ସ୍ଥାନାନ୍ତର ହେବ ଝାରପଡ଼ା ଜେଲ୍
ଝାରପଡ଼ା ଜେଲ୍ର ସ୍ଥାନାନ୍ତର ହେବ । ସ୍ମାର୍ଟ ହେବ ଜେଲ୍ । ଜାମୁଝରୀରେ ହେବ ଏହି ସ୍ୱତନ୍ତ୍ର ଜେଲ୍ । ୫୦ ଏକର ପରିମିତ ଜାଗାରେ ନିର୍ମାଣ ହେବ । ୨୫ଶହ କଏଦୀଙ୍କ ପାଇଁ ହେବ ଜେଲ । ଏହା ହେବ ଦେଶର ସବୁଠାରୁ ବଡ଼ କାରାଗାର । ବିଦେଶର ଜେଲ ଢାଞ୍ଚାରେ ନିର୍ମାଣ ହେବ । ଏଠାରେ ରହିବ!-->…
