Odia News Portal
Browsing Tag

odisha news

ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ବାଲେଶ୍ବରରେ ଜଣେ ଗିରଫ

ପ୍ରତିରକ୍ଷା ତଥ୍ୟ ପୁଣି ଥରେ ପ୍ରଘଟ ହୋଇଛି। ହନିଟ୍ରାପ୍‌ର ଶିକାର ହୋଇ ପାକିସ୍ତାନକୁ ଗୁପ୍ତ ତଥ୍ୟ ‌ଯୋଗାଇବା ଅଭିଯୋଗରେ ବାଲେଶ୍ବର ପୁଲିସ ଜଣଙ୍କୁ ଗିରଫ କରିଥିବା ଶୁକ୍ରବାର ସୂଚନା ଦେଇଛି। ଆଇଟିଆର ତଥ୍ୟ ଲିକ୍ ଅଭିଯୋଗରେ ବାଲେଶ୍ୱର ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ହୋଇଥିବା

ସ୍ତ୍ରୀଙ୍କ ପାଇଁ ମନ୍ଦିର ତୋଳିଲେ ସ୍ୱାମୀ : କାମ ସମ୍ପୂର୍ଣ୍ଣ ୮କୋଟି ଟଙ୍କା ଖର୍ଚ୍ଚ

ଇତିହାସ ସାକ୍ଷୀ ଅଛି ସ୍ତ୍ରୀ ମମତାଜଙ୍କ ପାଇଁ ସ୍ୱାମୀ ଶାହାଜାହାନ ଗଢ଼ିଥିଲେ ତାଜମହଲ । ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକ୍କଣା ଗାଁରେ ବୈଜୟନ୍ତୀ ଲେଙ୍କାଙ୍କ ପାଇଁ ସ୍ୱାମୀ କ୍ଷେତ୍ରବାସୀ ଲେଙ୍କା ଗଢ଼ିଛନ୍ତି ସନ୍ତୋଷୀ ମା’ଙ୍କ ମନ୍ଦିର । ୬୪ ଫୁଟ ଉଚ୍ଚତା ବିଶିଷ୍ଟ ସନ୍ତୋଷୀଙ୍କ

ଆଜିଠୁ ଆରମ୍ଭ ହେବ ୭୧ ତମ ଜାତୀୟ ସହର ଯୋଜାନାକାରୀଙ୍କ ସମ୍ମିଳନୀ

ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ୭୧ ତମ ଜାତୀୟ ସହର ଯୋଜାନାକାରୀଙ୍କ ସମ୍ମିଳନୀ ।  ତିନିଦିନିଆ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏହା ସହ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷାଦେବୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ରୋହିତ ପୂଜାରୀ ଓ ମେୟର

ରାଜ୍ୟ ଏଲୋପାଥିକ ଡାକ୍ତରଙ୍କୁ ନିର୍ଦ୍ଦେଶ ଜାରି, ମେ ଶେଷ ସୁଦ୍ଧା କରିବେ ସାର୍ଟିଫିକେଟ ଅପଲୋଡ

ରାଜ୍ୟରେ ଥିବା ନକଲି ଡାକ୍ତରଙ୍କୁ ଚିହ୍ନଟ କରାଯିବ। ଯେଉଁ ଡାକ୍ତରମାନେ ନିଜକୁ ନିର୍ଦ୍ଦିଷ୍ଟ ବିଭାଗର ବିଶେଷଜ୍ଞ ବୋଲି ଦର୍ଶାଇ ରୋଗୀ ଚିକିତ୍ସା କରୁଛନ୍ତି ସେମାନଙ୍କର ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ କରାଯିବ। ନିକଟରେ ହାଇକୋର୍ଟ ଏଭଳି ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ

ମହାନଦୀ ଗଣ୍ଡରେ ଖେଳୁଛନ୍ତି ୪ ପ୍ରଜାତିର ଘଡିଆଳ

ସାତକୋଶିଆ ହେଉଛି ଜୈବ ବିବିଧତାର ଅନନ୍ୟ ଉଦାହରଣ। ମହାନଦୀର ବିରାଟ ଗଣ୍ଡ ଦୁଇ ପାର୍ଶ୍ବରେ ଏଠି ପ୍ରକୃତି ନିଜର ବିବିଧତାକୁ ପରିପୁଷ୍ଟ କରିଛି। ସାତକୋଶିଆର ମହାନଦୀ ଗଣ୍ଡରେ ଗଲା ଚାରିବର୍ଷ ତଳୁ ଆରମ୍ଭ ହୋଇଥିବା ଘଡ଼ିଆଳ ପ୍ରକଳ୍ପ ଜରିଆରେ ଏ ବିବିଧତାକୁ ପରିପକ୍ବ କରିବାକୁ ଉଦ୍ୟମ କରାଯାଇଛି।

ଜେରା ହେବେ ସୋନାଲି

ଗତ ବର୍ଷ ଜାନୁଆରୀ ମାସ ୩୦ ତାରିଖରେ ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା କରିଥିଲେ । ସୌମ୍ୟଙ୍କ ମୃତ୍ୟୁ ପଛରେ ତାଙ୍କର ପ୍ରେମିକା ସୋନାଲି ଦାୟୀ ବୋଲି ସୌମ୍ୟଙ୍କ ପରିବାର ଅଭିଯୋଗ କରିଥିଲେ । ଏହି ଖବର ରାଜଧାନୀ ଭୁବନେଶ୍ୱରରେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏହା ମଧ୍ୟରେ

ଫେବୃଆରୀରୁ ବଢିଲାଣି ଅସହ୍ୟ ତାତି

ଆଗାମୀ ୩ରୁ ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ସାମାନ୍ୟ ଅଧିକ ରହିବ। ମାତ୍ର ପରବର୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ଡିଗ୍ରି ଯାଏ ବୃଦ୍ଧି ହେବ। ଫେବ୍ରୁଆରି ୨୭ ଓ ୨୮ ତାରିଖ ତଥା ଆସନ୍ତା

ସଡ଼କ ଦୁର୍ଘଟଣା ପୂର୍ବବର୍ଷ ତୁଳନାରେ ୧୨.୬୪% ବୃଦ୍ଧି

ବିଧାନସଭାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟରେ ଘଟୁଥିବା ସଡ଼କ ଦୁର୍ଘଟଣା ସଂପର୍କିତ କିଛି ତଥ୍ୟ ଉପସ୍ଥାପନ କରିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ୨୦୨୧ ମସିହାରେ ସର୍ବଭାରତୀୟ ସ୍ତରରେ ସଡ଼କ ଦୁର୍ଘଟଣା

ଆୟ ବର୍ହିଭୂକ୍ତ ସମ୍ପତି ଠୁଳ ମାମଲା, ସରକାରୀ ଯନ୍ତ୍ରୀ ଗିରଫ

ଆୟ ବର୍ହିଭୁକ୍ତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସରକାରୀ ଯନ୍ତ୍ରୀ । ସମ୍ପୃକ୍ତ ଯନ୍ତ୍ରୀ ଜଣଙ୍କ ହେଲେ ବାଲେଶ୍ୱର ଜିଲା ଆର୍ ଆଣ୍ଡ୍ ଡବ୍ଲୁ ଡିଭିଜନ-୨ ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତି । ଭିଜିଲାନ୍ସ ଏକ ସଙ୍ଗରେ ଅଜୟଙ୍କ ୭ଟି ଠିକାଣ ଉପରେ ରେଡ କରିଛି । ରେଡ୍

ଯାଞ୍ଚ ହେବ ସରକାରୀ ଓ ଘରୋଇ ସଂସ୍ଥାର ଡାକ୍ତରଙ୍କ ପ୍ରମାଣପତ୍ର

ବିଭିନ୍ନ ସମୟରେ ରାଜ୍ୟରୁ ନକଲି ଡାକ୍ତର ଚିହ୍ନଟ ହେଉଛନ୍ତି । ନକଲି ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେବା ପରେ ରୋଗୀଙ୍କ ଅବସ୍ଥା ବିଗୁଡ଼ୁଥିବା ବେଳେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥାଏ । ତେଣୁ ଏହି ସମସ୍ୟାର ସମାଧାନ ସହ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ନେଇ ରାଜ୍ୟ ସରକାର