Odia News Portal
Browsing Tag

nayagad

ଗରମ ତେଲ ଢାଳି ଜଣଙ୍କୁ ହତ୍ୟା

ବୀଭତ୍ସ ହତ୍ୟା। ଗରମ ତେଲ ଢାଳି ଜଣଙ୍କୁ ହତ୍ୟା । ନୟାଗଡ ଜିଲ୍ଲା ଶରଣକୂଳ ଥାନା ଚଢେଇୟାପଲୀ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ଘଟଣାରେ ଶରଣକୂଳ ପୋଲିସ ୨ଜଣଙ୍କୁ ଗିରଫ କରିଛି । ମୃତକ ସେହି ଗାଁର ମଣିଆ ପ୍ରଧାନ । ବାକି ଟଙ୍କା ମାଗିବାରୁ ମଣିଆଙ୍କୁ ହତ୍ୟା କରିଛନ୍ତି ଶ୍ରୀମତି ପାଳ ଓ ତାଙ୍କ…

ରାଜନୈତିକ ଶତ୍ରୁତାରୁ ବୋମାମାଡ଼

ନୟାଗଡ଼: ରାଜନୈତିକ ଶତ୍ରୁତାରୁ ବୋମାମାଡ଼। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବୋଦସା ଗ୍ରାମରେ ବୁଧବାର ସନ୍ଧ୍ୟାରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଛି। ଏଥିରେ ବୋଦସା ଗ୍ରାମର ପ୍ରଶାନ୍ତ ତାରେଣିଆ (୩୮) ନାମକ ଯୁବକଙ୍କର ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ଖଣ୍ଡପଡ଼ା…

ଏସଆଇଟି କବଜାରେ ପରୀ ହତ୍ୟାକାରୀ

ଭୁବନେଶ୍ୱର (ବ୍ୟୁରୋ) ନୟାଗଡ ପରୀ ହତ୍ୟାକାରୀ ଗିରଫ ହୋଇଛି । ଏସଆଇଟି ପରୀ ହତ୍ୟାକାରୀକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ବ୍ୟକ୍ତି ଜଣକ ଯଦୁପରୁର ବୋଲି ଏସଆଇଟି କହିଛି । ଏକ ପ୍ରେସ ରିଲିଜରେ କୁହାଯାଇଛି ଆସନ୍ତାକାଲି ନୟାଗଡ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଗିରଫ ଅଭିଯୁକ୍ତକୁ ହାଜର…