Odia News Portal
Browsing Tag

odia news

କୋଭିଡ୍ ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କରୋନା ଟିକା ଗ୍ରହଣ କଲେ ପ୍ରଧାନମନ୍ତ୍ରୀ। ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ବେଳେ କରୋନା ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦିଲ୍ଲୀର ଏମ୍‌ସ ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ଟିକା ନେଇଛନ୍ତି ।ପ୍ରଧାନମନ୍ତ୍ରୀଙ୍କୁ ଭାରତ ବାୟୋଟେକ୍‌ ପ୍ରସ୍ତୁତ କରିଥିବା…

ଜାଣନ୍ତୁ କାହିଁକି ଭଗବାନ ଶିବଙ୍କୁ ନିରାକାର୍ କୁହାଯାଏ…

ଭୁବନେଶ୍ବର: ମହାଦେବଙ୍କୁ ନିରାକାର୍ କୁହାଯାଏ। ଭଗବାନ ଶିବଙ୍କ କିଛି ଆକାର ନଥାଏ।ମଣିଷ ପରି ସେ କୌଣସି ଶରୀର ଧାରଣ କରିଥାନ୍ତି।ଭଗବାନ ଗୋଟିଏ ଶକ୍ତି ବା ବିନ୍ଦୁ ଅଟନ୍ତି।ଯେବେ ସୃଷ୍ଟି ର ରଚନା ହେବାର ଥିଲା ସେବେ ଭଗବାନ ଶିବ ବିଷ୍ଣୁଙ୍କୁ ଜନ୍ମ ଦେଲେ ଓ ବିଷ୍ଣୁଙ୍କ ଗର୍ଭରୁ ବ୍ରହ୍ମା ଜାତ…

ଜଳୁଛି ରାଜଧାନୀ: ୪୦ ଡିଗ୍ରୀ ଛୁଇଁବ ପାରଦ !

ଭୁବନେଶ୍ୱର: ଲଗାତାର ଦୁଇଦିନ ହେବ ରାଜଧାନୀ ଭୁବନେଶ୍ଵର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ୍‌ରେ ଆସି ପହଞ୍ଚିଛି । ତେବେ ପାଣିପାଗ ବିଭାଗ ଅନୁମାନ ଲଗାଇଛି ଯେ, ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ । ୨/୩ ଦିନ…

ଶ୍ରୀଜିଉଙ୍କ ଦର୍ଶନ କଲେ ବଲିଉଡ୍ କୁଇନ୍

ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍। ଓଡିଶା ଗସ୍ତରେ ଆସିଥିବା କଙ୍ଗନା ଆଜି ସକାଳୁ ସକାଳୁ ଭୁବନେଶ୍ୱରରୁ ଯାଇ ପୁରୀରେ ପହଞ୍ଚିଥିଲେ। ସେଠାରେ ସେ କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର…

ନବମ ପିଲା ଦେବେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ୨୦୧୯-୨୦ ବର୍ଷର ସମସ୍ତ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଦେଇପାରିବେ ମାଟ୍ରିକ ପରୀକ୍ଷା। କରୋନା ପାଇଁ ଗତ ଶିକ୍ଷାବର୍ଷରେ ବାଧାପ୍ରାପ୍ତ ଶିକ୍ଷାଦାନର ପ୍ରଭାବିତ ହୋଇଥିବା ୯ମ ଶ୍ରେଣୀ ସମସ୍ତ ପିଲାମାନେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଛି। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି…

୧୨୪୨ କୋଟିର ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର: କ୍ୟାବିନେଟ ବୈଠକରେ ୮ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମୋହର ବାଜିଛି ।ବୈଠକରେ ୧୨୪୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।ତେବେ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ପ୍ରକଳ୍ପକୁ ଅନୁମତି ମିଳିଛି ।ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟର ୩୧୩୫ ଜଣଙ୍କୁ ନୂଆ…

ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତିଙ୍କ ସ୍ୱାଗତ

ପୁରୀ: ବାଇ-ଲ ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତିଙ୍କ ସ୍ୱାଗତ | ଶ୍ରୀ ଜଗନ୍ନାଥ ମନ୍ଦିରରେ ବାଇ-ଲ ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତି ମହାରାଜା ସ୍ୱାଗତ କରିଛନ୍ତି । ଏହା ବ୍ୟତୀତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କିତ କୌଣସି ପଦକ୍ଷେପ ନେବା ପୂର୍ବରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଲୋଚନା…

ଅଭିନେତା ରାଜୀବ କପୁରଙ୍କ ପରଲୋକ

ନୂଆଦିଲ୍ଲୀ: ଋଷି କପୁର ଏବଂ ରଣଧୀର କପୁରଙ୍କ ସାନ ଭାଇ ରାଜୀବ କପୁରଙ୍କ ପରଲୋକ । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ସମୟରେ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚେମ୍ବୁରର ଇନଲାକ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା…

ଘରୋଇ ମାଟିରେ ଟିମ ଇଣ୍ଡିଆର ହାର

ଚେନ୍ନାଇ: ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ । ୨୨୭ ରନରେ ଭାରତ ଇଂଲଣ୍ଡଠାରୁ ପରାଜୟବରଣ କରିଛି ।ତେବେ ଏହି ବିଜୟ ସହ ଇଂଲଣ୍ଡ ୪ ଟିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି । ଦୀର୍ଘ ୪ ବର୍ଷ ପରେ ଭାରତ ଘରୋଇ ମାଟିରେ ଏହି ଟେଷ୍ଟ ମ୍ୟାଚ…

ପୋଲିସ କବଜାରେ ଫେରାର୍ ଦୀପ୍‌ ସିଦ୍ଧୁ

ନୂଆଦିଲ୍ଲୀ: ପୋଲିସ ହାତରେ ଧରିପଡିଲେ ଦୀପ୍‌ ସିଦ୍ଧୁ । ଦିଲ୍ଲୀ ହିଂସା ଘଟଣାର ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦୀପ ସିଦ୍ଧଙ୍କୁ ଗିରଫ କରିଛି। ତେବେ ସିଦ୍ଧୁଙ୍କୁ ଧରାଇବା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଦିଲ୍ଲୀ ପୋଲିସ। ଜାନୁଆରୀ…