ଆଜିଠାରୁ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ, ଆଦାନୀ ଓ ଇଡି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
ଆଜିଠାରୁ ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। ଅଧିବେଶନର ଏହି ପର୍ଯ୍ୟାୟରେ ସରକାରଙ୍କ ମୁଖ୍ୟ ଏଜେଣ୍ଡା ଦୀର୍ଘ ଦିନ ଧରି ବିଚାରାଧୀନ ବିଲ୍ ପାସ୍ କରିବା ହେବ। ଅଧିବେଶନର ଏହି ପର୍ଯ୍ୟାୟରେ ରାଜ୍ୟସଭାରେ ୨୬ଟି ବିଲ୍ ଏବଂ ଲୋକସଭାରେ ୯ଟି ବିଲ୍ ବିଚାରାଧୀନ ଅଛି।!-->…