Odia News Portal
Browsing Tag

odisha news

କଂଗ୍ରେସରେ ଚେହେରା ନାହାନ୍ତି: ମୋକିମ

କଂଗ୍ରେସ ନେତୃତ୍ୱ ନେଇ ତେରେଛା ବାଣ ମାରିଲେ ମହମ୍ମଦ ମୋକିମ । କଂଗ୍ରେସରେ ଲୋକଙ୍କ ଆସ୍ଥାଭାଜନ ହେଲା ଭଳି ନେତା ନାହାନ୍ତି କହିଲେ । ଜାନକୀ, ବସନ୍ତ, ହେମାନନ୍ଦଙ୍କ ପରେ କଂଗ୍ରେସରେ ଆଉ ଚେହେରା ନାହାନ୍ତି । ଏଭଳି ନେତୃତ୍ୱ ନଥିବା ଯୋଗୁଁ ଦଳ ସୁପ୍ତ ଅବସ୍ଥାକୁ ଚାଲିଗଲାଣି । କଂଗ୍ରେସର

ନିଆଁ ଭିତରୁ ମିଳିଲା ସୁନା

ପୁରୀ ଲକ୍ଷ୍ମୀ ମାର୍କେଟ ନିଆଁ ଭିତରୁ ମିଳିଲା ସୁନା ଅଳଙ୍କାର । ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ସହ ଅନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଥିବା ସୂଚନା । ନିଆଁ ଲାଗିଥିବା ହୋଟେଲରୁ ମିଳିଲା ସୁନା, ଅଳଙ୍କାର ଓ ଟଙ୍କା । ବ୍ରହ୍ମପୁରରୁ ଆସିଥିବା ପର୍ଯ୍ୟଟକଙ୍କ ସୁନା, ଟଙ୍କା ମିଳିଥିବା ଖବର

ଏପ୍ରିଲ ୩ରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ, ଆଜିଠୁ ନାମାଙ୍କନ ଦାଖଲ

ଆସନ୍ତା ଏପ୍ରିଲ ୩ରେ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାଚନ। ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ୧୫ ତାରିଖ ଯାଏ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିପାରିବେ। ପ୍ରମୁଖ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରମ୍ଭ ହୋଇଛି ଅଙ୍କକଷା । ୨୦୧୧ମସିହାରେ ଗଠନ

ଫୋରେନସିକ୍ ଲ୍ୟାବ୍ ଗଲା ପାରା

ପାରାଦୀପରୁ ଧରାପଡିଥିବା ସନ୍ଦିଗ୍ଧ ପାରା ଫୋରେନସିକ୍ ଲ୍ୟାବ ଗଲା । ଭୁବନେଶ୍ୱର ଫୋରେନସିକ୍ ଲ୍ୟାବ ଆଣିଲେ କଟକର ସ୍ୱତନ୍ତ୍ର ଟିମ୍ । ପାରା ଗୋଡରେ ବନ୍ଧା ହୋଇଥିବା ଯନ୍ତାଂଶ ଲ୍ୟାବରେ ଖୋଲାଯିବ । ବନ୍ଧା ହୋଇଥିବା ଯନ୍ତ୍ରାଂସ ଲ୍ୟାବରେ ଖୋଲାଯାଇ ପରୀକ୍ଷା କରାଯିବ । ଯନ୍ତ୍ରାଂସ ଖୋଲି

ଜ୍ୱାଇଁକୁ ପିଟି ପିଟି ହତ୍ୟା

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଚାବ୍ରିପାଲି ଗାଁରେ ଅଭାବନୀୟ ଘଟଣା । ଶ୍ୱଶୁର ଘର ଲୋକେ ଜ୍ବାଇଁକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ହତ୍ୟା ଚପାଇବାକୁ ଶ୍ୱଶୁର ଘର ଲୋକେ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଜ୍ୱାଇଁ ରୁଦ୍ର ମେହେରଙ୍କ ମୃତଦେହ ଜରି ବସ୍ତାରୁ ଉଦ୍ଧାର ହୋଇଛି ।

ସରିଛି ରଙ୍ଗର ପର୍ବ ହୋଲି, ଆସିଲା ଦୁଃଖଦ ଖବର

ସରିଛି ରଙ୍ଗର ପର୍ବ ହୋଲି । କିନ୍ତୁ ହୋଲି ପରେ ବିଭିନ୍ନ ସ୍ଥାନରୁ ଆସିଛି ଅଘଟଣର ଖବର । ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । କେନ୍ଦ୍ରାପଡାରେ ଦୁଇଜଣ, ବଲାଙ୍ଗୀର, ସୋର ଓ ଧର୍ମଶାଳାରେ ଜଣେ ଲେଖାଁଏ ପ୍ରାଣ ହରାଇଛନ୍ତି । କଟକ

ଲକ୍ଷ୍ମୀ ମାର୍କେଟ ନିଆଁ ଅଣାୟତ୍ତ:ତଦାରଖ କଲେ ପୁରୀ ଏସପି

ଅଗ୍ନିକାଣ୍ଡ ସ୍ଥଳରେ ପହଂଚି ସ୍ଥିତି ତଦାରଖ କଲେ ପୁରୀ ଏସପି । ୨ ରୁ ୩ ଘଣ୍ଟା ଭିତରେ ନିଆଁକୁ ଆୟତ୍ତ କରିବାକୁ ଆଶା ରଖିଛୁ କହିଲେ ପୁରୀ ଏସପି । ଭୟଭୀତ ନ ହେବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଏସପି । ବିଶେଷଜ୍ଞଙ୍କ ସୟାୟତା ଲୋଡିଲେ ନିଆଁ ଲିଭାଉଥିବା କର୍ମଚାରୀ । ଅଗ୍ନିଶମ

ଫିଲ୍ମ ‘ତୁ ଝୁଠି ମୈ ମକ୍କର’ ଅନ୍‌ଲାଇନରେ ଲିକ୍‌

ଅଭିନେତା ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ତୁ ଝୁଠି ମୈ ମକ୍କର’ ବୁଧବାର ପରଦାରେ ମୁକ୍ତିଲାଭ କରିଛି। ଗୀତ ଏବଂ ଟ୍ରେଲର ଦେଖି ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା। ରିଲିଜ୍‌ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ହୋଇଥିଲା।

ସହାୟତା ର ହାତ ଵଢାଇଲା ଭାରତ।

ଭାରତ ସହାୟତା ଭାବେ ଇରାନର ଚାବହାର ବନ୍ଦର ଦେଇ ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍‌ ଗହମ ପଠାଇବ। ମଙ୍ଗଳବାର ଇଣ୍ଡିଆ ସେଣ୍ଟ୍ରାଲ ଏସିଆନ କଣ୍ଟ୍ରିର ପ୍ରଥମ ବୈଠକରେ ଭାରତ ଏହି ଘୋଷଣା କରିଛି ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଭାରତ ସମେତ କାଜାଖସ୍ତାନ, ର୍କିଗିଜ ରିପବ୍ଲିକ,

ସନ୍ଦିଗ୍ଧ ପାରା ଜବତ

ପାରାଦୀପ ମାଛଧରାବନ୍ଦର ପରିସରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବୋଟରୁ ବୁଧବାର ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରାଦୀପ ମେରାଇନ ପୋଲିସକୁ ହସ୍ତାନ୍ତର କରିବା ପରେ ପୋଲିସ ତାକୁ ନେଇ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି। ଯାହାକୁ ନେଇ ପ୍ରଶାସନିକ ସ୍ତରରେ ଚର୍ଚ୍ଚାର ବିଷୟ