମାନଙ୍କର ଯାତ୍ରୀମାନଙ୍କ ପାଇଁ…

କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର()  ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷିତ ନଥିଲେ ସୁଦ୍ଧା ଭୋଟ ଗଣତିର ଟ୍ରେଣ୍ଡ ଆଧାରରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆମ୍ ଆଦ୍ମୀ ପାର୍ଟି (ଆପ୍) ବିପୁଳ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ସ୍ପଷ୍ଟ ହୋଇ ଯାଇଛି। ବିଧାନସଭାର ୭୦ଟି ଆସନ ମଧ୍ୟରୁ ଆପ୍ ୬୩ଟି ଆସନରେ…

ପ୍ରିୟଙ୍କାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ୱର()  ପ୍ରିୟଙ୍କାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ପ୍ରିୟଙ୍କାଙ୍କ ଝିଅଙ୍କୁ ମିଳିବ ମାଗଣା ଚିକିତ୍ସା । ସୂରଜ ଯୋଜନାରେ ପରିବାରକୁ ମିଳିବ ସହାୟତା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରିୟଙ୍କାରାଣୀଙ୍କ ପରିବାରକୁ ‘ସୂରଜ ଯୋଜନା’ରେ ସମ୍ମାନିତ କରାଯିବ। ଏହାଛଡ଼ା…

କେନ୍ଦୁଝରରେ ଦୂର ହେଲା ଜଳ ସମସ୍ୟା , ଆନନ୍ଦପୁରରେ ଉଦଘାଟନ ହେଲା ବ୍ୟାରେଜ

କେନ୍ଦୁଝର() କେନ୍ଦୁଝରରେ ଦୂର ହେଲା ଜଳ ସମସ୍ୟା । କୃଷି ପାଇଁ ଜଳସେଚନ ସୁବିଧା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ୟାରେଜର ଉଦଘାଟନ କରିଛନ୍ତି । ବୈତରଣୀ ନଦୀ ଉପରେ ନିର୍ମିତ ଏହି ବ୍ୟାରେଜରେ ବ୍ୟୟ ହୋଇଛି ୪୭୫ କୋଟି ଟଙ୍କା । ଏହି ବ୍ୟାରେଜ…

ସାଂସଦଙ୍କୁ ସୁପ୍ରିମୋଙ୍କ ତାଗିଦ , ଲୋକସଭାରେ କେମିତି ଅଛି ସାଂସଦଙ୍କ ପ୍ରଦର୍ଶନ ରହିବ ନଜର

ଭୁବନେଶ୍ୱର() ଆସନ୍ତା ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେବେ ଏହି କ୍ରମରେ ଆଜି ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସାଂସଦଙ୍କୁ ଦଳୀୟ ରଣନୀତି ସମ୍ପର୍କରେ ପରାମର୍ଶ ଦେଇଛନ୍ତି । ନବୀନ କହିଛନ୍ତି, ସାଂସଦଙ୍କ ପ୍ରଦର୍ଶନ ଉପରେ…