ସାମ୍ଭବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୬ ଜିଲ୍ଲାରେ ଏନଡିଆରଏଫ ଟିମ୍ ନିୟୋଜିତ
ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଉପକୂଳର୍ବତ୍ତୀ ଜିଲ୍ଲା ଗୁଡିକୁ ଏନଡ଼ିଆରଏଫ ଟିମର ମୁତୟନ କାର୍ୟ୍ୟ ଆରମ୍ଭ ହୋଇଛି । ମୋଟ ୬ ଟିମ ମଧ୍ୟରେ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଭଦ୍ରକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏଁ ଟିମ ମୁତୟନ ହୋଇଛନ୍ତି । ଆଉ ଦୁଇଟି ଟିମ୍ ମଧ୍ୟ ମୁତୟନ!-->…
