Odia News Portal
Browsing Tag

odisha news

ଆଜି ସରୁଛି ଚାନ୍ଦିପୁର ଆଇଟିଆର୍ ହନିଟ୍ରାପ୍ ମାମଲାର ଅଭିଯୁକ୍ତ ବାବୁରାମଙ୍କ ରିମାଣ୍ଡ: ସତ ଓଗାଳୁଛନ୍ତି ଅଭିଯୁକ୍ତ

ଆଜି ସରୁଛି ଚାନ୍ଦିପୁର ଆଇଟିଆର୍ ହନିଟ୍ରାପ୍ ମାମଲାର ଅଭିଯୁକ୍ତ ବାବୁରାମ ଦେଙ୍କ ରିମାଣ୍ଡ। ବାବୁରାମଙ୍କ ରିମାଣ୍ଡର ଆଜି ହେଉଛି ଶେଷ ଦିନ। ଏହି ରିମାଣ୍ଡ ସମୟରେ ଅଭିଯୁକ୍ତ ବାବୁରାମ ଦେ ପୁଲିସ ଆଗରେ ସତ ଓଗାଳିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ଚାନ୍ଦିପୁର ଥାନା

ଓଡିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ,କ୍ରୀଡା ପ୍ରୋତ୍ସାହନରେ ଶ୍ରେଷ୍ଠ ରାଜ୍ୟ

କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ଆକ୍ସନ ଲୁକ୍ ରେ ପ୍ରିୟଙ୍କା

ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କର ଆଗାମୀ ୱେବ ସିରିଜ ‘ସିଟାଡେଲ’ର ପ୍ରଥମ ଲୁକ ଶେୟାର କରିଛନ୍ତି। ଏହି ୱେବ ସିରିଜରେ ଅଭିନେତ୍ରୀ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରୁଛନ୍ତି। ପ୍ରଥମ ଲୁକରେ ପ୍ରିୟଙ୍କା ଏକ ଲାଲ ରଙ୍ଗର ପୋଷାକରେ ଆକ୍ସନ କରୁଥିବା ନଜର ଆସିଛନ୍ତି। ରିଚାର୍ଡ

ବୋଦ୍ଧସ୍ତୂପ ଖନନରୁ ପଦ୍ମପାଣି ବୋଧିସତ୍ତ୍ୱଙ୍କ ଭଗ୍ନ ବିଗ୍ରହ ଓ ।ବୁଦ୍ଧମସ୍ତକ ଆବିଷ୍କୃତ ହୋଇଛି।

ଲଳିତଗିରି-ରତ୍ନଗିରି-ଉଦୟଗିରି ହୀରକ ତ୍ରିଭୁଜ ଅନ୍ତର୍ଗତ ଶୁଖୁଆପଡ଼ା ପାହାଡ଼ର ପାରାଭାଡ଼ି ବୋଦ୍ଧସ୍ତୂପ ଖନନରୁ ପଦ୍ମପାଣି ବୋଧିସତ୍ତ୍ୱଙ୍କ ଭଗ୍ନ ବିଗ୍ରହ ଓ ମାଟିପାତ୍ରରେ ଥିବା ବୁଦ୍ଧମସ୍ତକ ଆବିଷ୍କୃତ ହୋଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପୁରୀ ସର୍କଲ

ଜାଣନ୍ତୁ ଆଜିର ରାଶିଫଳ

ମେଷ : ସ୍ଵଭାବରେ ଉଗ୍ରତା ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ଶାରୀରିକ ତଥା ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। କମ ସଫଳତା ମିଳିବାରୁ ନିରାଶା ହୋଇପାରନ୍ତି। ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ। ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ କରିବା

ଆମେରିକା-ବ୍ରିଟେନ ପରେ ଏବେ କାନାଡାରେ ଟିକଟକ ଉପରେ ଲାଗିଲା ପ୍ରତିବନ୍ଧକ, କର୍ମଚାରୀ କରିପାରିବେ ନାହିଁ ବ୍ୟବହାର

କାନାଡା ସରକାର ସର୍ଟ-ଫର୍ମ ଭିଡିଓ ଆପ ଟିକଟକକୁ ବ୍ୟାନ କରିଦେଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

୬୮ ଫେରାର ଡାକ୍ତରଙ୍କୁ ଖୋଜୁଛି ସରକାର

ରାଜ୍ୟରେ ବିଗୁଡୁଛି ସ୍ବାସ୍ଥ୍ୟ ସେବା। କାମରେ ଅବହେଳା କରୁଛନ୍ତି ସରକାରୀ ଡାକ୍ତର। ଛୁଟି ନ ନେଇ ନିଜ ଘର କାମରେ ବ୍ୟସ୍ତ ରହୁଛନ୍ତି। ଏପଟେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ଡାକ୍ତରଖାନାରୁ ନିରାଶ ହୋଇ ଫେରୁଛନ୍ତି। ଆଉ ରାଜ୍ୟରେ ଡାକ୍ତର ଅଭାବ ଓ ଡାକ୍ତରଙ୍କ ଶୃଙ୍ଖଳା ବାବଦରେ ଆଜି ବଡ

ଓଡ଼ିଶାରେ ଅଲିଭ ରିଡଲେ କଇଁଛ ଅଣ୍ଡାଦାନରେ ରେକର୍ଡ

ଚଳିତ ବର୍ଷ ଓଡ଼ିଶାରେ ଅଲିଭ ରିଡଲେ କଇଁଛ ଅଣ୍ଡାଦାନରେ ରେକର୍ଡ ହୋଇଛି । ଆଜି ସକାଳ ସୁଦ୍ଧା ୫ ଲକ୍ଷ ୫୭ ହଜାର ଅଣ୍ଡାଦାନ ହୋଇଥିବା ରେକର୍ଡ ହୋଇଛି । ଯାହା ଗତବର୍ଷ ତୁଳନାରେ ଖୁବ୍ ଅଧିକ । ଗତବର୍ଷ ୫ ଲକ୍ଷ ୫୦ ହଜାର ପାଖାପାଖି ଅଣ୍ଡା ଦେଇଥିଲେ ଅଲିଭ ରିଡଲେ କଇଁଛ । ଚଉଡା ସମୁଦ୍ର କୁଳରେ

ଓଡ଼ିଶାରେ ପୁଞ୍ଜି ନିବେଶ କରିବ ରିଲାଏନ୍ସ; ନବୀନଙ୍କୁ ପ୍ରତିଶ୍ରୁତି ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଜଣାଶୁଣା ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଓଡ଼ିଶାରେ ରିଲାଏନ୍ସ ଗ୍ରୁପର ଭବିଷ୍ୟତ ନିବେଶ ଯୋଜନା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ

ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଜଣାଶୁଣା ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଓଡ଼ିଶାରେ ରିଲାଏନ୍ସ ଗ୍ରୁପର ଭବିଷ୍ୟତ ନିବେଶ ଯୋଜନା