ମାର୍ଚ୍ଚ ମାସର ପ୍ରତି ବୁଧବାର ହେବ ଜିରୋ ଟଲରାନ୍ସ ଡେ
କୋରାପୁଟ ଜିଲ୍ଲାରେ ଗାଡିମଟର ଚେକିଂ ଜୋରଦାର ଚାଲିବ । ଏନେଇ ଏସପି ଅଭିନବ ସୋନକର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମାସର ପ୍ରତି ବୁଧବାର ଦିନକୁ ଜିରୋ ଟଲରାନ୍ସ ଦିନ ଭାବେ ପାଳନ କରାଯିବ । ଏହି ଦିନ ୨୪ ଘଣ୍ଟା ଧରି ଗାଡି ଚେକିଂ ଜୋରଦାର ଚାଲୁ ରହିବ । ବିଶେଷ କରି ହେଲମେଟ,!-->…
