ପଂଚାୟତ ନିର୍ବାଚନରେ ୨୭% ଓବସି ପ୍ରାଥୀ ଦେବ ବିଜେଡି
ଭୁବନେଶ୍ୱର: ପଞ୍ଚଯାତ ନିର୍ବାଚନରେ ୨୭% ଓବସି ପ୍ରାଥୀ ଦେବା ବିଜେଡି । ପ୍ରେସମିଟରେ ଏନେଇ ସୂଚନା ଦେଲେ ରାଜା ସ୍ୱାଇଁ ଓ ଅରୁଣ ସାହୁ । ଯଦି ସମ୍ବିଧାନର ୧୨୭ତମ ସାମ୍ବିଧାନିକ ସଂଶୋଧନ କାର୍ଯ୍ୟକାରୀ ହୁଏ ତେବେ (୧୦୨ତମ ସାମ୍ବିଧାନିକ ସଂଶୋଧନ) ପୂର୍ବରୁ ଏବଂ ୦୨.୦୪.୧୯୯୩ (ଜାତୀୟ ପଛୁଆ ବର୍ଗ!-->…
