Odia News Portal
Browsing Tag

odisha news

୧୦୬ ଦୋକାନ ଗୃହ ବାଣ୍ଟିଲେ ମନ୍ତ୍ରୀ ପ୍ରତାପ ଜେନା

କଟକ: ୧୦୬ ଦୋକାନ ଗୃହ ବଣ୍ଟନ । ସରକାରୀ ଭାବେ ଦୋକାନୀଙ୍କୁ ୧୦୬ଟି ଦୋକାନ ଗୃହ ବଣ୍ଟନ କରାଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଆନୁଷ୍ଠାନିକ ଭାବେ ଏହି ଦୋକାନ ଗୃହ ବଣ୍ଟନ କରିଛନ୍ତି । କଟକ ସହର ଭିତରେ ୫ଟି ସ୍ଥାନରେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇ ଥିବା ବେଳେ ସେଠାରେ

ସୁବାଷ ନୁହେଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ: ପ୍ରଦୀପ୍ତ

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଆଜି ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ବିରୋଧୀ ଦଳ ନେତା ପ୍ରଦୀପ୍ତ କହିଛନ୍ତି, ସୁବାଷ ପାଣିଗ୍ରାହୀ କାହିଁକି କ୍ଷମା ମାଗିବେ,ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ

ଯାତ୍ରୀବାହୀ ବସ୍ -ଟ୍ରକ୍ ମୁହାଁମୁହିଁ ଧକ୍କା,‌ ଜଣେ ମୃତ

ନବରଙ୍ଗପୁର: ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ।ଆନ୍ଧ୍ରର ସୋମପେଟାରେ ଘଟିଛି ଏହି ସାଙ୍ଘାତିକ ବସ ଦୁର୍ଘଟଣା। ଆଜି ଭୋରରେ ଯାତ୍ରୀବାହୀ ବସ ସହିତ ଟ୍ରକ୍ ମୁହାଁମୁହିଁ ହୋଇଛି। ମୁହାଁମୁହିଁ ହେବା ଫଳରେ ପବସଟି ପୁରା ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା

ଖରାଦିନେ ନିହାତି ଖାଆନ୍ତୁ ତରଭୁଜ, ଏହି ସମସ୍ୟାରୁ ମିଳିବ ମୁକ୍ତି…

ଭୁବନେଶ୍ବର: ତରଭୁଜ ଗ୍ରୀଷ୍ମ ଋତୁର ଫଳ। ଏହାର ସ୍ୱାଦ ମିଠା ଏବଂ ରସଯୁକ୍ତ। ତରଭୁଜରେ ପାଖାପାଖି ୯୨ ପ୍ରତିଶତ ପାଣି ଓ ୮ ପ୍ରତିଶତ ଚିନି ରହିଛି।ତେବେ ଯଦି ଆପଣ ମଧ୍ୟ ଖାଇବାକୁ ଭଲ ପାଆନ୍ତି ତେବେ ଜାଣି ରଖନ୍ତୁ ତରଭୁଜର କିଛିଟା ଚମତ୍କାରିତା । ଯାହା ଦ୍ୱାରା ଆପଣ ରହିବେ ସବୁ ବେଳେ ସତେଜ ।

ଜଳୁଛି ଗଡଖୋର୍ଦ୍ଧା ଜଙ୍ଗଲ

ଖୋର୍ଦ୍ଧା: ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାକୁ ନେଇ ରାଜନୈତିକ ସରଗରମ ରହିଥିବା ସମୟରେ ସହରୀ ଜଙ୍ଗଲରେ ଲାଗିଛି ନିଆଁ । ଏପଟେ ଖୋର୍ଦ୍ଧା ବରୁଣେଇ ପାହାଡ ସଂଲଗ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ଗଡଖୋର୍ଦ୍ଧା ନିକଟ ଜଙ୍ଗଲ ଜଳୁଛି । Barunei Temple