Odia News Portal
Browsing Tag

odisha latest news

କୋଟିଏ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଗଞ୍ଜେଇ ଜବତ

ମାଲକାନଗିରି : କିଛିଦିନର ବ୍ୟବଧାନ ପରେ ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ଟ୍ରାକ୍ଟର ଯୋଗେ ପଡୋଶୀ ଅନ୍ଧ୍ରକୁ ଚୋରାଚାଲାଣ କରାଯାଉଥିବା ଗଂଜେଇ ସହ ଚୋରା ଚାଲାଣକାରୀକୁ ଗିରଫ କରିଛି ଚିତ୍ରକୋଣ୍ଡା ପୋଲିସ । ଟ୍ରାକ୍ଟରରୁ 1 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର…

ଖସିଗଲା ଦଲାଲ, ୩ ନାବାଳିକା ଉଦ୍ଧାର

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶକୁ ଶିଶୁ ଶ୍ରମିକ ଭାବେ ଜଣେ ଦଲାଲ ଚାଲାଣ କରୁଥିବା ବେଳେ ସୀମାନ୍ତ ପଟରୁ ୩ଜଣ ନାବାଳିକାଙ୍କୁ ଉଦ୍ଧାର ଜରିଛି ପୁଲିସ । ମାଲକାନଗିରି ବ୍ଲକ ଶୋରିଷମାଳ ଗ୍ରାମରୁ ଏହି ୩ଜଣ ଗରିବ ନାବାଳିକାଙ୍କୁ ଜଣେ ଦଲାଲ ଆନ୍ଧ୍ରପ୍ରଦେଶର ଏକ କାଗଜକଳରେ କାମ କଲେ ଅଧୁକ…

ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଭର୍ଚୁଆଲ୍ ମୋଡ୍ ରେ ଓଡ଼ିଶାବାସୀଙ୍କ ଉଦେ୍ଦଶ୍ୟରେ ୪୭ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି ।ଏହି ନୂତନ ଆମ୍ବୁଲାନ୍ସଗୁଡ଼ିକୁ ଉତ୍ସର୍ଗ କରି…

ରେଳ ସଦନରେ ଖୋଲିଲା ଟୀକାକରଣ କେନ୍ଦ୍ର

ଭୁୁବନେଶ୍ୱର : ଟୀକା ଉତ୍ସବ ନିମନ୍ତେ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧୀନରେ ପ୍ରଥମ କାର୍ଯ୍ୟାଳୟ କୋଭିଡ ଟୀକା କେନ୍ଦ୍ର ଖୋଲାଯାଇଛି ।  ପ୍ରଥମ ଦିବସ ଅର୍ଥାତ ୧୧ ଏପ୍ରିଲରେ ପୂର୍ବ ତଟ ରେଳପଥର ୮୩ ଜଣ କର୍ମଚାରୀଙ୍କୁ  ଟୀକାକରଣ କରାଯାଇଛି…

ଓୟୋକୁ ପେଡ୍ କ୍ୱାରେଣ୍ଟାଇନ ଘୋଷଣା କଲା ବିଏମସି

ଭୁୁବନେଶ୍ୱର : ଏଣିକି ଭୁବନେଶ୍ୱରରେ ଥିବା ଓୟୋ ରୁମରେ ସଙ୍ଗରୋଧରେ ରହିପାରିବେ ଲୋକେ । ରାଜଧାନୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଓ କ୍ୱାରେଂଟାଇନ୍ ସୁବିଧାକୁ ଦେଖି ୩ଟି ଦେୟଯୁକ୍ତ ଓୟୋ ହୋଟେଲକୁ କ୍ୱାରେଂଟାଇନ୍ ସେଂଟର ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ବିଏମସି…

ଅନ୍ୱେଶା ଯୋଜନା ଆଉ ୫ ବର୍ଷ ବଢିଲା

ଭୁୁବନେଶ୍ୱର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ୨୦୧୫-୧୬ ବର୍ଷରେ ଆରମ୍ଭ ହୋଇଥିବା “ଅନ୍ୱେଶା” ଯୋଜନାର ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରବର୍ତୀ ୫ ବର୍ଷ ନିମନ୍ତେ ଏହାକୁ କାର୍ଯ୍ୟକାରୀ ହେବ । ଏହି ନିଷ୍ପତିକୁ…

ରାୟଗଡା ଜିଲ୍ଲାର ସମସ୍ତ ସୀମା ସିଲ

ରାୟଗଡା : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାର ସମସ୍ତ ସୀମା ସୀଲ କଲା ଜିଲ୍ଲା ପ୍ରଶାସନ । ରାୟଗଡା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କୋଭିଡ୍ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରିବାକୁ ତତ୍ପର ହୋଇଛି…