Odia News Portal
Browsing Tag

odisha news

ଖରାଦିନେ ତ୍ଵଚାର ସୁରକ୍ଷା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ…

ଭୁବନେଶ୍ବର: ଖରାଦିନେ ଚେହେରାରେ ଚମକ ଆଣିବା ପାଇଁ ଆପଣ ଅନେକ କିଛି କରିବା ସହିତ ବେଳେବେଳେ ମହଙ୍ଗା ପ୍ରଡକ୍ଟସ ମଧ୍ୟ ବ୍ୟବହାର କରିଥାନ୍ତି । ଯାହାକି ଚେହେରାକୁ ଅଧିକରୁ ଅଧିକ ଖରାପ କରିଥାଏ । ଏଥିପାଇଁ ଚେହେରାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଣିବା ପାଇଁ ଆୟୁର୍ବେଦିକ ଉପଚାର ସବୁଠାରୁ ବେଷ୍ଟ

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଛାଡିବାକୁ ନାରାଜ କର୍ମଚାରୀ

ଭୁବନେଶ୍ୱର: ଚାକିରିରେ ଯୋଗଦେବା ଦିନଠାରୁ ଗୋଟିଏ ସ୍ଥାନରେ କାମ କରୁଛନ୍ତି । କାହାର ୨୫ ବର୍ଷ ତ ଆଉ କାହାର ୩୦ବର୍ଷ । ପ୍ରଥମ ଶ୍ରେଣୀ ପାହ୍ୟାର ଅଫିସରଙ୍କ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ୧୨୦ଜଣ କର୍ମଚାରୀ କେହିହେଲେ ଦପ୍ତର ଛାଡିଯିବାକୁ ନାରାଜ । ଯେତେ ଅଭିଯୋଗ ଆସିଲେ ବି ସରକାର

ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ସମୟରେ ଦେଶରେ ଦିନକୁ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଆୟତ କରିବାକୁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ମୁତାବକ, ଏପ୍ରିଲ

ଆମେରିକାରେ ଗୁଳିକାଣ୍ଡ, ୧୦ ମୃତ

ଆମେରିକା: ଆମେରିକାର କଲରାଡୋ ସୁପର ମାର୍କେଟରେ ଭୟଙ୍କର ଗୁଳିକାଣ୍ଡ । ଜଣେ ସନ୍ଦିଗ୍ଧ ବ୍ୟକ୍ତି ଦ୍ୱାରା ହୋଇଥିବା ଗୁଳିକାଣ୍ଡ ଯୋଗୁଁ ଜଣେ ପୋଲିସ ଅଧିକାରୀଙ୍କ ସମେତ ୧୦ ଜଣଙ୍କର ଘାଟ ସ୍ଥଳରେ ମୃତ୍ୟୁ ହୋଇଛି । ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ଜଣେ ସନ୍ଧିଗ୍ଧକୁ ପୋଲିସ ହେପାଜତକୁ

ବଢୁଛି ଋଣ ଭାର

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୩ ହଜାର ୪୧୦ କୋଟି ଟଙ୍କା ରହିଛି । ଯେଉଁଥିରେ ରହିଛି ୬ ହଜାର ୩୪୭ କୋଟି ଟଙ୍କା ବୈଦେଶିକ ଋଣ । ସେହିପରି ନାବାର୍ଡ ଠାରୁ ରାଜ୍ୟ ସରକାର ୧୫ ହଜାର ୬୨୩ କୋଟି ଟଙ୍କାର ଋଣ ଆଣିଛନ୍ତି । ୫୩, ୩୮୫ କୋଟି ଟଙ୍କା

ଗାନ୍ଧୀଙ୍କୁ ଅନୁସରଣ କରନ୍ତୁ ଯୁବ ସ୍ୱେଚ୍ଛାସେବୀ: ଅରୁଣ

ଭୁବନେଶ୍ୱର: ଭାରତବର୍ଷର ବୃହତ ଯୁବଶକ୍ତିକୁ ଦେଶ ଗଠନରେ ନିୟୋଜିତ କରିବାକୁ ହେଲେ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ୱବୋଧ, ଜାତୀୟତା ଭାବ ଓ ସମାଜସେବା ଆଦି ଗୁଣର ବିକାଶ କରିବାକୁ ପଡ଼ିବା ସମାଜସେବା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଓ ଉନ୍ନତି ଆଣିପାରିଲେ ଜାତୀୟ ସେବା ଯୋଜନା ଗଠନର ଲକ୍ଷ୍ୟ ସାଧିତ