Odia News Portal
Browsing Tag

Nirmala sitaraman

ଓଡିଶାକୁ ମିଳିବନି ସ୍ୱତନ୍ତ୍ର ପାହ୍ୟା: ନିର୍ମଳା ସୀତାରମଣ

ଓଡିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା । ପ୍ରେସମିଟରେ ସ୍ପଷ୍ଟ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଗାମୀ ଦିନରେ ଆଉ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମିଳିବନି । ଏଥିଲାଗି ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିସ କରିଛନ୍ତି । ଆନ୍ଧ୍ର ବିଭାଜନ ଆଧାରରେ…

ବଜେଟ ଅଧିବେଶନ ୨୦୨୨: ବଢିଲା ଖେଳ ବଜେଟ ଦର

କେନ୍ଦ୍ର ସରକାରଙ୍କ ତରଫରୁ ଆଜି ସଂସଦରେ ବଜେଟ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ଆଜି ଲୋକସଭାରେ ଉପସ୍ଥାପନ ହୋଇଥିବା ବଜେଟରେ ଯଦି ଖେଳ ବଜେଟ କଥା କହିବା ତାହାଲେ ଚଳିତ ବଜେଟ ଭାଷଣରେ ଖେଳ ବଜେଟର ଉଲ୍ଲେଖ କରିନଥିଲେ…

ବଜେଟ ଅଧିବେଶନ ୨୦୨୨:ଡ୍ରୋନ ଦ୍ୱାରା ହେବ କୃଷି କାର୍ଯ୍ୟ

କରୋନା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ୱିତୀୟ ଥର ଏବଂ ଲଗାତାର ଚତୁର୍ଥ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଚାଷୀଙ୍କୁ ଡିଜିଟାଲ ସେବା ଯୋଗାଇ ଦିଆଯିବ ଏବଂ ଭାରତରେ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟରେ କାର୍ୟ୍ୟ କରାଯିବ। ଡ୍ରୋନ୍ ମାଧ୍ୟମରେ କୃଷି…

ଆଜି ବଜେଟ ଅଧିବେଶନ ଆରମ୍ଭ

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳ ୧୧ଟା ବେଳେ ପେପରଲେସ୍ ବଜେଟ୍ ଉପସ୍ଥାପନ କରିବେ। ସକାଳ ୮.୧୫ରେ ନିର୍ମଳା ସୀତାରମଣ ନିଜ ବାସଭବନରୁ ବାହାରି ସାରିଛନ୍ତି। ଏହା ପରେ ୯ଟାରେ ସେ ବ୍ରିଫ୍ କେସ୍ ସହ ନର୍ଥ ବ୍ଲକ୍ରୁ ରାଷ୍ଟ୍ରପତି ଭବନ ପାଇଁ ଗସ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ…

୫ଲକ୍ଷ ପର୍ଯ୍ୟଟକଙ୍କୁ ଭିସା ଫ୍ରି

ନୂଆଦିଲ୍ଲୀ: ପର୍ଯଟକଙ୍କୁ ଆକୃଷ୍ଟ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଙ୍କ ବଡ଼ ଘୋଷଣା । ଭାରତକୁ ଆସିବାକୁ ଥିବା ପ୍ରଥମ ୫ଲକ୍ଷ ପର୍ଯଟକଙ୍କୁ ଭିସା ଫ୍ରି କରାଯିବ ବୋଲି ଘୋଷଣା କରିଛନ୍ତି । ୫ଲକ୍ଷ ସରିବା ପର୍ଯନ୍ତ ବା ୨୦୨୨ ମାର୍ଚ୍ଚ ଯାଏଁ ଏହି ଯୋଜନା ଲାଗୁ ରହିବ ।

କରେନା କ୍ଷତିଗ୍ରସ୍ତଙ୍କ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: କରୋନା କାଳରେ କ୍ଷତିଗ୍ରସ୍ତଙ୍କ ଲାଗି ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । କୋଭିଡ କ୍ଷତିଗ୍ରସ୍ତଙ୍କ ଲାଗି ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟକ୍ଷେତ୍ର ଲାଗି…

ବଜେଟ୍ : ନିର୍ମଳାଙ୍କ ଫୋକସରେ ଚାଷୀ

ନୂଆଦିଲ୍ଲୀ: ସଂସଦରେ ଆଗତ ହେଲା ସାଧାରଣ ବଜେଟ । ପ୍ରଥମ ଥର ପାଇଁ ସଂସଦରେ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । ସଂସଦରେ ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ ।ତେବେ ଚଳିତ ବର୍ଷ ଚାଷୀଙ୍କ ପାଇଁ ବଜେଟରେ ହୋଇଛି ବଡ ଘୋଷଣା । ନିର୍ମଳା ସୀତାରମଣ ବଜେଟ୍…

କର୍ମଚାରୀଙ୍କୁ ମିଳିବ ୧୦ ହଜାର

ନୂଆଦିଲ୍ଲୀ()   କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ଆଜି ଏକ ପ୍ରେସମିଟ କରାଯାଇଛି । ଜିଏସଟି ବୈଠକ ପୂର୍ବରୁ କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀଙ୍କୁ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଏହା ସହିତ ଏହି ଅର୍ଥରାଶିକୁ ବିନା ସୁଧରେ ପ୍ରଦାନ କରାଯିବା ନେଇ…

ଲକ ଡାଉନ କାରଣରୁ କେନ୍ଦ୍ର ସରକାର ବଡ ଘୋଷଣା

ନୂଆଦିଲ୍ଲୀ()   କରୋନା ମହାମାରୀ ସଙ୍କଟ ଓ ଏହାର ସଂକ୍ରମଣ ରୋକିବା ନେଇ ଜାରି ହୋଇଥିବା ଲକ ଡାଉନ କାରଣରୁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କୌଣସି ନୂଆ ଯୋଜନା ଘୋଷଣା ନନେବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହି ନୂଆ…

ଅର୍ଥମନ୍ତ୍ରୀ ଲଞ୍ଚ କଲେ ନୂଆ ସେବା, ତୁରନ୍ତ ମିଳିବ ଇ-ପ୍ୟାନ

ନୂଆଦିଲ୍ଲୀ()   ଯଦି ଆପଣଙ୍କ ପାଖରେ ଆଧାର ରହିଛି ତେବେ ଇ-କେୱାଇସି ଜରିଆରେ ତତ୍କାଳ ପାନ୍ ନମ୍ବର ଜାରି କରିବା ବ୍ୟବସ୍ଥାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆରମ୍ଭ କରିଛନ୍ତି। ଏହି ସୁବିଧା ବୈଧ ଆଧାର ନମ୍ବର ଏବଂ ସେଥିରେ ପଞ୍ଜୀକୃତ ମୋବାଇଲ ନମ୍ବର ଧାରକଙ୍କୁ ମିଳିପାରିବ। ଏହି ନମ୍ବର…