Odia News Portal
Browsing Tag

odisha

୭ ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ ନୂଆପଡ଼ା ରହିଛି। ଉକ୍ତ ଜିଲ୍ଲାଗୁଡ଼ିକୁ ପ୍ରବଳ ବର୍ଷା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ

କମୁଛି କରୋନା କାୟା, ରାଜ୍ୟରେ ୩ହଜାର ୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ମିଟର । କମୁଛି କରୋନାର କାୟା । ଦିନକରେ ଚିହ୍ନଟ ହେଲେ ୩ହଜାର ୪୦୫ ନୂଆ ସଂକ୍ରମିତ । ସେହିପରି ରାଜ୍ୟରେ ଆଉ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ୩୪୦୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୪୨ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୪୬୩ଟି ହେଉଛି

୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୂ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ତେବେ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୧୮ଟି

୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

ଭୁବନେଶ୍ୱର: କରୋନା ମହାମାରୀ ଲାଗି ବନ୍ଦ ହୋଇ ରହିଥିବା ଐତିହ୍ୟସ୍ଥଳୀ ଖୋଲିବ । ଆସନ୍ତା ୧୬ ତାରିଖରୁ ଏହି ଐତିହ୍ୟସ୍ଥଳୀ ଖୋଲାଯିବ । ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲିବ । ଆସନ୍ତା ୧୬ ତାରିଖରୁ ଖୋଲିକା ନେଇ ଏଏସଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଆଜି ପହିଲି ରଜ

ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ.. ବରଷକେ ଥରେ ଆସିଛି ରଜ.. ଆସିଛି ରଜର ହୁଅ ବେଗେ ସଜବାଜ । ଆଜି ହେଉଛି ପହିଲି ରଜ । ଝିଅମାନେ ସଜବାଜ ତ ହୋଇଛନ୍ତି ହେଲେ ଚଳିତ ବର୍ଷ ଫିକା ପଡ଼ିଛି ଓଡ଼ିଶାର ଏହି ଗଣପର୍ବ ରଜ । କରୋନା କଟକଣା ଲାଗି ଟିକେ ଫିକା ପଡ଼ିଛି ଏହି ପର୍ବ । ତେବେ ଗାଁ ଗହଳିରେ ଲୋକେ

କାରଖାନାରେ ଲାଗୁଛି ଯନ୍ତ୍ରୀଙ୍କ ପସନ୍ଦର ୱାଟର ଓ ଏୟାର ଆନାଲାଇଜର

ପ୍ରଦୂଷଣ ବୋର୍ଡର ପ୍ରଦୂଷିତ କାରବାର ଭୁବନେଶ୍ୱର : ଶିଳ୍ପ ସଂସ୍ଥାରେ ପ୍ରଦୂଷଣ ହ୍ରାସ ପାଇଁ ଲାଗୁଥିବା ଜଳ ଓ ବାୟୁ ଗୁଣବତ୍ତା ବିଶ୍ଲେଷଣକାରୀ ( ୱାଟର ଆଣ୍ଡ ଏୟାର ଆନାଲାଇଜର) ଯନ୍ତ ବ୍ୟବହାରକୁ ନେଇ ଏବେ ଆଲୋଚନା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ନିର୍ଦ୍ଦିଷ୍ଟ କମ୍ପାନୀର

ରାଜ୍ୟରେ ୪୩୩୯ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୪୩୩୯ ନୂଆ ଆକ୍ରାନ୍ତ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୨୪୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୮୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା

ଦିଲ୍ଲୀରେ ଖୋଲିଲା, ଓଡ଼ିଶାରେ କେବେ?

ଭୁବନେଶ୍ୱର: ଦେଶର ରାଜଧାନୀରେ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା । ତେବେ ଓଡ଼ିଶାରେ କେବେ ଲକଡାଉନକ୍ ଖୋଲିବ ତାକୁ ନେଇ ଏବେ ଆରମ୍ଭ ହୋଇଛି । ରାଜ୍ୟରେ ୧୭ ତାରିଖ ଯାଏଁ ଲକଡାଉନ ଜାରି ରଖାଯାଇଛି । ତେବେ ଏହା ଆହୁରି ଲାଗି ରହିବ ନାଁ କୋହଳ କରାଯିବ ତାକୁ ନେଇ ସବୁଠି ହେଉଛି ଆଲୋଚନା । ରାଜ୍ୟରେ

ରାଜ୍ୟର ତିନିଟି ସହରରେ ୧୦୦ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର

ଭୁବନେଶ୍ୱର: ଦିନକୁ ଦିନ ହୁହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଡିଜେଲ ଦର । ରାଜ୍ୟରେ ୩ଟି ସହରରେ ୧୦୦ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର । ଯାହାକୁ ନିମ୍ନ ଓ ମଧ୍ୟବିତ୍ତ ପରିବାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ତେବେ ଆଜି ରାଜ୍ୟରେ ନୂଆ ଦର ଅନୁସାରେ ମାଲକାନଗିରିରେ ପେଟ୍ରୋଲ ଲିଟର

କମୁଛି କରୋନା କାୟା, ରାଜ୍ୟରେ ୪୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ମିଟର । ଦୈନିକ ସଂକ୍ରମଣ ହାର କମିବାରେ ଲାଗିଛି । ୨ଦିନ ହେବ ୫ହଜାର ତଳେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪,୪୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ