Odia News Portal
Browsing Tag

odisha news

୪ ଦିନ ରେ ୪ ଡିଗ୍ରୀ।

ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଭୁବନେଶ୍ବର ସମେତ ପଶ୍ଚିମ ଓଡ଼ିଶାର କେତେକ ସହରର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ସର୍ବନିମ୍ନ ତାପମାତ୍ରାରେ

ଆଜିର ରାଶିଫଳ।

ମେଷ : ଆଜି ଆପଣ ଆଲସ୍ୟ ଏବଂ ବ୍ୟଗ୍ର ଅନୁଭବ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ଅନ୍ୟଥା କାମ ବିଗିଡ଼ି ପାରେ। ଚାକିରି, ବ୍ୟାପାର କିମ୍ବା ଘରେ କାହାକୁ ଦୁଃଖ ଯେପରି ନ ପହଁଞ୍ଚିବ ଏହାର ଧ୍ୟାନ ରଖିବେ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ଯିବାକୁ ହୋଇପାରେ।

ବିଧାନସଭାରେ ପିଏମ୍‌ଜି ତାତି

ବିଜେପି ଯୁବମୋର୍ଚ୍ଚା କର୍ମୀ ଓ ପୁଲିସ୍‌ ମଧ୍ୟରେ ଗତ ମଙ୍ଗଳବାର ଦିନ ହୋଇଥିବା ସଂଘର୍ଷକୁ ନେଇ ବୁଧବାର ଦିନ ବିଧାନସଭା ହୁଲସ୍ତୁଲ ହୋଇଛି। ଏହି ପ୍ରସଙ୍ଗକୁ ଗଣ୍ଠି କରି ବିଜେପି ଲଗାତାର ଭାବେ ସରକାରଙ୍କୁ ଟାର୍ଗେଟ୍‌ କରିଥିଲା। ବିଜେଡି ବି କଡ଼ା ଭାଷାରେ ଜବାବ ଦେଇଥିଲା। ନବ ଦାସ

ପରଲୋକରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ

ଅକାଳରେ ଚାଲିଗଲେ ପିଣ୍ଟୁ ନନ୍ଦ। ଅଭିନୟର ବିଭିନ୍ନ ରଙ୍ଗ ପରଶି ଓଡ଼ିଆ ଦର୍ଶକଙ୍କ ମନମୋହୁଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କ ଅଭିନୟ ଜୀବନ ରଙ୍ଗମଞ୍ଚରେ ସମାପ୍ତ ହୋଇଛି। ଜୀବନ ନାଟକରେ ଯବନିକା ପଡ଼ିଛି ତାଙ୍କ ଭୂମିକାର। କିଛି ମାସ ହେବ ଲିଭର ସିରୋସିସ୍ ଭଳି ଦୂରାରୋଗ୍ୟ ବ୍ୟାଧି ସହ ଲଢ଼ୁଥିବା

ଖୁବଶିଘ୍ର ୪୦ହଜାର ଶିକ୍ଷକଙ୍କୁ ମିଳିବ ନିଯୁକ୍ତି:ସମୀର ରଞ୍ଜନ ଦାଶ

ଖୁବ୍ ଶୀଘ୍ର ପ୍ରାଥମିକ ସ୍କୁଲ ପାଇଁ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ପ୍ରକାଶ ସରିଛି। ସେହିପରି ହାଇ ସ୍କୁଲ ପାଇଁ ମଧ୍ୟ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ମଧ୍ୟ ବାହାରି ସାରିଛି। ମୋଟ ୪୦ ହଜାର ନିଯୁକ୍ତି ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାର ପଦକ୍ଷେପ

ହୋମଗାର୍ଡଙ୍କୁ ଧରିଲା ଭିଜିଲାନ୍ସ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖନ୍ତାପଡ଼ା ଥାନା ଏଏସ ଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶିକାନ୍ତ ମହାପାତ୍ର । ଏକ ମାମଲା ରଫାଦଫା କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସେମାନଙ୍କୁ ଧରିଛି ଭିଜିଲାନ୍ସ। ଖନ୍ତାପଡ଼ା ଥାନା ପୋଲିସ କିଛି ଦିନ

ପୋଲରୁ ଅଟୋ ଖସି ୪ ଗୁରୁତର

ମୋହନା ଥାନା ଚାନ୍ଦିପୁଟ ହାଟପଦା ନିକଟରେ ମର୍ମନ୍ତୁଦ ସଡକ ଦୂର୍ଘଟଣା ।ବାଇକକୁ ପିଟି ପୋଲ ତଳକୁ ଖସିଲା ଅଟୋ । ଦୂର୍ଘଟଣାରେ ୬ ଜଣଙ୍କ ମଧ୍ୟରେ ୪ଜଣ ଗୁରୁତର ହୋଇ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

 ନଡ୍ଡାଙ୍କୁ ଟ୍ୟାଗ୍ କରି ସସ୍ମିତ ପାତ୍ରଙ୍କ ଟୁଇଟ୍

ଗତକାଲିର ଘଟଣା ନେଇ ଜେପି ନଡ୍ଡାଙ୍କ ଦୃଷ୍ଟି ଆକର୍ଷଣ କଲେ ସସ୍ମିତା । ଜେପି ନଡ୍ଡାଙ୍କୁ ଟ୍ୟାଗ୍ କରି ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଟୁଇଟ୍ । ଆପଣଙ୍କ କର୍ମକର୍ତ୍ତା ପୋଲିସକୁ କିଭଳି ନିର୍ଦ୍ଦୟ ପିଟୁଛନ୍ତି ଦେଖନ୍ତୁ ଲେଖିଛନ୍ତି ।

ଗାଁରେ ବୁଲୁଛି ବାଘ

ବଡଗାଁ ବାନାଞ୍ଚଳ ପାମରା ଜଙ୍ଗଲ ନିକଟରେ ବୁଲୁଛି କଲରାପତରିଆ ବାଘ। ସକାଳୁ ଲୋକେ ଜଙ୍ଗଲ ଆଡକୁ ଯାଉଥିବା ବେଳେ ପାହାଡ ତଳେ ଏକ ବାଘ ଯାଉଥିବାର ଦେଖି ଲୋକେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ। ପରେ ବନବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କ ସହାୟତାରେ ବାଘକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ। ତେବେ

ମାର୍ଚ୍ଚ ମାସର ପ୍ରତି ବୁଧବାର ହେବ ଜିରୋ ଟଲରାନ୍ସ ଡେ

କୋରାପୁଟ ଜିଲ୍ଲାରେ ଗାଡିମଟର ଚେକିଂ ଜୋରଦାର ଚାଲିବ । ଏନେଇ ଏସପି ଅଭିନବ ସୋନକର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମାସର ପ୍ରତି ବୁଧବାର ଦିନକୁ ଜିରୋ ଟଲରାନ୍ସ ଦିନ ଭାବେ ପାଳନ କରାଯିବ । ଏହି ଦିନ ୨୪ ଘଣ୍ଟା ଧରି ଗାଡି ଚେକିଂ ଜୋରଦାର ଚାଲୁ ରହିବ । ବିଶେଷ କରି ହେଲମେଟ,