Odia News Portal
Browsing Tag

odisha

ରାଜ୍ୟରେ ୪୩୩୯ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୪୩୩୯ ନୂଆ ଆକ୍ରାନ୍ତ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୨୪୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୮୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା

ଦିଲ୍ଲୀରେ ଖୋଲିଲା, ଓଡ଼ିଶାରେ କେବେ?

ଭୁବନେଶ୍ୱର: ଦେଶର ରାଜଧାନୀରେ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା । ତେବେ ଓଡ଼ିଶାରେ କେବେ ଲକଡାଉନକ୍ ଖୋଲିବ ତାକୁ ନେଇ ଏବେ ଆରମ୍ଭ ହୋଇଛି । ରାଜ୍ୟରେ ୧୭ ତାରିଖ ଯାଏଁ ଲକଡାଉନ ଜାରି ରଖାଯାଇଛି । ତେବେ ଏହା ଆହୁରି ଲାଗି ରହିବ ନାଁ କୋହଳ କରାଯିବ ତାକୁ ନେଇ ସବୁଠି ହେଉଛି ଆଲୋଚନା । ରାଜ୍ୟରେ

ରାଜ୍ୟର ତିନିଟି ସହରରେ ୧୦୦ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର

ଭୁବନେଶ୍ୱର: ଦିନକୁ ଦିନ ହୁହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଡିଜେଲ ଦର । ରାଜ୍ୟରେ ୩ଟି ସହରରେ ୧୦୦ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର । ଯାହାକୁ ନିମ୍ନ ଓ ମଧ୍ୟବିତ୍ତ ପରିବାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ତେବେ ଆଜି ରାଜ୍ୟରେ ନୂଆ ଦର ଅନୁସାରେ ମାଲକାନଗିରିରେ ପେଟ୍ରୋଲ ଲିଟର

କମୁଛି କରୋନା କାୟା, ରାଜ୍ୟରେ ୪୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ମିଟର । ଦୈନିକ ସଂକ୍ରମଣ ହାର କମିବାରେ ଲାଗିଛି । ୨ଦିନ ହେବ ୫ହଜାର ତଳେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪,୪୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ

ରାଜ୍ୟରେ ଖୋଲିପାରେ ଲକଡାଉନ୍‌

ଭୁବନେଶ୍ୱର: ଲକଡାଉନ ଚାଲିଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବେ ଲକଡାଉନ ଖୋଲିବ ଏନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ରାଜ୍ୟରେ ଖୁବଶୀଘ୍ର ଅନଲକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏବେବି ବିପଦ ଟଳିନଥିବା ବେଳେ ଅନଲକ ନେଇ ଗୁରୁତ୍ୱପୂର୍ଣ୍ଣ

ଓଡ଼ିଶାର ୩ ଜିଲ୍ଲାରେ ସୋରୋ ସର୍ଭେ

ଭୁବନେଶ୍ୱର: କେତେଜଣଙ୍କ ନିକଟରେ ପହଞ୍ଚିଛି କରୋନା ଭାଇରସ ତାହା ଜାଣିବା ଲାଗି ଆରମ୍ଭ ହେବ ସୋରୋ ସର୍ଭେ । ଏନେଇ ଗତକାଲି ସୂଚନା ଦିଆଯାଇଥିଲା । ତେବେ ଦେଶରେ ୭୦ ଓ ଓଡ଼ିଶାର ୩ ଜିଲ୍ଲାରେ ହେବ ଏହି ସର୍ଭେ । ରାୟଗଡ଼ା, ଗଞ୍ଜାମ ଓ କୋରାପୁଟରେ ହେବ ସୋରୋ ସର୍ଭେ । ଜୁନ୍ ୧୬, ୧୭ରୁ ଆରମ୍ଭ ହୋଇ

ଆଜି ପ୍ରବଳ ଛେଚିବ

ଭୁବନେଶ୍ୱର: ଓଡ଼ିଶା ଛୁଇଁସାରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ । ଯାହାର ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । ତେବେ ଆଜି ୬ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ରେଡ ଆଲର୍ଟ କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଉଛି ସମ୍ବଲପୁର,

ରାଜ୍ୟରେ ତଳମୁହାଁ କରୋନା ମିଟର, ଆଜି ୪ହଜାର ୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳ ମୁହାଁ କରୋନା ମିଟର । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪ହଜାର ୮୫୨ ନୂଆ ଆକ୍ରାନ୍ତ । ସେପଟେ ମୃତକଙ୍କ ସଂଖ୍ୟା କମିବାର ନାଁ ଧରୁନି । ଆଜି ୪୭ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । । ଆଜି ୨୭୬୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୦୮୭ଜଣ

ଏମଏସପି ରାଜନୀତି, ବିଜେପି- ବିଜେଡି କଥା କଟାକଟି

ଭୁବନେଶ୍ୱର: ଏମଏସପି ବୃଦ୍ଧିକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଗତକାଲି କେନ୍ଦ୍ର ସରକାର ଏମଏସପି ବୃଦ୍ଧି କରିଥିବା ବେଳେ ଆଜି ଏହାକୁ ଆହୁରି ବୃଦ୍ଧି କରିବା ଲାଗି କେନ୍ଦ୍ରକୁ ଚିଠି ଲେଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଯାହାକୁ ନେଇ ବିଜେପି ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ରାଜନୀତି ।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଲଗାତାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୨୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୯୫୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୨୭୮ଜଣ ପଜିଟିଭ