Odia News Portal
Browsing Tag

odisha news

ଅନୁପ ସାଏଙ୍କୁ ହତ୍ୟା ମାମଲା,କନେଷ୍ଟବଳଙ୍କ ବଦଳି

ଅନୁପ ସାଏଙ୍କୁ ହତ୍ୟା ଯୋଜନା । ଜଣେ କନେଷ୍ଟବଳ ହତ୍ୟା ଷଡ଼ଯନ୍ତ୍ର କରିଥିବା ସୂଚନା ମିଳିଛି । ଘଟଣା ସାମ୍ନାକୁ ଆସିବା ପରେ ଜଣେ କନେଷ଼୍ଟବଲକୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ କରାଯାଇଛି । କନେଷ୍ଟବଳ ସରୋଜ ଦାସଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଥିବା ଏସପି ସ୍ମିଥ ପରମାର

ଗହଣା ଦୋକାନରେ ଚଢ଼ାଉ

ଜିଏସଟି ଫାଙ୍କିବା ଅଭିଯୋଗରେ ଗହଣା ଦୋକାନରେ ଚଢ଼ାଉ । ସୋନପୁର ସହରର ପ୍ରତିଷ୍ଠିତ ସୁନା ଗହଣା ଦୋକାନ ଚନ୍ଦ୍ରିକା ଜ୍ୱେଲର୍ସ ସମେତ ମାଲିକଙ୍କ ଘରେ ବଲାଙ୍ଗୀର ସିଟି-ଜିଏସଟି ବିଭାଗ ପକ୍ଷରୁ ୬ ଜଣିଆ ଟିମ୍ ଏକ କାଳୀନ ଚଢ଼ାଉ କରିଛି । ବଲାଙ୍ଗୀର ସିଟି ଜିଏସଟି ବିଭାଗ ଡେପୁଟି କମିଶନର କିଶୋର

ବାପାଙ୍କ ହତ୍ୟା ଘଟଣାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ: ଦୀପାଳି ଦାସ

ନବ ଦାସ ହତ୍ୟା ପ୍ରସଙ୍ଗରେ ଝିଅ ଦୀପାଳି ଦାସ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦୀପାଳି କହିଛନ୍ତି ତାଙ୍କ ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ । ଜଣେ ଭଲ ଜଜଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ ତଦାରଖ କରୁଛି । ମୋର ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି ଆଉ ଆମ

ନବ ଦାସ ହତ୍ୟା ମାମଲା: ସାମ୍ନାକୁ ଆସିଲା ଅଭିଯୁକ୍ତ ଗୋପାଳକୁ ନେଇ ବଡ଼ ପ୍ରମାଣ

ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଏକ ବଡ଼ ପ୍ରମାଣ ସାମ୍ନାକୁ ଆସିଛି। ଗତ ଜାନୁଆରୀ ମାସ ୨୯ ତାରିଖରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏକ ସର୍ବସାଧାରଣ ବୈଠକରେ ଯୋଗଦେବାକୁ ଯାଉଥିବା ବେଳେ ତାଙ୍କୁ ଗୁଳି କରିଥିଲା। ଏଥିରେ ଜଣେ ପୋଲିସ କର୍ମଚାରୀଙ୍କୁ

ଗୋପାଳ ଦାସ ମାନସିକ ସ୍ଥିତି ଯାଞ୍ଚ ଆବେଦନ ଖାରଜ

କ୍ରାଇମ୍‌ବ୍ରାଞ୍ଚକୁ ଝଟକା । ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଯାଞ୍ଚ ନେଇ ହୋଇଥିବା ଆବେଦନ ଖାରଜ ହୋଇଯାଇଛି । ଝାରସୁଗୁଡା ଜେଏମ୍‌ଏଫ୍‌ସି-୧ କୋର୍ଟ ଏହାକୁ ଖାରଜ କରିଛନ୍ତି । ଆବେଦନ ଖାରଜ ହେବା ପରେ କ୍ରାଇମ୍‌ବ୍ରାଞ୍ଚ

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ

ରାଜ୍ୟପାଳ ଗଣେଶୀ ଲାଲ୍ ବଜେଟ୍ ଅଧିବେଶନରୁ ଆରମ୍ଭ କଲେ ତାଙ୍କ ଅଭିଭାଷଣ । ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ନେଇ ରାଜ୍ୟପାଳ ସୂଚନା ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସୁଫଳ ବଖାଣିଲେ ରାଜ୍ୟପାଳ । ମେକ୍ ଇନ୍ ଓଡିଶା କନକ୍ଲେଭ୍‌, ହକି ବିଶ୍‌ବକପ୍ ସଫଳତା ବର୍ଣ୍ଣନା କରିଛନ୍ତି

ମିଶନଶକ୍ତିର ଦାବି ପୂରଣ କଲେ ରାଜ୍ୟ ସରକାର

ଗ୍ରାମ ପଞ୍ଚାୟତ ସ୍ତରରେ କାର‌୍ୟ୍ୟ କରୁଥିବା ମିଶନ ଶକ୍ତି କର୍ମୀଙ୍କ ଦାବି ପୂରଣ କରିବେ ରାଜ୍ୟ ସରକାର । ୬ଟି କ୍ୟାଡରର ୧୨ ଜଣିଆ ପ୍ରତିନିଧି ଦଳ ମିଶନ ଶକ୍ତି ସଚିବଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସଫଳ ହୋଇଥିବା ସଂଘ ତରଫରୁ କୁହାଯାଇଛି । ପାଣି ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର

ରାଜ୍ୟରେ ପ୍ରଥମ,୫- ଟି ରୂପାନ୍ତରିତ ସ୍କୁଲରେ ଖୋଲିଲା ଭାର୍ଚୁଆଲ ରିଆଲିଟି ଲ୍ୟାବ

ରାଜ୍ୟ ସରକାର ୫- ଟି ଅଧୀନରେ ରାଜ୍ୟର ମାଧ୍ୟମିକ ସ୍କୁଲ ଗୁଡ଼ିକର ରୂପାନ୍ତରଣ କରିଛନ୍ତି। ତେବେ କନ୍ଧମାଳ ଜିଲ୍ଲାରେ ଏହି ପରିପେଖିରେ ଟିକେ ଭିନ୍ନ ତଥା ନିଆରା କରାଯାଇଛି। ଫୁଲବାଣୀ ଏଜେଓ ହାଇସ୍କୁଲ ଠାରେ ଖୋଲାଯାଇଛି ଭାର୍ତୁଆଲ ରିଆଲିଟୀ ଲ୍ୟାବ,ଯାହାକି ରାଜ୍ୟରେ ପ୍ରଥମ। ରାଜ୍ୟ ଗଣଶିକ୍ଷା

ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସରେ ହେବନି ପରିବର୍ତ୍ତନ, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଝିଅ ଓ ପୁଅମାନଙ୍କ ସର୍ବନିମ୍ନ ବିବାହ ବୟସରେ ସମାନତା ଦାବି କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହି ମାମଲାରେ ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଉଭୟ ଝିଅ ଓ ପୁଅମାନଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ ଧାର୍ଯ୍ୟ

ବିବାହ ବିବାଦକୁ କେନ୍ଦ୍ରକରି ଏସିଡ ମାଡ କଲେ ଯୁବକ

ପାରିବାରିକ ବିବାଦକୁ ନେଇ ଏସିଡ ମାଡ କଲେ ଯୁବକ | ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁର ଗାଁର ଏସିଡ ମାଡ଼ରେ ଚାରିଜଣ ଗୁରୁତର ହୋଇପଡିଛନ୍ତି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବାବେଳେ ଦୁଇ