Odia News Portal
Browsing Tag

odisha latest news

ଏସି ଚଲାଇ ସଂକ୍ରମଣକୁ ଡାକନ୍ତୁନି

ଭୁବନେଶ୍ୱର : ଥଣ୍ଡାରେ ବ୍ୟାପିବ ସଂକ୍ରମଣ । ଅଧିକ ସମୟ ଏସିରେ ରହୁଥିବା ବ୍ୟକ୍ତିମାନେ ସାବଧାନ । କିଛି ଏପରି କହିଛନ୍ତି ପରିବାର କଲ୍ୟାଣ ନିଦେ୍ର୍ଦଶକ ବିଜୟ କୁମାର ପାଣିଗ୍ରାହୀ । ସେ କହିଛନ୍ତି ଯେ, ବେର ଏହି ଭୂତାଣୁ ପ୍ରତିହତ ପାଇଁ ବାୟୁ ଚଳପ୍ରଚଳ ଆବଶ୍ୟକ । ଗୋଟିଏ ରୁମରେ ଅଧିକ ଲୋକ…

ମୁଖ୍ୟରାସ୍ତାରେ ପିପିଇ କିଟ୍ ଦେଖି ଲୋକ ଛାନିଆ

ବଲାଙ୍ଗୀର : ଗତବର୍ଷ କରୋନାକାଳରେ ବହୁ ସ୍ଥାନରେ ପିପିଇ ପଡ଼ିଥିବାରୁ ଦେଖିବାକୁ ମିଳିଥିଲା । କରୋନା ବିରୁଦ୍ଧରେ ଲଢ଼େଇ ପାଇଁ ପିପିଇ କିଟ୍ ମୁଖ୍ୟ ଅସ୍ତ୍ର ବୋଲି କୁହାଯାଉଛି । ତେବେ ଏହାର ସଦୁପଯୋଗ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଯଦି ପିପିଇ କିଟ୍କୁ ରାସ୍ତା ଫୋପାଡ଼ି ଦିଆଯାଏ ତେବେ ଏହା…

ବାହାଘର, ହାଟ, ମଲଠୁ ରେଷ୍ଟୁରାଣ୍ଟ ସବୁଠି କଟକଣା

ଭୁବନେଶ୍ୱର : କରୋନା ସଂକ୍ରମଣ ବଢୁଥିବା ବେଳେ ରାଜ୍ୟ ସରକାର ଅ ।ସନ୍ତା ୨୪ ତାରିଖରୁ ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ କରିବାକୁ ଘୋଷଣା କରିଛନ୍ତି । ରାଜ୍ୟରେ ବିଭିନ୍ନ କାମ ପାଇଁ ସରକାର କଟକଣା ଲାଗୁ କରିଛନ୍ତି । ପରିବା ହାଟ, ମଲ, ରେଷ୍ଟୁରାଣ୍ଟଠୁ ବାହାଘର ପାଇଁ ମଧ୍ୟ କଟକଣା…

ହାଇଦର ଗ୍ୟାଙ୍ଗରେ ଲେଡି କୁଇନ୍

କଟକ : ତେଲେଙ୍ଗାନାରୁ ହାଇଦର ଧରାପଡ଼ିବା ପରେ ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଜେଲ୍ ଭିତରେ ଥାଇ ହାଇଦର ନିଜର ଦବଦବା କାଏମ ରଖିବାକୁ ଚାହୁଁଥିଲା । ପୁଣି ଥରେ ବଟି ମାଗିବା ପରେ ହାଇଦର ଫସିଗଲା । ସେପଟେ ମେଡ଼ିକାଲରୁ ଚମ୍ପଟ ମାରିବା ପରେ ପୁଅର ଗାର୍ଲଫ୍ରେଣ୍ଡ ପୋଲିସ…

କୁମ୍ଭମେଳାରୁ ଓଡ଼ିଶା ଫେରୁଛନ୍ତି ଭକ୍ତ

ଭୁବନେଶ୍ୱର : କୁମ୍ଭମେଳାରୁ ଓଡ଼ିଶା ଫେରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଏହି ଅବସରରେ ଓଡିଶା ଫେରିଛନ୍ତି ୧୫୬ ଜଣ ବ୍ୟକ୍ତି । କୁମ୍ଭ ମେଳାରେ ସଂକ୍ରମଣ ବଢିବା ପରେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆସ୍ଥାର ମହାକୁମ୍ଭକୁ ସମୟ ପୂର୍ବରୁ ସମାପନ କରାଯାଇଛି । ଏପର…

ଆରମ୍ଭ ହେଲା ସପ୍ତାହାନ୍ତ ଓ ନାଇଟ କର୍ଫ୍ୟୁ

ଭୁବନେଶ୍ୱର : ରାଜ୍ୟରେ ପୁଣି ଥରେ ଆରମ୍ଭ ହେଲା କୋଭିଡ୍ କଟକଣା । ଆଜିଠାରୁ ୧୦ ଜିଲ୍ଲା ସୀମାନ୍ତବର୍ତ୍ତୀ ଜିଲ୍ଲା ସପ୍ତାହାନ୍ତ କର୍ଫ୍ୟୁ ଆରମ୍ଭ ହୋଇଥିବାବେଳେ ଅନ୍ୟ ୨୦ ଜିଲ୍ଲା ସହରାଞ୍ଚଳରେ ରାତି ୯ଟାରୁ ୧୪୪ ଧାରା ଲାଗୁ ହୋଇଛି । ରାତି ୯ଟା ପୂର୍ବରୁ ବନ୍ଦ ହୋଇଗଲା ସବୁ ଦୋକାନ ।…

ଶ୍ରାଦ୍ଧଦିବସରେ ବିଜୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ଥିବା ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଧୁନିକ ଓଡ଼ିଶା ନିର୍ମାଣ ସହ ନାରୀ ସଶକ୍ତିକରଣ ଓ ଲୋକଙ୍କ କଲ୍ୟାଣ…