ଶିମିଳିପାଳ ଅଭୟାରଣ୍ୟରେ ବ୍ୟାପୁଛି ନିଆଁ
କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଗୋଟିଏ ପାହାଡ ରୁ ଅନ୍ୟ ପାହାଡ କୁ ନିଆଁ ବ୍ୟାପି ବାରେ ଲାଗିଛି । ବନବିଭାଗ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ ବି କୌଣସି ସୁଫଳ ମିଳି ପାରିନି, ଆଜି ଶିମିଳିପାଳ ଅଭୟାରଣ୍ୟର ୭୨!-->…