Odia News Portal
Browsing Tag

Nuakhai

ପଶ୍ଚିମ ଓଡିଶାରେ ଗଣପର୍ବ ନୂଆଖାଇ ପାଇଁ ଆଜି ଶୁଭ ଲଗ୍ନ ନିର୍ଘଣ୍ଟ

ନୁଆଖାଇ ଭାରତର ଏକ ଆଞ୍ଚଳିକ ପର୍ବ ଅଟେ। ଏହା ପ୍ରାୟତ ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ପଡେ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଶୁଭ ଲଗ୍ନ ନିର୍ଘଣ୍ଟ । ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ପର ଦିନ ନୂଆଖାଇ ଲଗ୍ନ ନିର୍ଘଣ୍ଟ ହୁଏ । ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ବ୍ରହ୍ମପୁର

ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର: ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପଟେମ୍ବର 11 ତାରିଖ ଶନିବାର ଦିନ ନୂଆଖାଇ ଏଠି ପାଳନ କରାଯିବ । ତେବେ ବଲାଙ୍ଗୀର ଜିଲ୍ଲାର ନୂଆଖାଇ ନିର୍ଣ୍ଣାୟକ କମିଟି ନୂଆଖାଇ ଲଗ୍ନ ଧାର୍ଯ୍ୟ କରିଛି। ବଲାଙ୍ଗୀର: ପଶ୍ଚିମ ଓଡିଶାର

ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର

ସମ୍ବଲପୁର() ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର ହୋଇଛି । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପଣ୍ଡିତ ମହାସଭା ବୈଠକରେ ଏହି ଲଗ୍ନ ସ୍ଥିର କରାଯାଇଛି । ଅଗଷ୍ଟ ୨୩ ତାରିଖ ଦିନ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ମାଆଙ୍କ ପାଖରେ ନବାନ୍ନ ଲାଗି ହେବ । ମାଆଙ୍କ ପାଖରେ…