Odia News Portal
Browsing Tag

odisha

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନକ ମଧ୍ୟରେ ୮୪୯ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୪୯୫ ଓ ସ୍ଥାନୀୟ ସଂକ୍ରମିତ ୩୫୪ ଜଣ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୨୦ ଜଣ ରହିଥିବା ଜଣାଯାଇଛି। ରାଜ୍ୟର ଅନୁଗୁଳ…

ପାସ୍ ହେଲା ବସ୍ତି ବାସିନ୍ଦାଙ୍କ ଭୂମି ଅଧିକାର ସଂଶୋଧନ ବିଲ୍

ଭୁବନେଶ୍ୱର: ଭୁବନେଶ୍ୱର: ହଟଗୋଳ ଭିତରେ ବିଧାନସଭାରେ ପାରିତ ହୋଇଛି ଓଡିଶା ବସ୍ତି ବାସିନ୍ଦା ମାନଙ୍କର ଭୂମି ଅଧିକାର ସଂଶୋଧନ ବିଲ। ଏହା ଦ୍ୱାରା ଯେଉଁମାନେ ବସ୍ତିରେ ଦୀର୍ଘ ଦିନ ଧରି ବାସ କରୁଥିବେ ସେମାନଙ୍କୁ ୩୦ ବର୍ଗ ମିଟର ଜାଗା ଯୋଗାଇ ଦିଆଯିବ । ଯାହା ଫଳରେ ପ୍ରଧାନମନ୍ତ୍ରୀ ଆବାସ…

ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର: ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରିଲିଭ କରାଯାଇଛି । କେନ୍ଦ୍ରରେ ଜାତୀୟ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ବା ଘୠଝଗର ଏମଡି ଭାବେ…

ଆଜି ରାଜ୍ୟରେ ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୁଧବାର ଦିନ ଯଥେଷ୍ଟ ହ୍ରାସପାଇଛି। ପୂର୍ବରୁ ଦୈନିକ ୬୦ ଉପରେ ରହୁଥିବା ମୃତ୍ୟୁସଂଖ୍ୟା ବୁଧବାର ଦିନ ୬କୁ ହ୍ରାସପାଇଛି। ଏହି ସମୟ ମଧ୍ୟରେ ଖୋର୍ଦ୍ଧା ଜିଲାରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଯାଜପୁର ଓ କଟକ…

୧୧.୩୦ ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର : ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ଆରମ୍ଭରୁ ହଟ୍ଟଗୋଳ । ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ବିଜେପି ସଦସ୍ୟଙ୍କ କାର୍ଯ୍ୟାନୁଷ୍ଠାନ ଦାବି । ମାହାଙ୍ଗା ଡବଲ ମର୍ଡର ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବିରେ ହୋହଲ୍ଲା । ଚାଷୀ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କଲେ କଂଗ୍ରେସ ସଦସ୍ୟ । ଦିନ…

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୭୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୪୩୮ ଓ ସ୍ଥାନୀୟ ସଂକ୍ରମିତ ୩୧୬ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୦୮ ଜଣ ରହିଛନ୍ତି। ଅନୁଗୁଳ ଜିଲାରୁ ୧୬, ବାଲେଶ୍ୱର ୪୩, ବରଗଡ ୧, ଭଦ୍ରକ ୭, ବଲାଙ୍ଗିର ୪,…

ରାଜ୍ୟରେ ମରୁଡ଼ି ପ୍ୟାକେଜ୍ ଘୋଷଣା କରାଯାଉ: ମୋହନ ମାଝୀ

ଭୁବନେଶ୍ୱର: ମରୁଡ଼ିସ୍ଥିତି ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମୁଲତବି ପ୍ରସ୍ତାଵ ଆଲୋଚନା ପୂର୍ବରୁ କୃଷିମନ୍ତ୍ରୀ ଅରୁଣ ସାହୁ ନିଜର ଉତ୍ତର ରଖି କହିଥିଲେ ଯେ, ମରୁଡି ମନୁଷ୍ୟକୃତ ନୁହେଁ, ଏହା ଜଳବାୟୁ ପରିବର୍ତ୍ତନଜନିତ। ଏବେ ମୁଲତବି ପ୍ରସ୍ତାଵ…

ହସ୍ପିଟାଲରୁ ବିଧାନସଭା ଅଧିବେଶନରେ ଯୋଡ଼ିହେଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ଭର୍ଚ୍ଚୁଆଲ ମାଧ୍ୟମରେ ଯୋଗ ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ କହିଛନ୍ତି କି, ''ମୁଁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇନାହିଁ। କିନ୍ତୁ ଲୋକମାନେ ମୋତେ ଦେଇଥିବା ଦାୟିତ୍ୱ ସବୁବେଳେ ମୋର ପ୍ରାଥମିକତାରେ…

ଆଜି ୫୩ ଜୀବନ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଆଉ ୫୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ହସ୍ତଗତ ରିପୋର୍ଟ ଅନୁଯାୟୀ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିଭଳି କଟକ ଜିଲାରେ ୫ ଓ ଜଗତସିଂହପୁର ଜିଲାରେ ୬ ଜଣ କରୋନା ଆକ୍ରାନ୍ତ…

ବର୍ଷାଙ୍କ ମାମଲା ଖାରଜ କଲେ କୋର୍ଟ

କଟକ: ଦିନକୁ ଦିନ ନୂଆ ମେଡ ନେବାରେ ଲାଗିଛି ବର୍ଷା-ଅନୁଭବଙ୍କ ବିବାଦ । ଛାଡ଼ପତ୍ରକୁ ନେଇ ଉଭୟଙ୍କ ମଧ୍ୟରେ ଲାଗିଥିବା ବିବାଦ ଦିନକୁ ଦିନ ନୂଆ ରୂପ ନେଉଛି । କଟକ ଫ୍ୟାମିଲ କୋର୍ଟରେ ବର୍ଷାଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାକୁ ଖାରଜ କରିଛନ୍ତି କୋର୍ଟ । ଅନୁଭବଙ୍କ ପକ୍ଷରୁ ଛାଡ଼ପତ୍ର ପାଇଁ…