ପ୍ରଚଣ୍ଡ ଶବ୍ଦରେ ଥରିଲା ୪ ଜିଲ୍ଲା
ପ୍ରଚଣ୍ଡ ଶବ୍ଦରେ ଥରିଲା ବାଲେଶ୍ବର । ବାଲେଶ୍ବର ସମେତ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ମଧ୍ୟ ଶୁଭି ଥିବାର ସୂଚନା ମିଳିଛି । ଆକାଶରେ ପ୍ରଚଣ୍ଡ ଶବ୍ଦ ଯୋଗୁଁ ଲୋକେ ଭୟଭୀତ ହୋଇ ଘର ବାହାରକୁ ମଧ୍ୟ ପଳେଇ ଆସିଥିଲେ । ଏହି ଶବ୍ଦ ମିସାଇଲ ପରୀକ୍ଷଣର ନା ଅନ୍ୟ କିଛି ଅସ୍ପଷ୍ଟ ରହିଛି । ଅନ୍ୟ!-->…
