Odia News Portal
Browsing Tag

odisha news

ଯାଜପୁର ଗସ୍ତରେ ମୁଖ୍ୟ ଶାସନ ସଚିବ

ଯାଜପୁର: ଯାଜପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରବିବାର ସକାଳୁ ପ୍ରଥମେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କୁ ଦର୍ଶନ କରିବା ପରେ ମନ୍ଦିରରେ ଚାଲିଥିବା ଉନ୍ନୟନ କାମ ତଦାରଖ କରିଥିଲେ । ଆସନ୍ତା ୬-୭ ମାସ ମଧ୍ୟରେ ମନ୍ଦିରର ଉନ୍ନୟନ କାମ ଶେଷ ହେବ ବୋଲି କହିଛନ୍ତି ସଚିବ

ବିଜେପିରେ ସାମିଲ ହେଲେ ମିଥୁନ୍ ଚକ୍ରବର୍ତ୍ତୀ

କୋଲକାତା: କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚିବା ପୂର୍ବରୁ ମିଥୁନ୍ ପଦ୍ମ ଧରିଛନ୍ତି । ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ମିଥୁନ ଭେଟିବା ପରେ ଯେଉଁ ଆକଳନ କରାଯାଉଥିଲା ତାହା ବାସ୍ତବରେ ପରିଣତ ହୋଇଛି । ରାଜ୍ୟ ବିଜେପି ନେତାମାନେ ଏନେଇ ବାରମ୍ବାର

ପ୍ରଥମେ ଆକ୍ରମଣ କରିଥିଲା ଟୁକୁନା: ଡିସିପି

ଭୁବନେଶ୍ୱର: ସିଆରପି ଛକ ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ୫ ଜଣଙ୍କୁ ନୟାପଲ୍ଲୀ ପୋଲିସ୍ ଗିରଫ କରିଛି । ସେହିଭଳି ପିସିଆର ଭ୍ୟାନ ଭଙ୍ଗାରୁଜା ଓ ହତ୍ୟାକାରୀକୁ ମାଡ ମାରିଥିବା ଘଟଣାରେ ମୋଟ ୧୨ରୁ ୧୫ ଜଣଙ୍କୁ ଚିହ୍ନଟ କରିଛି ପୋଲିସ । ଆଇନକୁ ହାତକୁ

ଯୋଗ୍ୟ ଚାଷୀ ପାଇବେ ପିଏମ କିଷାନ ଲାଭ

ଭୁବନେଶ୍ୱର: ଓଡିଶାର ସମସ୍ତ ଯୋଗ୍ୟ ଚାଷୀ ପିଏମ କିଷାନ ନିଧି ସମ୍ମାନ ଯୋଜନାର ଲାଭ ପାଇବେ । ଏନେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପାଇବା ପରେ ଏନେଇ ତତକ୍ଷଣାତ ପଦକ୍ଷେପ