Odia News Portal
Browsing Tag

odisha

ନଜର ପକାନ୍ତୁ ରାଜ୍ଯର କରୋନା ଅପଡେଟ୍ ଉପରେ…

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୩୧ଜଣ ଶିଶୁ ଓ କିଶୋର କରୋନା

ଏଣିକି ହ୍ୱାଟ୍ସଆପରେ ବୁକ୍ କରିପାରିବେ କରୋନା ଟିକା ସ୍ଲଟ୍‌

ସରକାର ଟିକା ନେବାକୁ ଥିବା ଲୋକଙ୍କ ପାଇଁ ବଡ଼ ସୁବିଧାର ଘୋଷଣା କରିଛନ୍ତି। ଏଣିକି ଆପଣମାନେ ଟିକା ପାଇଁ ହ୍ବାଟସ ଆପରେ ସ୍ଲଟ ବୁକ କରି ପାରିବେ। ଏଥିସହିତ ନିକଟସ୍ଥ ଟିକା କେନ୍ଦ୍ର ସମ୍ପର୍କରେ ବି ସୂଚନା ପାଇପାରିବେ। ହ୍ବାଟସ ଆପର ନୂଆ ଫିଚର ‘MyGov Corona Helpdesk’ ସହିତ କାମ

ବିପୁଳ ପରିମାଣର ନକଲି ମଦ ଜବତ

ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଫୁଲବାଡିଆ ଗ୍ରାମରେ ନକଲି ମଦ କାରଖାନା ଉପରେ ଚଢଉ । ବିପୁଳ ପରିମାଣର ନକଲି ମଦ ଜବତ । ପୂର୍ବ ସୂଚନା ମୁତାବକ ମଙ୍ଗଳବାର ବାରିପଦା ଅବକାରୀ ବିଭାଗ ପକ୍ଷରୁ ନକଲି ମଦ ତିଆରି ବିକ୍ରି କରୁଥିବା ଅଭିଯୋଗରେ ଚଢଉ କରାଯାଇଛି । ଚଢଉ ବେଳେ

ରାଉଲକେଲା ରାସ୍ତାରେ ଫଳ ବିକୁଛନ୍ତି ଧୋନୀଙ୍କ ଡାଏ ହାର୍ଟ ଫ୍ୟାନ୍‌

ମହେନ୍ଦ୍ର ସିଂ ଧୋନି ଟିମ୍ ଇଣ୍ଡିଆର ସର୍ବଶ୍ରେଷ୍ଠ କ୍ୟାପଟେନ୍। ସାରା ବିଶ୍ୱରେ ଧୋନିଙ୍କ ଅଗଣିତ ଫ୍ୟାନ୍ ଅଛନ୍ତି। ଧୋନିଙ୍କ ଟିକିଏ ଝଲକ ପାଇବା ପାଇଁ ଫ୍ୟାନ୍ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏମିତି ଜଣେ ଫ୍ୟାନ୍ ଓଡ଼ିଶାରେ ଅଛନ୍ତି, ଯାହାଙ୍କ ନାଁ ଶ୍ରୀକାନ୍ତ ସିଂହ। ଶ୍ରୀକାନ୍ତ

ସୌମ୍ୟ ମୃତ୍ୟୁ ମାମଲାରେ ଆଉ ଏକ ଲିଙ୍କ

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସାମ୍ନାକୁ ଆସୁଛି ନୂଆ ଲିଙ୍କ! ଏଥିରେ ଯୋଡ଼ି ହୋଇ ଯାଇଛି ଜଙ୍ଗଲ ମନ୍ତ୍ରୀଙ୍କ ପୂର୍ବତନ ପିଏ ଦୀପ୍ତିରଞ୍ଜନ ବେହେରାଙ୍କ ନାଁ! ସେ ରାଜଧାନୀରେ ରହି କୁଆଡ଼େ ଲେଖିଥିଲେ ପୂରା ସ୍କ୍ରିପ୍ଟ। ତାଙ୍କ

ଆଫଗାନିସ୍ତାନରୁ ୬୨୬ ଜଣଙ୍କୁ ଉଦ୍ଧାର କଲାଣି ଭାରତ

ଆଫଗାନିସ୍ତାନରେ ତାଲିବାନ୍ ରାଜ ଆରମ୍ଭ ହୋଇଛି । ଆତଙ୍କୀଙ୍କ ଭୟରେ ଦେଶ ଛାଡିବାକୁ କାବୁଲ ଏୟାରପୋର୍ଟରେ ଆଫଗାନ୍ ବାସୀ । ଅନ୍ୟପଟେ ବହୁ ରାଷ୍ଟ୍ର ମଧ୍ୟ ଆଫଗାନିସ୍ତାନରେ ଫସି ରହିଥିବା ସେମାନଙ୍କ ଦେଶବାସୀଙ୍କୁ ନିଜ ଦେଶକୁ ଏୟାରଲିଫ୍ଟ କରାଉଛନ୍ତି । ଭାରତ ମଧ୍ୟ ଆଫଗାନିସ୍ତାନରେ ଥିବା

ଧର୍ମାନୁଷ୍ଠାନ ଖୋଲିବା ନେଇ ଗାଇଡ୍ ଲାଇନ୍ ଜାରି କଲା ବିଏମସି

ଆସନ୍ତା ସେପ୍ଟେମ୍ବର ମାସରୁ ବିଏମସି ଅଞ୍ଚଳରେ ଖୋଲିବାକୁ ଯାଉଛି ଧର୍ମାନୁଷ୍ଠାନ । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଅନୁମତି ମିଳିଥିବା ବେଳେ ବିଏମସି ଅଞ୍ଚଳରେ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଏମସି ଟିକେ ଡେରିରେ ନିଷ୍ପତି ନେଇଥିଲା । ତେବେ

ପ୍ରକାଶ ପାଇଲା ଅଫଲାଇନ ମାଟ୍ରିକ ପରୀକ୍ଷା ଫଳ

ପ୍ରକାଶ ପାଇଲା ଅଫଲାଇନ ମାଟ୍ରିକ ପରୀକ୍ଷା ଫଳ । ଅଫଲାଇନ ପରୀକ୍ଷାରେ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଯେଉଁଥିରେ ୩୧୦୦ ଛାତ୍ର ଓ ୨୧୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଅଫଲାଇନ ପରୀକ୍ଷାରେ ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଅଫଲାଇନ ପରୀକ୍ଷାରେ ୧୪୧

କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କଲେ ରାଜ୍ୟ ସରକାର

କରୋନାରେ ଶିଶୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ନିଷ୍ପତି ଗ୍ରହଣ କରୁଛନ୍ତି । ତେଣୁ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କରାଯାଇଛି। ତେଣୁ ଶିଶୁଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ଆଇସିୟୁ

ତୃତୀୟ ଲହରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କରୋନାର ସମ୍ଭାବିତ ୩ୟ ଲହର ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏହି ବୈଠକ ଅପରାହ୍ନ ୩ଟା ୩୦ରେ ହେବ । ବୈଠକରେ କରୋନାର ବର୍ତ୍ତମାନର ସ୍ଥିତି ଉପରେ ଚର୍ଚ୍ଚା ହେବ । ଏଥି ସହିତ ମହାମାରୀରୁ ବର୍ତ୍ତିବା ପାଇଁ ଏପର୍ଯ୍ୟନ୍ତ ନିଆଯାଇଥିବା ସମସ୍ତ