Odia News Portal
Browsing Tag

odisha news

ମିଳିଲା ମୁଣ୍ଡବିହୀନ ମହିଳାଙ୍କ ପରିଚୟ…

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରୁ ଅନ୍ଧାରୁଆରୁ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ଏବେ ପୋଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଛି। ମହିଳାଙ୍କ ଡିଜିଟାଲ୍ ଫିଙ୍ଗର ପ୍ରିଣ୍ଟରୁ ପରିଚୟ ମିଳିଛି । ମୃତ ମହିଳା ଭୁବନେଶ୍ୱରର ବୋଲି ଜଣାପଡିଛି । ଖୁବଶୀଘ୍ର ସମସ୍ତ ତଥ୍ୟ କମିଶନରେଟ୍‌ ପୋଲିସ

ଉଦ୍‌ଘାଟନ ହେବ ହିଞ୍ଜିଳିକାଟୁର ବହୁ ପ୍ରକଳ୍ପ

ହିଞ୍ଜିଳିକାଟୁ: ଗଞ୍ଜାମର ହିଞ୍ଜିଳିକାଟୁରେ ଆଜି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ପ୍ରକଳ୍ପର ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା

କଲର ନୁହେଁ କଣ୍ଟେଣ୍ଟ ଉପରେ ହେଉ ଚର୍ଚ୍ଚା

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ | ନୂଆ କୃଷି ଆଇନ୍‌ ସମ୍ବନ୍ଧରେ କହିବା ସହ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, କରୋନା କାଳରେ ୩ କୃଷି ଆଇନ୍‌ ଆସିଛି। କୃଷି କ୍ଷେତ୍ରରେ ସୁଧାର ପାଇଁ ନୂଆ ଆଇନ୍‌ର ଆବଶ୍ୟକତା ରହିଛି। ଦୀର୍ଘ ବର୍ଷ ହେଲା

ଏଣିକି ଆପ୍‌ରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

ଭୁବନେଶ୍ୱର: ଏଣିକି ଅନଲାଇନରେ ହେବ ସବୁ କାଗଜପତ୍ର କାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ପରିବହନ ସେବା ସମ୍ପର୍କିତ ୯ ଗୋଟି ଅନଲାଇନ୍ ସେବାର ଶୁଭାରମ୍ଭ । ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟ କରିବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲର୍ଣ୍ଣର୍ସ

ତେଲ ଦର ବୃଦ୍ଧିର ଜବାବ ରଖିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ସଂସଦରେ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଆଲୋଚନା।ତେଲ ଦର ବୃଦ୍ଧି ପ୍ରସଙ୍ଗରେ ଧର୍ମେନ୍ଦ୍ର ରାଜ୍ୟସଭାରେ ଜବାବ ରଖି କହିଛନ୍ତି ଯେ, ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆନ୍ତର୍ଜାତୀୟ ମୂଲ୍ୟ ପ୍ରଣାଳୀରେ ସ୍ଥିରିକୃତ ହେଉଛି। ତେବେ କିଛି ତତ୍ୱ ଏହାକୁ

ନିଖୋଜ ୨ ଓଡିଆ ପୁଅଙ୍କ ନାଁ ଘୋଷଣା

ଭଦ୍ରକ: ଉତ୍ତରାଖଣ୍ଡରେ ଘଟିଥିବା ପ୍ରକୃତିର ଭୟାନକ ତାଣ୍ଡବରେ ନିଖୋଜ ହୋଇଯାଇଥିବା ଥିବା ୨ ଓଡିଆ ପୁଅଙ୍କ ନାଁ ଘୋଷଣା କରାଯାଇଛି। ତେବେ ଗତକାଲି ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ଯଶୀପୁର ପଞ୍ଚାୟତର କୁଦକାନ୍ଥି ଗାଁର ନାଗାର୍ଜୁନ ଦାସ ନିଖୋଜ ହୋଇଥିବା ବେଳେ ଅନ୍ୟଜଣେ ହେଲେ

ଧଳା ଜହର କବଜାରେ ଭଦ୍ରକ, ୭ ଗିରଫ

ଭଦ୍ରକ: ପୁଣି ଥରେ ଭଦ୍ରକ ଜିଲ୍ଲାରୁ ଜବତ ହେଲା ବ୍ରାଉନସୁଗାର ଆଉ ଏଥିସହ ଜବତ ହୋଇଛି ବନ୍ଧୁକ ଓ ବିଭିନ୍ନ ପ୍ରକାର ମାରାଣାସ୍ତ୍ର | ଭଦ୍ରକ ଗ୍ରାମାଞ୍ଚଳ ଥାନାର ବିଭିନ୍ନ ଅଞ୍ଚଳରୁ ୫୧୬ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ପୋଲିସ | ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୫୦ ଲକ୍ଷ

ବ୍ରହ୍ମପୁରରେ ଲଜ୍ଜା: ନାବାଳିକା ସହ ଗଣଦୁଷ୍କର୍ମ

ବ୍ରହ୍ମପୁର: ୧୦ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ | ନାବାଳିକା ଜଣକ ଘରେ ଏକୁଟିଆ ଥିବା ସମୟରେ ୩ଜଣ ନାବାଳକ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ସଦରଥାନା ଅନ୍ତର୍ଗତ ଏକ ଗାଁରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଅଭିଯୋଗ ଆସିବା ପରେ ପୋଲିସ ୩ ନାବାଳକଙ୍କୁ ପଚରାଉଚରା