Odia News Portal
Browsing Tag

odisha news

ମିଠା କଥାକହି ଫସାଉଥିଲେ,ନିଜେ ଫସି ଗଲେ

ଭଦ୍ରକ : ସ୍ୱାମୀକୁ ଜେଲରୁ ବେଲ୍‌ରେ ବାହାର କରିଦେବାକୁ କହି ଅଭିଯୁକ୍ତ ସ୍ତ୍ରୀ ସହିତ ମିଠାଳିଆ କଥା ହେଉଥିଲେ ପୁଲିସ ବାବୁ | ତୁମ ସ୍ବାମୀ ଜେଲରୁ ବାହାରିବେ, ଆମେ ଆଜିଠୁ ଭାଇଭଉଣୀ , ଏଭଳି ମନଲୋଭା କଥା କହି ଅଭିଯୁକ୍ତର ସ୍ତ୍ରୀ ସହିତ ସଂପର୍କ ବାନ୍ଧିବାକୁ ଚେଷ୍ଟା କରୁଥିଲେ ପୁଲିସ ବାବୁ ।

ଗୁଜୁରାଟର ୪ ସହରରେ ନାଇଟ୍ କର୍ଫ୍ୟୁ

ଅହମଦାବାଦ: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଦୈନିକ ସଂକ୍ରମଣ ୨୦ ହଜାର ଟପୁଛି ।ତେବେ ଏହାକୁ ଦୃଷ୍ଟିରେ ରଖି ୪ଟି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। କରୋନା ସଂକ୍ରମଣ ବଢ଼ିବା ପରେ ଗୁଜରାଟ ସରକାରଙ୍କ ପକ୍ଷରୁ ଏହି କଡ଼ା ପଦକ୍ଷେପ ନିଆଯାଇଛି। ଅହମ୍ମଦାବାଦ, ବଡ଼ୋଦରା, ସୁରତ ଏବଂ

ଆଉ ୬୫ କୋଭିଡ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୩୨୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା