Odia News Portal
Browsing Tag

odisha

କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ୨୦୨୦ ଗ୍ରୀଷ୍ଣକାଳୀନ ପାରା ଅଲମ୍ପିକ୍ସ

ଜାପାନରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଆରମ୍ଭ ହୋଇଛି ୨୦୨୦ ଗ୍ରୀଷ୍ମ ପାରା ଅଲମ୍ପିକ୍ସ । ୧୬୨ଦେଶର ୪,୪୦୦ କେଳାଳୀ ଏଥିରେ ଅଶଂ ଗ୍ରହଣ କରିକ ନିଜ ଦେଶ ପାଇଁ ପଦକ ଜିତି ଇତିହାସ ରଚିବାକୁ ଆଶା ବାନ୍ଧିଛନ୍ତି । ଜାପାନର ସମ୍ରାଟ ନାରୁହିତୋଙ୍କ ଦ୍ୱାରା ଆଜି ଏହା ଆନୁଷ୍ଠାନିକ ଭାବରେ

ସଲମାନଙ୍କୁ ଯାଂଚ କରିଥିବା ସୋମନାଥଙ୍କ ମୋବାଇଲ ଜବତ

ମାୟାନଗରୀ ମୁମ୍ବାଇ  ବିମାନବନ୍ଦରରେ ସଲମାନ ଖାନଙ୍କୁ ଅଟକାଇ ରାତାରାତି ଚର୍ଚ୍ଚାକୁ ଚାଲି ଆସିଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି ଅଡ଼ୁଆରେ ପଡ଼ି ଯାଇଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ

କାଲିଠୁ ୩ ଦିନ ବର୍ଷିବ

ମୌସୁମୀ ପ୍ରବାହ ଏବେ ଓଡ଼ିଶା ଉପରେ ଦୁର୍ବଳ ଥିବା ସତ୍ତ୍ୱେ ଆସନ୍ତା କାଲିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା।  ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ବର୍ଷା ହେବାକୁ ଥିବା ବେଳେ  କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯ |

ଗ୍ରୀନ୍‌ଲ୍ୟାଣ୍ଡରେ ବର୍ଷା , ବିଶ୍ୱ ପାଇଁ ବିପଦ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଗ୍ରୀନ୍‌ଲାଣ୍ଡରେ ବର୍ଷା।  ବରଫାବୃତ ଗ୍ରୀନ୍‌ଲାଣ୍ଡରେ ପ୍ରଥମ ଥର ବର୍ଷା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ବିଶେଷ କରି ପରିବେଶବିତ୍‌ମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ସେମାନଙ୍କ ମତରେ ଗ୍ରୀନ୍‌ଲାଣ୍ଡରେ ବର୍ଷା ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ। 

କରୋନା କଟକଣା ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ଦୀର୍ଘ ଚାରି ମାସ ପରେ ଗତକାଲି ଠାରୁ ଆରମ୍ଭ ହୋଇଛି ଭକ୍ତ ଓ ଭଗବାନଙ୍କ ମିଳନ । ଶ୍ରୀମନ୍ଦିରରେ ଜଗା ଦର୍ଶନ କରୁଛନ୍ତି ସର୍ବସାଧାରଣ । କରୋନା କଟକଣା ଭିତରେ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଗହଳି ନିୟନ୍ତ୍ରଣ ପାଇଁ ବଡଦାଣ୍ଡରେ ବ୍ୟାରିକେଡ୍

ସେପ୍ଟେମ୍ବର-ଅକ୍ଟୋବରରେ ତୃତୀୟ ଲହର

ଓଡ଼ିଶାରେ କରୋନାର ଥିକ୍ ଟେଲ୍ ପରିସ୍ଥିତି । ଭୁବନେଶ୍ବରରେ ବି ଆଗ ଅପେକ୍ଷା କିମିଛି ସଂକ୍ରମଣ । ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଏହି ସମୟରେ ପାର୍ବଣ ଋତୁ ଥିବାରୁ ଲୋକମାନେ ବାହାରକୁ

ଏହିସବୁ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଦୁର୍ବଳ ଯୋଗୁ ବର୍ଷାର ପରିମାଣ କମିଯାଇଛି । ଏହାରି ମଧ୍ୟରେ ଆସନ୍ତା ଦୁଇଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସହିତ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୫ରୁ ୨୬ ତାରିଖ ମଧ୍ୟରେ

ମରୁଡ଼ି ସ୍ଥିତି ନେଇ ବସିଲା ଉଚ୍ଚସ୍ତରୀୟ ବୈଠକ, ଜାଣନ୍ତୁ କଣ ହେଲା ଆଲୋଚନା

ଭୁବନେଶ୍ୱର: ରାଜ୍ୟରେ ଚଳିତବର୍ଷ କମ ବର୍ଷା ହୋଇଛି । ଯାହାକି ଚାଷୀକୂଳ ଲାଗି ଅସୁବିଧା ହୋଇଛି । ବର୍ଷା କମ ଯୋଗୁଁ ଜମି ଫାଟି ଅାଁ କରି ରହିଛି । ଚଳିତବର୍ଷ ମରୁଡି ହେବ ବୋଲି ଅନୁମାନ କରାଯାଇଛି । ତେବେ ରାଜ୍ୟରେ ସମ୍ଭାବ୍ୟ ମରୁଡି ସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି ।

ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର

ପୁରୀ :  ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । କୋରୋନା ଯୋଗୁଁ ଚାରି ମାସରୁ ଅଧିକ ସମୟ ବନ୍ଦ ରହିଥିଲା ଶ୍ରୀମନ୍ଦିର । ଏହି ମାସ ୧୬ତାରିଖରୁ ୨୦ ତାରିଖ ଯାଏଁ କେବଳ ପୁରୀ ସହରର ବାସିନ୍ଦା ଜଗା ଦର୍ଶନ କରିଥିଲେ । ସୋମବାରଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ।

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୭୬୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୪୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୦୧ ଜଣ ଶିଶୁ ଓ କିଶୋର କରୋନା