Odia News Portal
Browsing Tag

odisha news

ଘରେ‌ ଲାଗିଲା ନିଆଁ, ୪ ଗୁରୁତର

ଝାରସୁଗୁଡ଼ା: ନିଆଁରେ ପୋଡି ୪ ଗୁରୁତର। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ହରିଓମ୍‌ ବିହାରରେ ଗତରାତିରେ ଏହିଭଳି ଅଭାବନୀୟ ଘଟଣା ଘଟିଯାଇଛି। ଘରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ୪ ଜଣ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ବୃଦ୍ଧା, ତାଙ୍କ ପୁଅ, ବିବାହିତା ଝିଅ

ସୋମବାର ବିଶେଷ ଉପାୟରେ କରନ୍ତୁ ଶିବ ଆରାଧନା

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଏ। ସୋମବାର ଦିନଟି ଭଗବାନ ଶିବଙ୍କୁ ସମର୍ପିତ। ସୋମବାର ଦିନ ଭଗବାନ ଶିବଙ୍କୁ ଆରାଧନା କରାଯାଇଥାଏ। ଶିବ ଭକ୍ତ ସୋମବାର ଦିନ ବ୍ରତ ପାଳନ କରିଥାନ୍ତି। ତେବେ ଦେବଙ୍କ ଦେବ ମହାଦେବ ଭକ୍ତଙ୍କ ଉପରେ ଖୁବ୍ ଶୀଘ୍ର

ନଦୀରେ ବୁଡ଼ି ଜଣେ ମୃତ, ଜଣେ ଗୁରୁତର

ସୁନ୍ଦରଗଡ: ପିକନିକରେ ଯାଇ ନଈରେ ଗାଧୋଇବା ବେଳେ ପାଣିରେ ବୁଡିଗଲେ ୨ ସାଙ୍ଗ । ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ କୋଏଲ ନଦୀରେ ପୁଣି ଥରେ ଘଟିଛି ଅଭାବନୀୟ ଘଟଣା । ତେଟରକେଲା ଘାଟରେ ପିକ୍‌ନିକ କରୁଥିବା ବେଳେ ୨ ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର

ନିର୍ମାଣଧୀନ ବ୍ରିଜ୍ ଭୁଶୁଡି ଜଣେ ମୃତ

ଉମରକୋଟ: ନିର୍ମାଣଧୀନ ବ୍ରିଜ୍ ଭୁଶୁଡି ଜଣେ ମୃତ ଏବଂ ୩ ଗୁରୁତର।  ଶ୍ରମିକଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବଡକୁମାରୀ ବ୍ଳକ ଅନ୍ତର୍ଗତ ତାଲାପଦର ବ୍ରିଜ କାର୍ଯ୍ୟ ଚାଲୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।ତେବେ ୩ ଜଣ ଗୁରୁତର ପୁରୀ ଜିଲ୍ଲାର ବୋଲି ସୂଚନା ମିଳିଛି।

ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ: ଜନ୍ମମାଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ|ଆଜି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଅନୁଗୁଳ ଗସ୍ତ କରିଛନ୍ତି । ନିଜ ପୈତୃକ ଗାଁ ନାଲମରେ ପହଁଚିଛନ୍ତି କେନ୍ଦ୍ରମନ୍ତ୍ରୀ । ତାଙ୍କ ସହିତ ତାଙ୍କ ସମସ୍ତ ପରିବାର ସଦସ୍ୟ

କହୁ କହୁ କହିଦେଲା କ୍ରାଇମ୍ ଷ୍ଟୋରି ….

ଭୁବନେଶ୍ୱର: ୬ ମାସ ତଳର ମର୍ଡର ମିଷ୍ଟ୍ରିର ପର୍ଦ୍ଦାଫାଶ । କହୁ କହୁ ସାଥି ଅନ୍ତେବାସୀଙ୍କ ନିକଟରେ ସତ କହିଦେଇଥିଲା ଅଭିଯୁକ୍ତ । ଜେଲର ଚାରିକାନ୍ଥ ଭିତରେ ନିଜ କଳା କାରନାମାର ପର୍ଦ୍ଦାଫାସ କରିଛି ନୟାପଲ୍ଲୀ ତୁଳସୀ ଦେଈ ହତ୍ୟାକାଣ୍ଡର ଅଭିଯୁକ୍ତ ।ପ୍ରେମିକାକୁ ଖୁସି କରିବାକୁ ଲୁଟ୍ କରି

ପୁଣି ଫେରିଲା କଣ୍ଟେନମେଣ୍ଟ କଟକଣା

ଆଠଗଡ଼: ଆଠଗଡ଼କୁ ପୁଣି ଫେରିଲା କଣ୍ଟେନମେଣ୍ଟ କଟକଣା । କଟକ ଜିଲ୍ଲା ଆଠଗଡ଼ ବ୍ଳକ୍‌ ରାଧାକୃଷ୍ଣପୁର ଖଣ୍ଡୁଆଳି ଗାଁରେ ୧୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୬ ଜଣଙ୍କ ମଧ୍ୟରେ ୬ଜଣ ମହିଳା, ୫ଜଣ ପୁରୁଷଙ୍କ ସମେତ ୫ ଛୁଆ ଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ

୧୬ରୁ ଦେଶରେ ଟିକାକରଣ

ନୂଆଦିଲ୍ଲୀ: ଜାନୁଆରୀ ୧୬ରୁ ସାରା ଦେଶରେ ଟିକାକରଣ । ଜାନୁଆରୀ ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ ଆରମ୍ଭ ହେବ। ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । ପ୍ରଥମ ପର୍ଯ୍ୟାୟରେ ଦେଶରେ ପ୍ରାୟ ୩ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବାର ଯୋଜନା କରାଯାଇଛି ।

ତାସ୍‌ ଖେଳରୁ ନିର୍ମମ ହତ୍ୟା !

ନୀଳଗିରି: ଝିମିଟି ଖେଳରୁ ମହାଭାରତ । ତାସ୍‌ ଖେଳରୁ ନିର୍ମମ ହତ୍ୟା | ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତୈଲାସାହି ନିକଟରେ ଘଟିଛି ଏହି ଭଳି ଅଭାବନୀୟ ଘଟଣା । ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ମିତ୍ରପୁର ନିକଟ