‘ମିଷ୍ଟି’ ଯୋଜନାରେ ଓଡିଶାର ସାତକୋଶିଆ
ଉପକୂଳ ଅଂଚଳରେ ହେନ୍ତାଳବଣ ସୃଷ୍ଟି ପାଇଁ କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ‘ମିଷ୍ଟି’ ଯୋଜନା ଘୋଷଣା କରିଛନ୍ତି। ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଦେଶର ୭୫୦୦ କିମି ବ୍ୟାପି ଉପକୂଳରେ ହେନ୍ତାଳବନ!-->…