Odia News Portal
Browsing Tag

odisha

ଶନିବାର ରାତିରେ ବନ୍ୟା!

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷିଛି । ଚାରିଆଡେ଼ ଖାଲି ପାଣି ପାଣି । ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ଏସଆରସି ପ୍ରଦୀପ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

କନ୍ଧମାଳ: ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି କ୍ଷ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଡାଳଗୁମା ଗ୍ରାମ ର କମ୍ବୁ ମାଝୀ କ୍ଷ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ପୋଖରୀରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି । କୋକସରା ଥାନା

୧୮ରୁ ପୁଣି କୁଟିବ

ଭୁବନେଶ୍ୱର: ବର୍ଷାର ପ୍ରକୋପ ଟିକେ ମିଥିବା ବେଳେ ପୁଣିଥରେ ରାଜ୍ୟରେ ପ୍ରବଳ ବର୍ଷିବ । ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଗୋଟିଏ ଲଘୁଚାପ । ଆସନ୍ତା ୧୮ ତାରିଖ ବେଳକୁ ବଙ୍ଗୋପସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି ହୋଇ ୧୯ ତାରିଖରେ ପଶ୍ଚିମବଙ୍ଗର ମେଦିନୀପୁର ଓ ସଂଲଗ୍ନ ବାଲେଶ୍ୱର

ନାରୀ ନିର୍ଯାତନାରେ ଓଡ଼ିଶା ଆଗରେ

ଭୁବନେଶ୍ୱର: ସଦ୍ୟ ପ୍ରକାଶିତ ଏନସିବି ରିପୋର୍ଟ ମୁତାବକ ଓଡ଼ିଶାରେ ବଢ଼ିଛି ନାରୀ ନିର୍ଯାତନାର ସଂଖ୍ୟା । ପୁରା ଦେଶରେ ୨୦୧୯ ତୁଳନାରେ ୨୦୨୦ରେ ନାରୀ ନିର୍ଯାତନା ମାମଲା ହ୍ରାସ ପାଇଥିବା ବେଳେ ଓଡ଼ିଶାରେ କିନ୍ତୁ ରେକର୍ଡ ହୋଇଛି ନାରୀ ନିର୍ୟ୍ୟାତନା ମାମଲା । ରିପୋର୍ଟ ଅନୂଯାଇ ରାଜ୍ୟରେ

ଆଜି ରାଜ୍ୟରେ ୫ଶହ ଉପରେ କରୋନା ମାମଲା

ଭୁବନେଶ୍ୱର: ରାଜ୍ୟରେ ଦୋଳି ଖେଳୁଛି କରୋନା ମାମଲା । କେତେବେଳେ ଉପରମୁହାଁ ତ ଆଉ କେତେବେଳେ ତଳମୁହାଁ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୩୩୬ ଓ ସ୍ଥାନୀୟ ସଂକ୍ରମିତ ୨୪୪ ଜଣ ରହିଛନ୍ତି। ଚିହ୍ନଟ

୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ କୁଟିଛି । ଲଘୁଚାପ ପ୍ରଭାବରେ ଓଡ଼ିଶାର ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଏହା ଫଳରେ ରାଜ୍ୟରେ ଥିବା ନିଅଣ୍ଟିଆ ବର୍ଷା ପରିସ୍ଥିତିରେ କିଛିଟା ସୁଧାର ଆସିଛି । ତଥାପି ରାଜ୍ୟର ୯ଟି ଜିଲ୍ଲାରେ ଏବେ ବି ବର୍ଷା ନିଅଣ୍ଟ ରହିଛି ପାଣିପାଗ

ରାଜ୍ୟରେ ଲଗାଣ ବର୍ଷାରେ ୨୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଭୁବନେଶ୍ୱର: ବେହାଲ କରିଛି ବର୍ଷା । ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ୨୦ ଜିଲ୍ଲାର ୧୧୧ ବ୍ଲକ ପ୍ରଭାବିତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ ୬ ହଜାର ୬୯୬ଟି ଗାଁ ଏବଂ ୨୭ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୦ ଲକ୍ଷ ୪୬

ବଢ଼ୁଛି ବ୍ରାହ୍ମଣୀ ଓ ଜଳକା ନଦୀର ଜଳସ୍ତର

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବାଦଲ ଫଟା ବର୍ଷା ହୋଇଥିଲା । ଲଗାଣ ବର୍ଷାରେ ବଢ଼ିଛି ଜଳସ୍ତର । ଜଳକା ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ୁଛି । ନଦୀ ଫୁଲୁଥିବା ବେଳେ ପାଣି ଗାଁ ଗାାଁରେ ପଶୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏବେ ବି ଅନେକ ଲୋକ ପାଣିଘେରରେ ଫଶି ରହିଛନ୍ତି । ଯାଜପୁର

୬ ଜୀବନ ନେଲା ମହାମାରୀ

ଭୁବନେଶ୍ୱର: କମୁଛି କରୋନା ସଂକମଣ ହାର । ତେବେ ପ୍ରତିଦିନ ଗଢ଼ୁଛି ମୁଣ୍ଡ । ମୃତୁ୍ୟରେ ଲାଗୁନି ବ୍ରେକ୍ । ତଥାପି ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ରେ ସୀମିତ ରହୁଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ

ନଜର ପକାନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ କରୋନା ସଂକ୍ରମିତ ଚିହ୍ନଟ ହେଲେ…

ଭୁବନେଶ୍ୱର: ଭାଙ୍ଗୁଛି କରୋନା ଚେନ୍ । ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୫୭ କରୋନା ସଂକ୍ରମିତ । ଶୂନ୍ୟରୁ ୧୮ ମଧ୍ୟରେ ୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୨୬୫,ସ୍ଥାନୀୟ ୧୯୨ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ