Odia News Portal
Browsing Tag

odisha news

ସଂସଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ସଂସଦରେ ଚାଲିଛି ବଜେଟ ଅଧିବେଶନ । ପରମ୍ପରା ଅନୁସାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ଆଜି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି, କରୋନା କାଳରେ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ପୂଜା ଥାଳିରେ ରଖନ୍ତୁ ନାହିଁ ଏହି ଜିନିଷ….

ଭୁବନେଶ୍ବର: ହିନ୍ଦୁ ଧର୍ମରେ ପୂଜାପାଠର ଅନେକ ମହତ୍ତ୍ୱ ରହିଛି। ଘରେ ଭଗବାନଙ୍କ ପୂଜା କଲେ ସକାରାତ୍ମକ ଶକ୍ତି ପ୍ରବାହ ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ ବୋଲି କୁହାଯାଏ। ସେଥିପାଇଁ ଯେଉଁ ଘରେ ସକାଳେ ସନ୍ଧ୍ୟାରେ ଭଗବାନଙ୍କ ପୂଜାର୍ଚ୍ଚନା ହୋଇଥାଏ ସେହି ଘରେ ସର୍ବଦା ଭଗବାନଙ୍କ

ମୃତ୍ୟୁ ରହସ୍ୟ ଖୋଲିବ ବଏଫ୍ରେଣ୍ଡ୍

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଗିରଫ ହେଲା ବଏଫ୍ରେଣ୍ଡ୍ ରାକେଶ ସ୍ୱାଇଁ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ମୃତ ଝରାଫୁଲଙ୍କ ବଏଫ୍ରେଣ୍ଡ୍ ରାକେଶ ସ୍ୱାଇଁଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି ।ତେବେ ଗିରଫ ପରେ ରାକେଶକୁ ଏୟାର ଫିଲ୍ଡ ପୋଲିସ

ଦୁଷ୍କର୍ମ ଉଦ୍ୟମ, ନାବାଳିକା ସଙ୍କଟାପନ୍ନ

ବ୍ରହ୍ମପୁର: ରାଜ୍ୟରେ ଥମୁନି ଲଜ୍ୟା | ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଚିକିଟି ସୋରଳରେ ଅଭାବନୀୟ ଘଟଣା । ଦୁଷ୍କର୍ମ ଉଦ୍ୟମ ପରେ ନାବାଳିକାର ବେକ କାଟିଲା ଯୁବକ । ସୋରଳ ଓଡ଼ିଆ କଲୋନୀରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନାନୁଯାୟୀ, ଗୋଳନ୍ଥରାର ସୋରଳ ଓଡ଼ିଆ କଲୋନୀର

ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ

ରାୟଗଡା: ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସନ ନିକଟସ୍ଥ ମୁନିଖୋଲ ରେଳ ଫାଟକ ନିକଟରେ ଆଜି ଏକ ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଛି | ଉକ୍ତ ଟ୍ରେନଟି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରୁ ଛତିଶଗଡର ଅମୁଲାଇ ଯାଉଥିବା ବେଳେ ଡାଉନ ଲାଇନରେ ଚାରୋଟି ବଗି ଲାଇନଚ୍ୟୁତ ହୋଇଛି |

ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିଲେ ଦିଲ୍ଲୀପ

ବ୍ରହ୍ମପୁର: ବ୍ରହ୍ମପୁର ମାଟି ପାଇଁ ପୁଣି ଏକ ନୂତନ ସମ୍ଭାବନା ସହ ଏକ ଗୌରବମୟ ଫର୍ଦ୍ଧରେ ନିଜର ନାମକୁ ଲେଖାଇଲେ ଦିଲ୍ଲୀପ। ଦିଲ୍ଲୀପ ମହାରଣା ପିତା ଭଗବାନ ମହାରଣା ପେସାରେ ଜଣେ ବଢ଼େଇ | ବାପାଙ୍କର କାମକୁ ଦେଖି ଦେଖି ଦିଲ୍ଲୀପ ଆରମ୍ଭ କରିଥିଲେ ସୂକ୍ଷ୍ମ କଳା କରିଗରୀର କାମ । ତେବେ

ବାରହା ଫାଶରେ ପଡ଼ିଲା ବାଘ

ବ୍ରହ୍ମପୁର: ବାରହା ଜାଲରେ ପଡିଲା ବାଘ। ବାରହା ଶିକାର ପାଇଁ ବିଛା ହୋଇଥିବା ଜାଲରେ ଫସିଯାଇଛି ବାଘ | ବୁଗୁଡା-ମାଣିତରା ରାସ୍ତାର ବଡପଥର ଗାଁରେ ଏଭଳି ଘଟଣା ଘଟିଛି। ଆଜି ଜଙ୍ଗଲି ଜନ୍ତୁ ପାଇଁ ବଛା ଯାଇଥିବା ଜାଲରେ ପଡି ଯାଇଥିଲା ଚିତାବାଘ । ଗଞ୍ଜାମ ଜିଲ୍ଲା ବୁଗୁଡା ବନବିଭାଗର ନଗୁଡୁ

ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟ ପାଇଁ ହିତକର ନାଲି କଦଳୀ

ଭୁବନେଶ୍ୱର : କଦଳୀ ଖାଇବାକୁ ସାଧାରଣତଃ ବହୁତ ଲୋକ ପସନ୍ଦ କରନ୍ତି ।ଆପଣ ସାଧାରଣତଃ ହଳଦିଆ ଚୋପା ବିଶିଷ୍ଠ କଦଳୀ ଖାଇଥିବେ ।କିନ୍ତୁ ନାଲି ଚୋପା କଦଳୀ ସମ୍ଭବତଃ ବହୁତ କ ଲୋକ ଖାଇଥିବେ । ଆଶ୍ଚର୍ଯ୍ୟ ଲାଗୁଛି କି ? ହଁ , ଆଜ୍ଞା ନାଲି କଦଳୀ ବି ଅଛି ।ତେବେ ଏହି ନାଲି କଦଳୀ ଖୁବ ସ୍ୱାଦିଷ୍ଟ