Sign in
Sign in
Recover your password.
A password will be e-mailed to you.
Browsing Tag
odisha news
କୁବେରପୁରୀରେ ଗରିବୀର ଫୁଙ୍ଗୁଳା ଚେହେରା
*ଭୋକ ମେଣ୍ଟାଇବାକୁ ଅଇଁଠା ଖଲି ଚାଟୁଛି ଶିଶୁ
*ବିକାଶର ସବୁ ସୁନେଲୀ ସ୍ୱପ୍ନକୁ ଚୁରମାର କରିପକାଇଛି ଭୋକର ଚିତ୍ର
ମୁଁ ହିମ୍ମତ ହାରି ନଥିଲି: ମିନୁ ମାନହାସ
ଛତିଶଗଡ଼: ମାଓବାଦୀଙ୍କ କବଳରୁ ଅପହୃତ ଯବାନ ରାକେଶ୍ୱର ସିଂହ ମାନହାସ ମୁକୁଳିବା ପରେ ପରିବାରେ ଖେଳିଯାଇଛି ଖୁସିର ଲହରୀ | ରାକେଶ୍ୱରଙ୍କ ମୁକ୍ତି ଖବର ପାଇବା ପରେ ସ୍ତ୍ରୀ ମିନୁ ମାନହାସ ନିଜ ପ୍ରତିକ୍ରିୟାରେ କହିଛନ୍ତି | ଆଜି ତାଙ୍କ ଜୀବନର ସବୁଠୁ ଖୁସିର ଦିନ | ମୁଁ ହିମ୍ମତ ହରାଇ ନଥିଲି!-->…
ମାଓ କବଳରୁ ମୁକୁଳିଲେ ଅପହୃତ ଯବାନ ରାକେଶ୍ୱର
ଛତିଶଗଡ଼: ଶେଷରେ ମାଓବାଦୀଙ୍କ କବଳରୁ ମୁକୁଳିଲେ ଅପହୃତ ଯବାନ ରାକେଶ୍ୱର। କୋବ୍ରା ଯବାନ ରାକେଶ୍ୱର ସିଂହ ମନହାସଙ୍କୁ ନକ୍ସଲ ଛାଡିଥିବା ସୂଚନା ମିଳିଛି। ବିଜାପୁର ନକ୍ସଲ ଆକ୍ରମଣ ପରେ ଏପ୍ରିଲ ୩ରୁ ଅପହୃତ ହୋଇଥିଲେ ଯବାନ ରାକେଶ୍ୱର ସିଂହ ମନହାସ | ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଥିବା ନେଇ!-->…
୨୪ ଘଣ୍ଟାରେ ୨୫ ଲକ୍ଷ ଜରିମାନା ଆଦାୟ
ମାସ୍କ ଓ ସାମାଜିକ ଦୂରତା ଉଲ୍ଲଂଘନକାରୀଙ୍କ ଠାରୁ ଏହି ଜରିମାନା ଅର୍ଥ ଆଦାୟ |
ମହିଳାଙ୍କୁ ସଶକ୍ତ କରିବା ପାଇଁ ନବୀନଙ୍କ ପ୍ରତିଜ୍ଞା
ମିଶନ ଶକ୍ତି କବଜ୍ଜାକୁ ଯିବ ଅବ୍ୟବହୃତ ସରକାରୀ ସମ୍ପତ୍ତି |
ବିନା ଭକ୍ତରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା !
ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ | ତେବେ ଚଳିତ ବର୍ଷ ମଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ହେବା ନେଇ ଆଶା ଆଶଙ୍କା ଦେଖା ଦେଇଛି ।ତେବେ ଏନେଇ ବିଡିଏ ଅଫିସରେ ବିଏମସି କମିସନରଙ୍କ ଅଧ୍ୟକ୍ଷତାରେ ରୁକୁଣା ରଥ ଯାତ୍ରା କରାଯିବ ସେନେଇ!-->…
ଟିକା ଅଭାବରୁ ବନ୍ଦ ହେଲା ୭୦୦ ଟିକାଦାନ କେନ୍ଦ୍ର
ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା |
ଶିକ୍ଷାନୁଷ୍ଠାନରେ ହଷ୍ଟେଲ ଛାଡ଼ିବାକୁ ବିଏମସିର ନିର୍ଦ୍ଦେଶ
ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଏହି ସମାନ ନିର୍ଦ୍ଦେଶ ଅନୁଯାୟୀ ନିୟମ ଅନୁପାଳନ |
ମହୁଲ ହଡ଼ପ କରି ମାଲାମାଲ ଠିକାଦାର
*ମଦଭାଟି ମାଲିକ ଓ ଦଲାଲଙ୍କ ପକେଟ୍ ଭର୍ତ୍ତି |
*ଉଚିତ ପାରିଶ୍ରମିକ ପାଉନାହାନ୍ତି ଆଦିବାସୀ |
