Odia News Portal
Browsing Tag

odisha

ଆଜିଠୁ ଭୁବନେଶ୍ୱରରେ ହେବ ସେରୋ ସର୍ଭେ

ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେବ ସେରୋ ସର୍ଭେ । ଦୁଇ ଦିନ ଧରି ହେବାକୁ ଥିବା ଏହି ସେରୋ ସର୍ଭେରେ ବିଭିନ୍ନ ବୟସର ୨୦୦ ଜଣଙ୍କୁ ସାମିଲ କରାଯିବ । ବିଏମ୍ସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ୮, ୧୫, ୩୨, ୪୧ ଓ ୬୩ ୱାର୍ଡରେ ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ କରାଯିବ ।

ରାଜ୍ୟରେ ୧୧୦ ପିଲା କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୬୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୧୦ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ

ବିଜେପିକୁ ଟାର୍ଗେଟ କଲେ ଲେଲିନ୍

ଭୁବନେଶ୍ୱର:୨୦୧୯ ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ଉପନିର୍ବାଚନଗୁଡିକରେ ଲଗାତାର ପରାଜୟ ଯୋଗୁଁ ଓଡିଶା ବିଜେପି ନେତା ଓ କର୍ମୀମାନଙ୍କ ମନୋବଳ ଭାଙ୍ଗିବା ସହିତ ସେମାନେ ହତୋତ୍ସାହିତ ହୋଇ ପଡିଛନ୍ତି । ସେମାନଙ୍କୁ ଉତ୍ସାହିତ କରିବା ସହିତ ଓଡିଶା ବିଜେପି ପ୍ରତିଦିନ ଗଣମାଧ୍ୟମରେ ତିଷ୍ଠି

କମୁନି କରୋନା ମୃତ୍ୟୁ, ଆଜି ୬୭ ଜୀବନ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ଧରୁନି କରୋନାଜନିତ ମୃତ୍ୟୁ ସଂଖ୍ୟା । ପ୍ରତିଦିନ ୬୦ରୁ ଅଧିକ ଆକ୍ରାନ୍ତଙ୍କ ଜୀବନ ନେଉଛି ମହାମାରୀ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୭ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କଟକ ଜିଲାରେ ସର୍ବାଧିକ ୨୦ ଜଣ ମୃତକ ରହିଛନ୍ତି।

ପଢ଼ନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନକ ମଧ୍ୟରେ ୬୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୫୪ ଏବଂ ସ୍ଥାନୀୟ ସଂକ୍ରମିତ ୨୫୫ ଜଣ ରହିଛନ୍ତି। ମୋଟ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୭ ଜଣ ରହିଥିବା ଜଣାଯାଇଛି। ଅନୁଗୁଳ ଜିଲାରେ ୧୮, ବାଲେଶ୍ୱର

୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ୭ଦିନରେ ପ୍ରବଳ ବର୍ଷା ସମ୍ଭାବନା । ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ନିକଟ ଉତ୍ତରପଶ୍ଚିମରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଉ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ କାଲି ସକାଳ ୮ଟା ୩୦

୭ ଦିନରେ ଦେଢ଼ କୋଟି ଟଙ୍କାର ଜରିମାନା ଆଦାୟ

ଭୁବନେଶ୍ୱର: ପୁଲିସ ପକ୍ଷରୁ ଗତ ୭ଦିନ ମଧ୍ୟରେ ପ୍ରାୟ ଦେଢ କୋଟି ଟଙ୍କା ଜରିମାନା ଆକାରରେ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ କରାଯାଇଛି। ତେବେ ଗତ ଦ୍ୱିତୀୟ ଲହରର ଏପ୍ରିଲ ଓ ମେ ମାସରେ ପୁଲିସ କୋଭିଡ ନିୟମ ଉଲ୍ଲଘଂନ କ୍ଷେତ୍ରରେ ପ୍ରାୟ ୧୫କୋଟି ଟଙ୍କା ଜରିମାନା ଆଦାୟ କରିପାରିଥିଲା।

ଆଜିଠୁ ୧୨ ଜିଲ୍ଲାରେ ସେରୋ ସର୍ଭେ

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟର ୧୨ ଜିଲ୍ଲାରେ ଆରମ୍ଭ ହେବ ସେରୋ ସର୍ଭେ । ଏନେଇ ସୂଚନା ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦିପ୍ତ ମହାପାତ୍ର । ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ନବରଙ୍ଗପୁର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର ଓ କନ୍ଧମାଳ

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍ । ଜୀବନ ପରେ ଜୀବନ ନେଇ ଚାଲିଛି କିଲର ଭାଇରସ । ଦୈନିକ ମୃତ୍ୟୁସଂଖ୍ୟା ୬୦ ଉପରେ ରହିଛି । ସେହିଅନୁଯାୟୀ ଗୋଟେଦିନରେ ରାଜ୍ୟରୁ କରୋନାରେ ପୁଣି ୬୯ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାପରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭୮୩୪

ଶତାଧିକ ପରୀକ୍ଷାର୍ଥୀ RI ପରୀକ୍ଷାରୁ ବଞ୍ଚିତ

ଭୁବନେଶ୍ୱର: ଆଜି ହେଉଥିବା ଆରଆଇ ପରୀକ୍ଷାରେ ସାମ୍ନାକୁ ଆସିଛି ଏକ ବଡ଼ ବିଗ୍ରାଟ । ଶତାଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ।ଆଡମିଟ୍ କାର୍ଡରେ ସରକାରୀ ମହିଳା ବିଦ୍ୟାଳୟ ଲେଖାହୋଇଥିବା ବେଳେ ଏଠାରେ ହୋଇନି ସେଣ୍ଟର । କଲେଜ ସେଣ୍ଟର ହୋଇନଥିବା କହିଛନ୍ତି ଅଧ୍ୟକ୍ଷ ।