Odia News Portal
Browsing Tag

odisha news

ବ୍ୟାଙ୍କ ବନ୍ଦ ଯୋଗୁଁ ଅସୁବିଧାରେ ବ୍ୟାଙ୍କ ଗ୍ରାହକ

ଭୁବନେଶ୍ବର: ଆଜି ବ୍ୟାଙ୍କ ବନ୍ଦର ଦ୍ଵିତୀୟ ଦିନ। କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ନିଷ୍ପତିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ । ଏହାକୁ ସମର୍ଥନ କରିଛନ୍ତି ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ସର୍ବଭାରତୀୟ ସ୍ତରରେ ଏହି

ଲିଙ୍ଗରାଜ ମନ୍ଦିରରେ ଏନଏସଜିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଚାନକ ଆତଙ୍କୀ ଆକ୍ରମଣ ହେଲେ ମନ୍ଦିରକୁ କେମିତି ରକ୍ଷା କରାଯିବ ? ଫସିଥିବା ଭକ୍ତଙ୍କୁ କେମିତି ଉଦ୍ଧାର କରାଯିବ ? ସେନେଇ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ମକଡ୍ରିଲ କରିବେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ କମାଣ୍ଡୋ । ଏଥିପାଇଁ ଏନଏସଜିର ଏକ

ପୁରୀ ବସଷ୍ଟାଣ୍ଡରେ ନିଆଁ, ଜଳିଗଲା ୩ ବସ୍

ପୁରୀ: ପୁରୀ ବସଷ୍ଟାଣ୍ଡରେ ଲାଗିଲା ନିଆଁ । ସୋମବାର ପୁରୀ ବସ ଷ୍ଟାଣ୍ଡରେ ଠିଆ ହୋଇଥିବା ଦୁଇଟି ବସରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଛି । ତେବେ ଏଥିରେ କୌଣସି ଯାତ୍ରୀଙ୍କ ଜୀବନ ଉପରେ ବିପଦ ଆସିନଥିବା ସୂଚନା ମିଳିଛି । ବସଷ୍ଟାଣ୍ଡରେ ବସଗୁଡିକ ଖାଲି ଛିଡା ହୋଇଥିଲା । ଏହି ସମୟରେ

ଟ୍ରଲର ମାଲିକଙ୍କୁ ଗୁଳିମାରି ହତ୍ୟା

ବାଲେଶ୍ୱର: ବାଲେଶ୍ୱର ବଳରାମଗଡ଼ିରେ ଟ୍ରଲର ମାଲିକଙ୍କୁ ଗୁଳିମାରି ହତ୍ୟା । ବ୍ୟବସାୟିକ ଶତ୍ରୁତାରୁ ଗୁଳିମାଡ଼ କରାଯାଇଥିବା ସୂଚନା । ମୃତ ଟ୍ରଲର ମାଲିକଙ୍କ ନାମ ବିଜୟ ପ୍ରଧାନ । ବିଜୟ ‘ଦୀପା ତାରିଣୀ’ ଟ୍ରଲରର ମାଲିକ । ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କ ସମ୍ପର୍କରେ ଏବେ ସୁଦ୍ଧା କୌଣସି

୧୯୪୩ ଲୋକଙ୍କ ପାଇଁ ଜଣେ ଡାକ୍ତର

ଭୁବନେଶ୍ୱର: ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତର ରଖି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତେବେ ରାଜ୍ୟର ଲୋକସଂଖ୍ୟା ଦୃଷ୍ଟିରୁ ୧୯୪୩ ଲୋକଙ୍କ ପିଛା ଜଣେ ଡାକ୍ତର ଥିବା ଏହି ଲିଖିତ ଉତ୍ତରରେ କୁହାଯାଇଛି । ତେବେ ନିୟମ ଅନୁସାରେ

ସଞ୍ଜନାଙ୍କ ବଲରେ କ୍ଲିନ୍ ବୋଲ୍ଡ ହେଲେ ବୁମରା

ଗୋଆ: ସବୁ ଚର୍ଚ୍ଚା ଉପରେ ଆଜି ପୂର୍ଣ୍ଣଚ୍ଛେଦ ପକାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା । ଶେଷରେ ବୁମ୍ରା ୨୦୧୪ ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟ ତଥା ସ୍ପୋର୍ଟସ ଆଙ୍କର ସଞ୍ଜନା ଗାନେସାନଙ୍କୁ ବିବାହ କରିଛନ୍ତି। ଆଜି ଗୋଆରେ ଏହି ବିବାହ